Browsing Category

Featured

ଭାରତୀୟ ସେନାଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ, ତିନୋଟି ଗ୍ରେନେଡ଼ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ସିନ୍ଧ୍ରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନା ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୋମବାର ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ…

ଏବେ ଚୀନ-ପାକିସ୍ତାନକୁ ରକ୍ଷା ନାହିଁ! ଭାରତ ପାଖେ ରହିବ ୯୭ ଡ୍ରୋନ, ୧୦ ହଜାର କୋଟିରେ ହୋଇଛି ଡିଲ୍!

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ସୀମା ଉପରେ ନଜର ରଖିବା ପାଇଁ ଭାରତ ଏହାର ନୀରିକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରିବା ଲାଗି ମଜବୁତ କରିବାକୁ ଯାଉଛି। ସୋମବାର ଦିନ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଚୀନ୍ ଏବଂ…

ବିମାନ ଓଭରବୁକିଂ : ବିମାନରେ ସିଟ ନଦେଲେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ଅନେକ ସମୟରେ ବିମାନରେ ଥିବା ସିଟ୍ ତୁଳନାରେ ଅଧିକ ଟିକଟ ବୁକିଂ ହୋଇଥାଏ। ସେଭଳି ପରିସ୍ଥିତିରେ ଏୟାରଲାଇନ୍ସ ତରଫରୁ କିଛି ଯାତ୍ରୀଙ୍କୁ ବିମା‌ନରେ ପ୍ରବେଶ ଅନୁମତି ମିଳେନାହିଁ। ଯେଉଁ ଯାତ୍ରୀମା‌ନେ ଏଭଳି…

ରାଶିଫଳ(ମଙ୍ଗଳବାର,୧୮ ଜୁଲାଇ,୨୦୨୩)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା…

ବିବାହିତ ମହିଳାମାନେ ଏହି ୬ଟି ଅଭ୍ୟାସ ଉପରେ ଦିଅନ୍ତୁ ଧ୍ୟାନ, ନଚେତ ସ୍ୱାମୀ ହୋଇଯିବେ ଅଲଗା

ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଏକ ପବିତ୍ର ସମ୍ପର୍କ। ବିବାହ ପରେ ଜଣେ ମହିଳା ନିଜ ସ୍ୱାମୀ ଏବଂ ତାଙ୍କ ପୁରା ପିଢ଼ିର ସୁଖ ପାଇଁ ଦାୟୀ ବୋଲି ବିବେଚନା କରାଯାଏ। ଜଣେ ପତ୍ନୀ କେବଳ ବୋହୂ ଭାବରେ ସ୍ୱାମୀଙ୍କ ଘରକୁ ଆସନ୍ତି…

ସିମ କାର୍ଡକୁ ନେଇ ସରକାର ଆଣିଲେ ନୂଆ ନିୟମ : ଠକେଇରୁ ବଞ୍ଚିବା ପାଇଁ ପ୍ରସ୍ତୁତ ହେଉଛି ପ୍ଲାନ

ନୂଆଦିଲ୍ଲୀ : ଅନଲାଇନ ଠକେଇ ସାରା ଦେଶରେ ଏକ ବଡ଼ ସମସ୍ୟା ହୋଇଗଲାଣି । ଏଭଳି ଅନଲାଇନ ଫ୍ରଡରେ ସିମକୁ ଅଧିକ ବ୍ୟବହାର କରାଯାଏ । ଅଧିକ ଫ୍ରଡ କରୁଥିବା ଲୋକ ପ୍ରତ୍ୟେକ ଥର ନୂଆ ନୂଆ ସିମ ବ୍ୟବହାର କରୁଛନ୍ତି । ଏହି କାରଣ…

Video : ଭୁବନେଶ୍ୱରରୁ ବାଲେଶ୍ୱର ଯାତାୟତ ହେଲା ବାଧାପ୍ରାପ୍ତ, ୧୦ ଫୁଟ ତଳକୁ ଭୁଶୁଡିଲା ବ୍ରିଜ

ଯାଜପୁର : NH-୧୬ରେ ଭୁଶୁଡିଲା ବ୍ରିଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଘଟିଥିଲା ଏଭଳି ଅଘଟଣ । ବ୍ରିଜ୍ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ…

ଟମାଟୋ ପରେ ଝଟକା ଦେବ ପିଆଜ : ଦରଦାମକୁ ଆୟତରେ ରଖିବା ପାଇଁ ସରକାର ହେଲେ ପ୍ରସ୍ତୁତ

ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେବ କେତେକ ଲୋକଙ୍କ ଖାଇବା ଥାଳିରୁ ଟମାଟୋ ଆଉ ଦେଖିବାକୁ ମିଳୁନି । ଏହାର ଦର ସାରା ଦେଶରେ ଆକାଶ ଛୁଆଁ । ଦେଶର କେତେକ ସ୍ଥାନରେ ଟମାଟୋର ଦର ୨୫୦ ଟଙ୍କାରେ ଯାଇ ପହଞ୍ଚିଥିଲା । ତେବେ…

ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ…

ବିମାନରେ ବସିବା ମାତ୍ରେ ଆପେ ଆପେ ହୋଇଯିବ Flight ମୋଡ, ଏହି ଫିଚର ଉପରେ କାମ କରୁଛି ଗୁଗୁଲ

ନୂଆଦିଲ୍ଲୀ: ବର୍ତ୍ତମାନ, ଯଦି ଆମେ ବିମାନ ଯୋଗେ ଯାତ୍ରା କରୁ, ତେବେ ଆମ ସ୍ମାର୍ଟଫୋନକୁ କିଛି ସମୟ ପାଇଁ ଫ୍ଲାଇଟ ମୋଡରେ ରଖିବାକୁ ପଡିବ। ଏହାର ଅର୍ଥ ଆମକୁ ଏହି କାମକୁ ମାନୁଆଲୀ କରିବାକୁ ହେବ। କିନ୍ତୁ ବର୍ତ୍ତମାନ…