Browsing Category

Featured

ସାଧାରଣ ଜନତା, ଯବାନ ଓ…. ରାଷ୍ଟ୍ରପତି: ସମସ୍ତଙ୍କ ଗାଡ଼ିର ନମ୍ବର ପ୍ଲେଟ ଅଲଗା କାହିଁକି, ୭ଟି ରଙ୍ଗକୁ ନେଇ ଜାଣନ୍ତୁ ଭାରତୀୟ ନିୟମ

ନୂଆଦିଲ୍ଲୀ: ଆପଣମାନେ ରାସ୍ତାଘାଟରେ ଚାଲୁଥିବା ଗାଡ଼ିରେ କଳା, ହଳଦିଆ, ନୀଳ, ସବୁଜ ଆଦି ବିଭିନ୍ନ ରଙ୍ଗର ନମ୍ବର ପ୍ଲେଟ୍ ଦେଖିଥିବେ । ସାଧାରଣ ନାଗରିକ, ଯବାନଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ…

ସାବଧାନ! ରୁମରେ ମଶା ଧୂପ ଜାଳିବା ୧୦୦ ଟି ସିଗାରେଟ୍ ଟାଣିବା ସହ ସମାନ… ଫୁସଫୁସ କର୍କଟ ଠାରୁ ଅନେକ ରୋଗକୁ କରୁଛି ଆମନ୍ତ୍ରଣ

ନୂଆଦିଲ୍ଲୀ: ଗ୍ରୀଷ୍ମର ଆଗମନ ସହିତ, ମଶାଙ୍କ ଋତୁ ମଧ୍ୟ ବଢ଼ିବାରେ ଲାଗିଛି । ଏହା ଡେଙ୍ଗୁ ଏବଂ ମ୍ୟାଲେରିଆର ଆଶଙ୍କା ବଢ଼ାଇଥାଏ । ବେଳେବେଳେ ମଶାର ଭୟ ଏତେ ବଢିଯାଏ ଯେ ଆମେ ରାତିରେ ମଧ୍ୟ ଶୋଇପାରିବେ ନାହିଁ ।…

ଆଶ୍ଚର୍ଯ୍ୟଜନକ ଘଟଣା: ଡ୍ରଗସ୍ ଓଭରଡୋଜ୍ କାରଣରୁ ୧୬ ମାସର ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡ୍ରଗସ ମଣିଷ ପାଇଁ ଏକ ଭୟଙ୍କର ବିମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଡ୍ରଗସ ଓ ଆଲକହଲ କାରଣରୁ ଗତ ୨୦୨୧ରେ ଭାରତରେ ୧୦ ହଜାର ଲୋକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି ।…

ଆହୁରି ଶସ୍ତା ହେବ ଖାଇବା ତେଲ ! MRP କମାଇବାକୁ କହିଲେ ସରକାର

ନୂଆଦିଲ୍ଲୀ : ରୋଷେଇ ଘରର ମହଙ୍ଗା ମାଡ଼ରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଖାଇବା ତେଲ ଆହୁରି ଶସ୍ତା ହେବ। ଆନ୍ତର୍ଜାତିକ ବଜାରରେ ଦାମ୍ କମୁଥିବାରୁ ଦେଶରେ ଭିତରେ ବିକ୍ରି ହେଉଥିବା ତେଲର MRP କମ୍ କରିବା ଲାଗି ସରକାର…

EV ବ୍ୟାଟେରୀ ଚାର୍ଜର ବିକ୍ରି ନେଇ ବଡ଼ ଠକେଇ: ୧ ଲକ୍ଷ ଗ୍ରାହକଙ୍କୁ ୧୩୦ କୋଟି ଟଙ୍କା ଫେରାଇବ କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ପେଟ୍ରୋଲ ଦାମ୍ ବଢ଼ିବାରେ ଲାଗିଥିବା ବେଳେ ଜନସାଧାରଣ ଏବେ ଇଲେକ୍ଟ୍ରି ଚାଳିତ ଯାନ (ଇଭି) ଆଡ଼କୁ ଅଧିକ ମାତ୍ରାରେ ଆକୃଷ୍ଟ ହେଉଛନ୍ତି । ଇଭି କିଣିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଲୋକଙ୍କୁ…

ବିନା କଥାବାର୍ତ୍ତାରୁ ମଧ୍ୟ ଜାଣିପାରିବେ ଆପଣ ସାମ୍ନା ଲୋକଙ୍କ ପ୍ରକୃତି, ବାସ ପଚାରି ନିଅନ୍ତୁ ବ୍ଲଡ଼ ଗ୍ରୁପ ମିଳିଯିବ ସବୁ ତଥ୍ୟ !

ନୂଆଦିଲ୍ଲୀ: ମଣିଷ ଶରୀରରେ ୪ ଟି ରକ୍ତ ଗୋଷ୍ଠୀ ଅଛି, ଯେଉଁଥିରେ A, B, AB ଏବଂ O ରକ୍ତ ଗୋଷ୍ଠୀ ଭାବେ ଜଣା । ଏହି ୪ ଟି ରକ୍ତ ଗୋଷ୍ଠୀ ମଧ୍ୟରୁ ନେଗେଟିଭ ଏବଂ ପଜିଟିବ ରକ୍ତ ଗୋଷ୍ଠୀ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ…

ରଜରେ ନନ୍ଦନକାନନରେ ଚାଲିବ ରୋପୱେ: ମଜା ଉଠାଇବେ ପର୍ଯ୍ୟଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନରେ ପର୍ଯ୍ୟଟକମାନେ ଖୁବଶୀଘ୍ର ରୋପୱେର ମଜା ଉଠାଇ ପାରିବେ । ଏହି ଅବସରେରେ…

ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା !

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କିଷ୍ଟୱାର ଜିଲ୍ଲାର ମାରୱା ତହସିଲର ମାଖନା ଗ୍ରାମ ନିକଟରେ ଏକ ସେନା ଚପର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂତ୍ରରୁ…

ସ୍ମରଣ ଶକ୍ତି କମି କମି ଯାଉଛି କି ? ଆପଣାନ୍ତୁ ଏହି ୮ଟି ଉପାୟ, ଭୁଲିବେନି କିଛି କଥା

ବୟସ ବଢିବା ସଂଗେ ସଂଗେ ସ୍ମରଣ ଶକ୍ତି କମିଯାଏ । ହେଲେ କିଛି ଲୋକଙ୍କ ସ୍ମରଣ ଶକ୍ତି ଅଳ୍ପ ବୟସରେ ମଧ୍ୟ କମି ଯିବାର ଦେଖାଯାଏ । ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଜବୁତ ସ୍ମରଣ ଶକ୍ତି ରହିବ ଜରୁରୀ ।ଦୈନନ୍ଦିନ ଜୀବନରେ…

ଦୀପାଳିଙ୍କ ପାଇଁ ଭୋଟ ମାଗିବେ ସୁପ୍ରିମୋ, ଆଗାମୀ ୭ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ !

ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ବିୟୋଗ ପରେ ଆସନ୍ତା ମେ୧୦ ତାରିଖରେ ଝାରସୁଗୁଡାରେ ଅନୁଷ୍ଠିତ ହେବାକୁ ଯାଉଛି ଉପନିର୍ବାଚନ । ଏହା ପାଇଁ ଏବେ ଠାରୁ ତିନି ଦଳ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ଷ୍ଟାର…