Browsing Category

Featured

ଯୁବକଙ୍କ ଏହି ଗୁଣ ଦେଖି ଝିଅମାନେ ହୁଅନ୍ତି ଇମ୍ପ୍ରେସ, ଜାଣନ୍ତୁ କ’ଣ କହୁଛନ୍ତି ଚାଣକ୍ୟ 

ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଗୁରୁତ୍ୱ ଅଧିକ। ଏଥିଲାଗି ସେ ମହିଳା ହେଉ ଅବା ପୁରୁଷ, ସମସ୍ତେ…

ଶ୍ରାବଣର ଦ୍ୱିତୀୟ ସୋମବାରରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଜାଣନ୍ତୁ କେତେ ସମୟ ପାଇଁ ବନ୍ଦ ରହିବ ମନ୍ଦିର

ପୁରୀ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ପୁରୀ ଶ୍ରୀମନ୍ଦିରରେ ଜଗାଦର୍ଶନ କରି ପାରିବେନି ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନରେ ୪ ଘଣ୍ଟା ପାଇଁ ଭକ୍ତଙ୍କୁ ଦର୍ଶନରୁ…

ଟମାଟୋ କନ୍ଦାଇଲା, ପିଆଜ କିନ୍ତୁ କନ୍ଦାଇବନି: କେନ୍ଦ୍ର ସରକାର ଆଗୁଆ ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଟମାଟୋର ମହଙ୍ଗା ମାଡ଼କୁ ନେଇ ସାରା ଦେଶବାସୀ ଏବେ ଛଟପଟ ହେଉଛନ୍ତି । ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟଙ୍କା ଟପିଥିବା ବେଳେ ଅଳ୍ପ କିଛି ସ୍ଥାନରେ ୨୦୦-୩୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଉଛି ।…

କ୍ରାଇମବ୍ରାଞ୍ଚର ଚେତାବନୀ: ଭୁଲ୍ ଖବର ସୋସିଆଲ ମିଡ଼ିଆରେ ଶେୟାର କରନ୍ତୁନି, AI ଦ୍ୱାରା ପୋଷ୍ଟକୁ ଯାଞ୍ଚ କରାଯାଉଛି, ଧରାପଡ଼ିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବେ କରାଯାଉଛି । ତେଣୁ ଦିନକୁ ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖାଯାଉଛି । ସୋସିଆଲ…

ଏଣିକି ବୁଲା କୁକୁରଙ୍କୁ ମିଳିବ ID Card: କେଉଁଠି ଓ କେମିତି ହେବ ସେମାନଙ୍କ ପରିଚୟ?

ମୁମ୍ବାଇ: ମଣିଷର ପରିଚୟ ପାଇଁ ବର୍ତ୍ତମାନ ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଭାବରେ ସ୍ଥାନ ପାଇଛି । କିନ୍ତୁ ଏବେ କେବଳ ମଣିଷ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡର ବ୍ୟବସ୍ଥା…

ଘୋର କଳିଯୁଗ ! ମଲ୍‌ ନିର୍ମାଣ ପାଇଁ ୧୫୦ବର୍ଷ ପୁରାତନ ମନ୍ଦିର ଉପରେ ଚାଲିଲା ବୁଲଡୋଜର

କରାଚି : ପାକିସ୍ତାନର କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଏକ ସପିଂ ମଲ ପାଇଁ ଭଙ୍ଗାଯାଇଛି, ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । କରାଚିର ସୋଲଜର ବଜାରରେ ସ୍ଥିତ ହିନ୍ଦୁ…

ଅତ୍ୟଧିକ ବ୍ୟାୟାମ କରୁଥିଲେ ସାବଧାନ ! ଶରୀର ପାଇଁ ହୋଇପାରେ କ୍ଷତିକାରକ

ଦୈନନ୍ଦିନ ଅତ୍ୟଧିକ ବ୍ୟାୟାମ, ପରିଶ୍ରମ କରିବା, ବେଶି ସମୟ ଧରି ଅତି ବେଗରେ ଚାଲିବା, ଦୌଡ଼ିବା, ସାମର୍ଥ୍ୟଠାରୁ ଅଧିକ ଭାରୋତ୍ତୋଳନ ଦ୍ୱାରା ଶକ୍ତି ଅପଚୟ ହୋଇଥାଏ। ଏହାକୁ ବ୍ୟାୟାମର ‘ଅତି ଉପଯୋଗ’ କୁହାଯାଏ। ଏଥିପାଇଁ…

ବଡ଼ ନିଷ୍ପତ୍ତି: ଜୁଲାଇ ୧୭ ଓ ୧୮ ତାରିଖ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ଗତ କିଛିଦିନ ଧରି ଦେଶର ରାଷ୍ଟ୍ରୀୟ ରାଜଧାନୀ ପାଣି ଘେରରେ ରହିଥିଲା । ଭୀଷଣ ବର୍ଷା ଲାଗି ରହିବା ଫଳରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହା ମଧ୍ୟରେ ପୁଣି…

Twitter Down Again: ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ପୁଣି ଥରେ ୟୁଜର୍ସଙ୍କ ଚିନ୍ତା ବଢ଼ାଇ ଦେଇଛି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର । ଟ୍ୱିଟର ପୁଣି ଥରେ ଡାଉନ ହୋଇଯାଇଛି । କିଛି ୟୁଜର୍ସଙ୍କୁ ‘can not retrieve tweets’ ଦେଖାଯାଉଛି । ଆଉ କିଛି…

ସୀମା ପ୍ରେମ ପାଇଁ କାନ୍ଦୁଛନ୍ତି ଭଗବାନ୍! ହିନ୍ଦୁ ମନ୍ଦିର ଉପରେ ରକେଟ ଲଞ୍ଚରରେ ହେଉଛି ଆକ୍ରମଣ

ନୂଆଦିଲ୍ଲୀ: ପାକିସ୍ତାନ ଯୁବତୀ ସୀମା ହାଇଦର ଏବଂ ଗ୍ରେଟର ନୋଏଡାର ସଚିନଙ୍କ ଲଭ ଷ୍ଟୋରୀ ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଚର୍ଚ୍ଚ ହେବାରେ ଲାଗିଛି । ୪ ପିଲାଙ୍କୁ ନେଇ ପାକିସ୍ତାନରୁ ଭାରତ ଆସିବା ପରେ ପାକିସ୍ତାନୀ…