Browsing Category
Featured
ଜେଲ ଭିତରେ ଭୟଙ୍କର ଦଙ୍ଗା: ୪୧ ଜଣ ମହିଳା କଏଦୀଙ୍କର ମୃତ୍ୟୁ, ବାରମ୍ବାର ଘଟୁଛି ଏପରି ଘଟଣା
ନୂଆଦିଲ୍ଲୀ: ଗୋଟିଏ ଜେଲ ଭିତରେ ଏକସଙ୍ଗେ ୪୧ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଜେଲ ଭିତରେ ଦଙ୍ଗା ସୃଷ୍ଟି ହେବା ଫଳରେ ଅନେକ ମହିଳାଙ୍କୁ ହତ୍ୟା କରାଯାଇଥିବା ପଡ଼ିଛି । କିଛି ମହିଳା କଏଦୀଙ୍କର ନିଆଁରେ ପୋଡ଼ିହୋଇ ମୃତ୍ୟୁ…
ରାଜ୍ୟରେ ଆଜିଠାରୁ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା; ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୨୫ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ତେବେ ଆଜିଠାରୁ କେତେକ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ରବିବାର…
ଏବେ ସବୁ ବୋର୍ଡରେ ହେବ ସମାନ ପାଠପଢା: ସରକାର ଆଣିଲେ ବଡ ପରିବର୍ତ୍ତନ
ନୂଆଦିଲ୍ଲୀ: ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବିଭିନ୍ନ ଏଜୁକେସନ ବୋର୍ଡ କାର୍ଯ୍ୟ କରୁଛି । ଏଥିରେ କୋଟି କୋଟି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ଏଜୁକେସନ ବୋର୍ଡରୁ ପାସ କରିବା ପରେ ହିଁ ଛାତ୍ରଛାତ୍ରୀ…
ଏଣିକି ମହାନଗର ନିଗମର ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବେ ସିଟି ଶିକ୍ଷା ଅଧିକାରୀ: ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ମହାନଗର ନିଗମ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାକୁ…
Video : ମହିଳାକୁ ଟାଣି ନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଆରମ୍ଭ
ପଟ୍ଟାମୁଣ୍ଡାଇ : ରାଜନଗର ଥାନା ଅର୍ନ୍ତଗତ ଚାନ୍ଦିବାଉଁଶମୂଳ ଅଞ୍ଚଳର ହାତିଆଗଡି଼ ଠାରେ ଘଟିଯାଇଛି ଏକ ବିରାଟ ଅଘଟଣ । ଜଣେ ମହିଳା କେନାଲ କୂଳରେ ବସି ବାସନ ମାଜୁଥିବା ସମୟରେ କୁମ୍ଭୀରର ଶୀକାର ହୋଇଛନ୍ତି । ବାସନ…
ବିଜେଡି ନେତାଙ୍କ ମୃତ୍ୟୁ: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜୁ ଜନତା ଦଳ (ବିଜେଡି)ର ଜଣେ ନେତାଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମାରିଗାଁ ପଞ୍ଚାୟତର…
ଲଗାତର ବଢିି ଚାଲିଛି ସମୁଦ୍ରର ଜଳସ୍ତର, ଭୟ ଜାତ କରାଉଛି ନାସା ଜାରି କରିଥିବା ଭିଡିଓ
ନୂଆଦିଲ୍ଲୀ:ଗତ ୩୦ ବର୍ଷ ମଧ୍ୟରେ ସମୁଦ୍ରର ଜଳସ୍ତର ପ୍ରାୟ ୧୦ ସେଣ୍ଟିମିଟର ଅର୍ଥାତ୍ ୩.୫ ଇଞ୍ଚ ବୃଦ୍ଧି ପାଇଛି । ନାସା ଏହାର ଏକ ଆନିମେସନ୍ ଭିଡିଓ ପ୍ରସ୍ତୁତ କରିଛି । ଏହି ଭିଡିଓ ଦେଖିଲେ ସାମାନ୍ୟ ଲାଗୁଛି ସତ…
ରାସ୍ତାରୁ ସିଧା ଯାଇ ଇଲେକ୍ଟ୍ରିକ୍ ତାରରେ ଝୁଲିଲା ସ୍କୁଟି, ଏହି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି। ଲୋକମାନେ ଏପରି କିଛି ଭିଡିଓ ଦେଖିବା ପରେ ହସିଥାନ୍ତି ଏବଂ କିଛି ଲୋକ ଭାବପ୍ରବଣ ହୋଇପଡନ୍ତି। କିନ୍ତୁ ଅନେକ ଭିଡିଓ ଦେଖିବା ପରେ ଲୋକମାନେ ବହୁତ…
ରଥ ଉପରେ ନୀତି ବିଳମ୍ବ: ଭୋକରେ ମହାପ୍ରଭୁ
ପୁରୀ: ପୁରୀରେ ରଥ ଉପରେ ନୀତି ବିଳମ୍ବ ହୋଇଛି, ଫଳରେ ଉପବାସରେ ଅଛନ୍ତି ଶ୍ରୀଜିଉ । ଏଯାଏଁ ହୋଇନି ଶ୍ରୀଜିଉଙ୍କ ଗୋପାଳ ବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ବି ଏପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ନୀତି ହୋଇପାରିନାହିଁ ।…
ଝାରପଡା ସ୍ଥିତ ସ୍ୱସ୍ତିକ ଯୋଗ ଶିବିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଭୁବନେଶ୍ୱର: ଝାରପଡା ସ୍ଥିତ ସ୍ୱସ୍ତିକ ଯୋଗ ଶିବିର ରେ ବୁଧବାର ୯ ତମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ପ୍ରତାପ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଯୋଗ ଅଧିବେଶନରେ ଯୋଗ ଶିବିରର ସମସ୍ତ ସଦସ୍ୟ ବହୁ…