Browsing Category

Featured

ଆଜିଠାରୁ ପ୍ରବଳ ବର୍ଷା : ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ହେଉଥିବାର ରେକର୍ଡ କରାଯାଇଛି । ବର୍ଷା ୧.୧ ମିମି ତୁଳନାରେ ୯୦% କମ୍ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ…

ଆମେରିକାର ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀଙ୍କ ଆକ୍ରମଣ, ଅଗ୍ନିକାଣ୍ଡ ଉଦ୍ୟମ

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ତେବେ ସ୍ଥାନୀୟ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ନିଆଁକୁ ଆୟତ୍ତ…

SAFF Championship: ଆଜି ଭାରତ-କୁଏତ ଫାଇନାଲ୍, ନବମ ଟାଇଟଲ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ସାଫ୍ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍‌ରେ ଆଜି ଭାରତ ଏବଂ କୁଏତ ମୁହାଁମୁହିଁ ହେବେ । ବାଙ୍ଗଲୋରର ଶ୍ରୀ କାନ୍ତେରାଭା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ଫୁଟବଲ ଦଳ ଦ୍ୱିତୀୟ ଥର ପାଇଁ କୁଏତକୁ…

କୋଲ୍ଡଡ୍ରିଙ୍କସ୍ ପିଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର

କୋଲ୍ଡ ଡ୍ରିଙ୍କସ୍ ଏମିତି ଏକ ଜିନିଷ ସମସ୍ତେ ପିଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନେ ଏହାର ଚାହିଦା ବହୁତ ବଢ଼ିଥାଏ । ଯୁବକ ଠାରୁ ବୁଢ଼ା ପର୍ଯ୍ୟନ୍ତ ବଜାର କିମ୍ବା ଦୋକାନ ଗଲେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ…

ଆଇଏଏସ୍ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର, : ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି…

ଅଫିସ କି ଘରେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି କାମ କରୁଥିଲେ ହୋଇପାରେ ଏହି ରୋଗ

ଆଧୁନିକ ଜୀବନଶୈଳୀର ପ୍ରଭାବ ଯୋଗୁ ଶାରୀରିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାରି ଫଳସ୍ବରୂପ ଭବିଷ୍ୟତରେ ଜଣେ ସୁସ୍ଥ ମଣିଷ ବସି ବସି ଭିନ୍ନକ୍ଷମ ଆଡ଼କୁ ଗତି କରିପାରେ ବୋଲି ଗବେଷଣାରୁ…

Vedio: ଆମେରିକାର ଟେକ୍ସସରରେ ଏକାଠି ଗୀତା ପାଠ କଲେ ୧୦ ହଜାର ଲୋକେ

ନୂଆଦିଲ୍ଲୀ: ଶୁଭ ଗୁରୁ ପୂର୍ଣ୍ଣିମା ଅବସରରେ ଆମେରିକାର ଟେକ୍ସସରର ଆଲେନ୍ ଇଷ୍ଟ ସେଣ୍ଟରରେ ଏକାଠି ଗୀତା ପାଠ କରିଛନ୍ତି ୧୦ ହଜାର ଲୋକେ। ଏକ ଉଲ୍ଲେଖନୀୟ ଘଟଣାରେ ଦଶ ହଜାର ବ୍ୟକ୍ତିବିଶେଷଙ୍କ ଏକ ସମାବେଶ ଏକତ୍ରିତ ହୋଇ…

ଦେଶରେ ଟମାଟୋ ଦାମ୍‌କୁ ନେଇ ଚର୍ଚ୍ଚା ମଧ୍ୟରେ କିଲୋ ପିଛା ୪୦୦ ଛୁଇଁଲା କଞ୍ଚାଲଙ୍କା

ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋ ମୂଲ୍ୟ ବୃଦ୍ଧି ହେବାର କିଛି ଦିନ ପରେ ନିର୍ଦ୍ଦିଷ୍ଟ କିଛି ସହରରେ ଲଙ୍କା ଏବଂ ଅଦା ଦର ଭାରତର କିଛି ଅଞ୍ଚଳରେ କିଲୋଗ୍ରାମ ପିଛା ପ୍ରାୟ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ…

(Video) ରାସ୍ତାରେ ଚାଲୁଥିବା ବ୍ୟକ୍ତିର ମୁଣ୍ଡକୁ ମାରିଲା ସ୍କୁଟି ଚାଳକ, ଗୋଟିଏ ସେକେଣ୍ଡରେ ମିଳିଲା ‘କର୍ମର ଫଳ’

ନୂଆଦିଲ୍ଲୀ: ଦୁଷ୍କର୍ମକାରୀ ଯୁବକମାନେ ଅନ୍ୟମାନଙ୍କୁ ହଇରାଣ କରିବା ଏକ ସାଧାରଣ କଥା। କେତେକ ଲୋକ କେବଳ ମଜା ପାଇଁ ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରନ୍ତି, କେତେକ ବିନା କାରଣରେ ଅସୁବିଧା ସୃଷ୍ଟି କରନ୍ତି।…

PUBG ଖେଳୁ ଖେଳୁ ପାକିସ୍ତାନୀ ମହିଳାଙ୍କୁ ହେଲା ପ୍ରେମ, ୪ଟି ଶିଶୁକୁ ଧରି ପ୍ରେମିକ ପାଖରେ ପହଁଚିଲେ ଭାରତ

ନୋଏଡା: ଗ୍ରେଟର ନୋଏଡାର ଗୌତମ ବୁଦ୍ଧ ନଗରରେ ବେଆଇନ ଭାବେ ରହୁଥିବା ଜଣେ ପାକିସ୍ତାନୀ ମହିଳା ଏବଂ ତାଙ୍କର ଚାରି ପିଲାଙ୍କୁ ସୋମବାର ଦିନ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ, ମହିଳା ଏବଂ ତାଙ୍କ ପିଲାମାନଙ୍କୁ…