Browsing Category
Featured
ଆସିଫ ଅଲୀ ନେଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ, ଟିମରେ ମିଳୁନଥିଲା ସୁଯୋଗ
ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର ଖେଳାଳି ଆସିଫ ଅଲୀ ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ତାଙ୍କୁ ବହୁ ସମୟରୁ ଟିମରେ ସୁଯୋଗ ଦିଆଯାଉ ନଥିଲା। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ…
କୁଲଦୀପ ଯାଦବ ଏସିଆ କପ୍ ପୂର୍ବରୁ ଆରମ୍ଭ କରିଦେଲେ ନୂଆ ‘ବିଜନେସ୍’, ଷ୍ଟାର ଖେଳାଳିଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ପାଇଁ ଭାରତୀୟ ଦଳରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି। ସେ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ…
GST କଟିବା ପରେ କେତେ ଶସ୍ତାରେ ମିଳିବ OYO ରୁମ୍? ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ
ନୂଆଦିଲ୍ଲୀ: ହୋଟେଲରେ ରହୁଥିବା ଲୋକଙ୍କ ପାଇଁ ଏହା ଏକ ଆଶ୍ୱସ୍ତିର ଖବର। ବହୁତ ଦିନ ଧରି ଅଭିଯୋଗ ହୋଇଆସୁଛି ଯେ, ହୋଟେଲରେ ନନ୍-ଏସି ଏବଂ ଏସି ରୁମ୍ ବହୁତ ମହଙ୍ଗା କାରଣ ଏଥିରେ ଅଧିକ ଟିକସ ଲଗାଯାଉଛି।
ଏବେ କେନ୍ଦ୍ର…
୩ ସେପ୍ଟେମ୍ବର ଯାଏଁ ସ୍କୁଲ-କଲେଜ ସବୁ ଛୁଟି, ଶିକ୍ଷା ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପଞ୍ଜାବରେ ବନ୍ୟା ତାଣ୍ଡବ ଜାରି ରହିଛି। ଏଠାରେ ପ୍ରାୟ ୧୦ଟି ଜିଲ୍ଲାର ୧୦୧୮ ଗାଁ ବନ୍ୟା କବଳରେ ରହିଛି। ପ୍ରାୟ ୩ ଲକ୍ଷ ଏକର ଚାଷ ଜମି ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ପଞ୍ଜାବର ସମସ୍ତ…
ସୋମବାରରେ ବଢିଗଲା ସୁନା ଦର, ୧ ହଜାର ମହଙ୍ଗା ହେଲା ରୂପା, ଜାଣନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ଦିନ ସୁନାର ମୂଲ୍ୟ ୧,୦୦୦ ବଢି ୧୦ ଗ୍ରାମ ପିଛା ୧,୦୫,୬୭୦ ଟଙ୍କାରେ ପହଞ୍ଚିଛି। ସ୍ଥାନୀୟ ବଜାରରେ ୯୯.୫% ସୁଦ୍ଧତାର ସୁନା ସୋମବାର ଦିନ ୮୦୦ ଟଙ୍କା ବଢି ୧,୦୪,୮୦୦…
ଏହି ବ୍ୟାଙ୍କରେ ୨,୦୦,୦୦୦ ଜମା କଲେ ପାଇବେ ୩୦,୯୦୮ର ଫିକ୍ସ ସୁଧ, ଚେକ୍ କରନ୍ତୁ ସ୍କିମର ଡିଟେଲ୍ସ
ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏକ ସରକାରୀ ବ୍ୟାଙ୍କ। ଏହା ସଞ୍ଚୟ ଯୋଜନାଗୁଡ଼ିକ ଉପରେ ନିଜ ଗ୍ରାହକଙ୍କୁ ଶାନଦାର ରିଟର୍ଣ୍ଣ ଦେଉଛି। ତେବେ ଏହି ବ୍ୟାଙ୍କର ଏଫଡି ସ୍କିମରେ ୨ଲକ୍ଷ ଜମା କରି ଆପଣ ୩୦ ହଜାର ୯୦୮…
ହାଏରେ ବିଧାତା.. ଝିଅ ଜନ୍ମଦିନରେ କେକ୍ ଆଣିବାକୁ ଯାଇଥିଲା ବାପା, ମାଡ଼ିଗଲା ଟ୍ରକ୍, ମୃତ
ସୋର: ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଘଟୁଛି ଦୁର୍ଘଟଣା। କିନ୍ତୁ ବର୍ତ୍ତମାନ ଏପରି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଝିଅର ଜନ୍ମ ଦିନ ପାଇଁ କେକ୍ ଆଣିବାକୁ ଯାଇ,…
UPI ଟ୍ରାଞ୍ଜାକ୍ସନ ଭାଙ୍ଗିଲା ରେକର୍ଡ, ଅଗଷ୍ଟରେ ପ୍ରଥମ ଥର ପାଇଁ ଗୋଟିଏ ମାସରେ ଟପିଗଲା ୨୦ ବିଲିୟନ
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୨୦ ବିଲିଅନରୁ ଉର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଛି। ପ୍ରଥମ ଥର ପାଇଁ ଗୋଟିଏ ମାସରେ ୨୦ ବିଲିଅନ ଟପିଲା ଟ୍ରାଞ୍ଜାକ୍ସନ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ନେଇ କୃତଜ୍ଞତା ଜଣାଇଲା ଅର୍ଥ…
ରୋହିତ ଶର୍ମା ପାସ୍ କରିନେଲେ BCCIର ନୂଆ ‘Bronco Test’, ବୁମରା-ସିରାଜଙ୍କ ସମେତ ଏହି ୭ ଖେଳାଳି ବି ସଫଳ
ନୂଆଦିଲ୍ଲୀ: BCCI ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୟୋ-ୟୋ ଟେଷ୍ଟ ସହ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରିଛି। ବ୍ରୋଙ୍କୋ ଟେଷ୍ଟ Rugbyରୁ ଅଣାଯାଇଛି। ଏହାକୁ ଏକ କଷ୍ଟକର ଫିଟନେସ୍ ପରୀକ୍ଷା ବୋଲି କୁହାଯାଏ। 38…
‘ସାଙ୍ଗ’ ମୋଦୀଙ୍କୁ ୧୦ ମିନିଟ୍ ଅପେକ୍ଷା କଲେ ପୁଟିନ୍, ପରେ ଏକ ଘଣ୍ଟା କାର୍ରେ ଚାଲିଲା ସିକ୍ରେଟ୍ ମିଟିଂ
ନୂଆଦିଲ୍ଲୀ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ୍ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପରକୁ ଯେଉଁଭଳି ଭାବରେ ଭେଟିଛନ୍ତି, ତାହା ଟ୍ରମ୍ପ ଏବଂ ଶାହବାଜ…