Browsing Category

Featured

ଭୁଲ୍‌ରେ ମଧ୍ୟ କିଣନ୍ତୁ ନାହିଁ ଏପରି ଜମି, ମାଡି ଆସିବ ବିପଦ! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସାଧାରଣତଃ ସମସ୍ତଙ୍କ ଜୀବନରେ ଏକ ବଡ ଆଶା ଥାଏ ଯେ , ଜୀବନରେ ଭଲ ଯାଗା ବା ଜମି କିଣି ଏକ ସୁନ୍ଦରଟିଏ ଘର ତିଆରି କରିବା। ବାସ କରିବା ପାଇଁ ଆମକୁ ଭୂମିଖଣ୍ଡେ ତ ନିହାତି ଆବଶ୍ୟକ । ଆଜି କାଲି ପୈତୃକ ସମ୍ପତି ଛାଡି…

(Video) ବରାକୁ ଛୁଇଁଲେ ମାରୁଛି କରେଣ୍ଟ: ବରା ଖାଇବା ତ ଦୂରର କଥା, ଛୁଇଁବାକୁ ଡରୁଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୌଣସି ବିଦ୍ୟୁତ ସୁପରିବାହୀ ବସ୍ତୁରେ ବିଦ୍ୟୁତ ପ୍ରବାହିତ ହେବା ଫଳରେ ତାକୁ ଛୁଇଁଲେ କରେଣ୍ଟ ମାରିଥାଏ । ମାତ୍ର ଆପଣମାନେ କେବେ ବରାରେ କରେଣ୍ଟ ମାରୁଥିବା କଥା ଶୁଣିଛନ୍ତି…

ଭୂତ ସହ ସେୟାର କରୁଛନ୍ତି ସୋଫା ଓ ପଲଙ୍କ, ଆପଣଙ୍କ ରାତିର ନିଦ ଚୋରାଇ ନେବ ବ୍ରିଟେନର ଏହି ଦମ୍ପତିଙ୍କ କାହାଣୀ

ନୂଆଦିଲ୍ଲୀ: ବ୍ରିଟେନର ଏକ ଦମ୍ପତି ଏପରି କିଛି ଘଟଣା ବିଷୟରେ ସମସ୍ତଙ୍କ ସହ ସେୟାର କରିଛନ୍ତି ଯାହା ଶୁଣିଲେ ଭୟରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଦମ୍ପତି କହିଛନ୍ତି ସେମାନେ ନିୟମିତ ଭୂତ ସହ ବା ପରଲୋକଗତ ଆତ୍ମା…

୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରିବେ ରାହୁଲ? ସଂସଦକୁ ଫେରି ପାରିବେ କି ନା, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ କ’ଣ ହେବ

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ରାହୁଲଙ୍କ ଜେଲଦଣ୍ଡାଦେଶ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲାଗୁ କରିଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ଏବେ…

ଆଗରୁ ଫିକ୍ସ ହୋଇଥିଲା କି ଡେଟ୍ ? ଚର୍ଚ୍ଚାରେ ବିଜେପିର ୱାନ୍ ଡେ ଡବଲ ଧମାକା

ଭୁବନେଶ୍ୱର : ଆଜି ଓଡିଶା ଗସ୍ଥରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାତି ୧୦ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି ଶାହାଙ୍କର ବିଭିନ୍ନ ସରକାରୀ କାର‌୍ୟ୍ୟକ୍ରମ ରହିଥିବାର…

ଉଚ୍ଚ ରକ୍ତଚାପର ବ୍ୟକ୍ତି ଦୂରେଇ ରୁହନ୍ତୁ ୬ଟି ଜିନିଷରୁ : ନଚେତ ବିପଦର ହେବେ ସମ୍ମୁଖୀନ

ଭୁବନେଶ୍ୱର : ଆଜିକା ଜୀବନଶୌଳୀ, ଖାଦ୍ୟ ପାନୀୟ ଦ୍ୱାରା ମଣିଷ ଅନେକ ସ୍ୱାସ୍ଥ୍ୟ ଜନିତ ରୋଗରେ ପିଡିତ ହେଉଛି । କେତେକ ରୋଗ ସହଜରେ ଭଲ ହୋଇଯାଏ ଏବଂ ଆଉ କେତେକ ରୋଗ ଅଛି ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏହା…

ASO ଚୟନ ଅନିୟମିତତା ମାମଲା: ଆସିଲା ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶ

ଭୁବନେଶ୍ୱର : ASO ଚୟନ ଅନିୟମିତତା ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ OPSCକୁ…

ଆପଣଙ୍କୁ ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ ପଡିବ, ଜାଣନ୍ତୁ କାହିଁକି ଏପରି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ…

ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି: ଜେଲଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ଆଶ୍ୱସ୍ତି । ରାହୁଲଙ୍କ ସଜ୍ଜା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଚୂଡ଼ାନ୍ତ ମାମଲା ନ ଆସିବା ପର୍ଯ୍ୟନ୍ତ ସଜ୍ଜା ଉପରେ ରୋକ…

ମାସେ ଯାଏ ରାଜରାସ୍ତାରେ ବୁଲି ପାରିବେନି ବୁଲାକୁକୁର, କାହିଁକି ଦିଲ୍ଲୀ ନଗର ନିଗମର ଏପରି ଯୋଜନା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଦିଲ୍ଲୀରେ ଜି ୨୦ ସମ୍ମିଳନୀର ପ୍ରସ୍ତୁତି ଜୋରସୋର ଚାଲିଛି । ଏଥିପାଇଁ ରାଷ୍ଟ୍ରୀୟ ରାଜଧାନୀକୁ ଖୁବ୍ ସଜାଯାଇଛି । ଏହାରି ମଧ୍ୟରେ ଖବର ଆସିଛି ଯେ, ଦିଲ୍ଲୀ ସଡକରୁ ସମସ୍ତ ବୁଲା କୁକୁରଙ୍କୁ ହଟାଇ ଦିଆଯିବ ।…