Browsing Category
Featured
ନିର୍ବାଚନ ଡ୍ୟୁଟି କରୁଥିବା ବେଳେ ପ୍ରାଣ ହରାଇଲେ ଏସଡିଏମ: ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ
ନୂଆଦିଲ୍ଲୀ: ପୌର ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ୯ଟି ମଣ୍ଡଳର ୩୭ଟି ଜିଲ୍ଲାରେ ଆଜିଠୁ ଭୋଟଦାନ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନର ମତଦାନ ଜାରି ରହିଥିବା ବେଳେ ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି ।…
SCO meeting: ଭାରତରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀ, କହିଲେ-ଗଠନମୂଳକ ଆଲୋଚନା ପାଇଁ ପ୍ରସ୍ତୁତ
ଗୋଆ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଗୁରୁବାର ଆସି ଭାରତରେ ପହଞ୍ଚିଛନ୍ତି । ଗୋଆରେ ୪ ଏବଂ ୫ ମେରେ ହେବାକୁ ଥିବା ସାଂଘାଇ କର୍ପୋରେସନ୍ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାଗ…
ଜନ୍ମମାଟିରେ ପଡିଲା ରାଷ୍ଟ୍ରପତିଙ୍କ ପାଦ: ଦାୟିତ୍ୱ ନେବା ପରେ ପ୍ରଥମ ଥର ଗାଁକୁ ଆସିଲେ ଦ୍ରୌପଦୀ ମୁର୍ମୁ ।
ରାଇରଙ୍ଗପୁର: ରାଷ୍ଟ୍ରପତି ପରେ ଆଜି ପ୍ରଥମ ଥର ନିଜ ଜନ୍ମମାଟିରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ୩ ଦିନିଆ ମୟୁରଭଞ୍ଜ ଗସ୍ତରେ ଥିବା ବେଳେ ସେ ନିଜ ଗାଁରେ ପହଞ୍ଚିଛନ୍ତି ।…
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର
ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଫାଇବ୍ ଟି ସଚିବ ଭି.କେ. ପାଣ୍ଡିଆନ୍ ଗତ ମାର୍ଚ୍ଚ ମାସରେ ମୟୂରଭଞ୍ଜ…
ବିହାରରେ ଜାତିଗତ ଜନଗଣନା ଉପରେ ରୋକ ଲଗାଇଲେ ପାଟଣା ହାଇକୋର୍ଟ, ୩ ଜୁଲାଇରେ ପରବର୍ତ୍ତି ଶୁଣାଣି
ନୁଆଦିଲ୍ଲୀ: ବିହାରରେ ଜାତିଗତ ଜଣ ଗଣନା ଉପରେ ମଧ୍ୟବର୍ତ୍ତୀ କାଳୀନ ରୋକ ଲଗାଇଛନ୍ତି ପାଟଣା ହାଇକୋର୍ଟ । ଏହି ମାମଲାର ପରବର୍ତ୍ତି ଆଗାମୀ ଶୁଣାଣି ୩ ଜୁଲାଇରେ ହେବ। ଏହା ନୀତିଶ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି…
କେଦାରନାଥ ମନ୍ଦିରରୁ ମିଳିଲା ଡାକରା: ଯାତ୍ରା ଆରମ୍ଭ ପାଇଁ ଖୋଲିଲା ରାସ୍ତା
ନୂଆଦିଲ୍ଲୀ: ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ଖୋଲିଲା ପବିତ୍ର କେଦାରନାଥ ଧାମ । ଯାତାୟତ ପାଇଁ ରାସ୍ତା ଖୋଲିବା ପରେ ଏବେ ଆରମ୍ଭ ହୋଇଛି କେଦାରନାଥ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ପରିଶ୍ରମ ପରେ ରାସ୍ତା ଖୋଜି…
ଘରେ କିମ୍ବା ଅଫିସରେ ଏପରି ଚିତ୍ର କେବେ ବି ରଖନ୍ତୁ ନାହିଁ, ନହେଲେ ଭାଗ୍ୟରେ ଲାଗିଯିବ ଗ୍ରହଣ
ନୂଆଦିଲ୍ଲୀ : ଘରେ ହେଉ କିମ୍ବା ଅଫିସ, ସୁନ୍ଦର ପେଣ୍ଟିଂ ଲାଗାଇବାକୁ ଲୋକମାନେ ପସନ୍ଦ କରନ୍ତି । କିନ୍ତୁ କିଛି ପେଣ୍ଟିଂ ଥାଏ ଯାହା ନକାରାତ୍ମକ ଉର୍ଜା ସୃଷ୍ଟି କରେ ଏବଂ ଅନ୍ୟ କିଛି ଫଟୋ ଥାଏ ଯାହା ସକରାତ୍ମକ ଉର୍ଜା…
ଅତି ଭୀଷଣ ହୋଇପାରେ ବାତ୍ୟା:ଆସନ୍ତା ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା
ଭୁବନେଶ୍ୱର: ପୁଣିଥରେ ଓଡ଼ିଶାବାସୀଙ୍କୁ ଘାରିଛି ଅଣମୌସୁମୀ ବାତ୍ୟା ଭୟ। ଏହାରି ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଛି ବଡ ଖବର। ବଙ୍ଗୋପସାଗରରେ ବାତ୍ୟାକୁ ନେଇ ସମ୍ଭାବନା ବଢି ଚାଲିଥିବା ବେଳେ ଏହା ଅତି ଭୀଷଣ ରୂପ…
ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆହ୍ୱାନ: ଶୁଭାରମ୍ଭ କଲେ ନିଶାମୁକ୍ତ ଅଭିଯାନ
ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ସାତପଉଟିଆ ସ୍ଥିତ…
ସ୍କୁଲ ପିଲାମାନଙ୍କ ପାଠ୍ୟକ୍ରମରେ ସାମିଲ ହେଲା ଧନ୍ଦାମୂଳକ ପାଠ: ଆଲେକ୍ସା, ଡ୍ରାଇଭରଲେସ କାର୍ ଏବଂ ଏଆଇ ରୋବଟ୍ ପରି ଚାଟ୍ବବକ୍ସ ତିଆରି…
ନୂଆଦିଲ୍ଲୀ: ୬-୮ ଶ୍ରେଣୀ ପାଇଁ କୋଡିଂ ପରି ବୃତ୍ତିଗତ ପାଠ୍ୟକ୍ରମ ଆରମ୍ଭ କରିବା ପରେ, CBSE ବର୍ତ୍ତମାନ ଏହି ନୂତନ ବୟସ ପାଠ୍ୟକ୍ରମ ପ୍ରକାଶ କରିଛି। ୨୦୨୩-୨୪ ଶିକ୍ଷାବର୍ଷରୁ, ଏହି ପାଠ୍ୟକ୍ରମ ମଡ୍ୟୁଲ୍ ଏବଂ…