Browsing Category
Featured
ସୁକମାରେ DRG ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର, ଦୁଇ ନକ୍ସଲ ନିହତ
ନୂଆଦିଲ୍ଲୀ: ସୋମବାର ସକାଳେ ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ DRG ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହେବାର ଖବର ମିଳିଛି । ଜିଲ୍ଲାର ଭେଜି ପୋଲିସ ଷ୍ଟେସନ ପରିସରର ଦନ୍ତେଶପୁରମ୍ ଅଞ୍ଚଳରେ ଏହି…
ଆପଣଙ୍କ ପିଲାଙ୍କୁ ଦିନକୁ କେତେ ଘଣ୍ଟା ଶୋଇବା ଆବଶ୍ୟକ ? ୩୯ ମିନିଟର କମ୍ ନିଦ ମଧ୍ୟ ସ୍ୱାସ୍ଥ୍ୟକୁ କରିପାରେ ନଷ୍ଟ; ଷ୍ଟଡିରୁ ବଡ଼ ଖୁଲାସା
ନୂଆଦିଲ୍ଲୀ: ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଶୋଇବା ଜରୁରୀ । ଡାକ୍ତରମାନଙ୍କର କହିବା ଅନୁସାରେ ଜଣେ ବ୍ୟକ୍ତି ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ । ଯେଉଁ ଲୋକମାନେ ପ୍ରତିଦିନ ୬ ଘଣ୍ଟାରୁ କମ୍ ଶୋଇଥାନ୍ତି ସେମାନଙ୍କ…
ପରେ ଜମି କିଣିଥିବା ଲୋକ ଅଧିଗ୍ରହଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ‘ଜମି ଅଧିଗ୍ରହଣକୁ ଚ୍ୟାଲେଞ୍ଜ କରିବାର ଅଧିକାର କେବଳ ମୂଳ ଜମି ମାଲିକର ରହିଛି' । ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପରବର୍ତ୍ତୀ…
ଆହୁରି କଲବଲ କରିବ ତାତି: ୪ ଦିନ ଭିତରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା
ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଓଡିଶାକୁ ଫେରିଛି ଅସହ୍ୟ ତାତି । ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଛି ତାପମାତ୍ରା । ରାଜ୍ୟର ୧୩ଟି…
୫ମ ପାସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ସରକାର ଯୋଗାଉଛନ୍ତି ଚାକିରୀ; ଅଣଦେଖା ନ କରି ତୁରନ୍ତ ଆବଶ୍ୟକୀୟ ଦସ୍ତାବିଜ ସହ ଏହି ଠିକଣାରେ ପହଞ୍ଚନ୍ତୁ
ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଡିଇ ) ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଦେଶର ୨୦୦ ରୁ ଅଧିକ ଜିଲ୍ଲାରେ ୨୦୨୩ ମସିହା ମେ ୮ ରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଆପ୍ରେଣ୍ଟିସିପ୍ ମେଳା (PMNAM)…
ଡଙ୍ଗା ବୁଡି ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା: ୨୧କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା
କେରଳ ଡଙ୍ଗା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ଏବେ ସୁଦ୍ଧା ୨୧ରେ ପହଞ୍ଚିଲାଣି । ଡଙ୍ଗାରେ ମୋଟ କେତେ ଜଣ ଯାତ୍ରୀ ଥଇଲେ ତାହା ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ତେବେ…
ସୋମବାର ଏମିତି କରନ୍ତୁ ଶିବ ଆରାଧନା, ପୂରଣ ହେବ ସମସ୍ତ ମନୋକାମନା
ସୋମବାର ହେଉଛି ଭଗବାନ ଶିବଶଙ୍କର ବାର । ଏହି ଦିନ ଭଗବାନ ଭୋଳାନାଥଙ୍କୁ କିଛି ସ୍ୱତନ୍ତ୍ର ଉପାୟରେ ପୂଜା କଲେ ଅନେକ ସମସ୍ୟା ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ । ତେବେ ଜୀବନରେ ଥିବା ସମସ୍ୟାର ସମାଧାନ ତଥା ବିଶେଷ…
କମିଲା କାଳବୈଶାଖୀ ପ୍ରଭାବ: ଟ୍ୱିନସିଟିରେ ପୁଣି କଲବଲ କଲା ତାତି
ଭୁବନେଶ୍ୱର/କଟକ : ତାତିରୁ ଆଶ୍ୱସ୍ତି ଆଣିଦେଇଥିଲା କାଳବୈଶାଖୀ ବର୍ଷା । ଗତ କିଛିଦିନ ହେବ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଲାଗିରହିବା ହେତୁ ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସହରବାସୀ ଆଶ୍ୱସ୍ତିଲାଭ କରିଥିଲେ ।…
ସୁନା ପିନ୍ଧନ୍ତୁ ଏହି ୪ ରାଶିର ଲୋକେ: ଚେଇଁଉଠିବ ଶୋଇପଡିଥିବା ଭାଗ୍ୟ, ହୋଇଯିବେ ମାଲାମାଲ
ଗ୍ରହ ଦୋଷ କାଟିବା ପାଇଁ ଅନେକ ଦେବୀ-ଦେବତାଙ୍କୁ ସୁନା ଦାନ କରାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼ିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ ।ବାସ୍ତୁ ଅନୁଯାୟୀ ଏହି…
ବସୁନ୍ଧରା ରାଜେ ବଞ୍ଚାଇଥିଲେ କଂଗ୍ରେସ ସରକାର: ଗେହଲୋଟ୍ ଦେଲେ ବଡ଼ ବୟାନ, ଟାର୍ଗେଟରେ ସଚିନ୍ ପାଇଲଟ୍
ନୂଆଦିଲ୍ଲୀ: ରାଜସ୍ଥାନରେ ଦିନକୁ ଦିନ ରାଜନୈତିକ ପାଗ ଗରମ ହେବାରେ ଲାଗିଛି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ଯୋଜନା ଅନୁସାରେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଆରମ୍ଭ…