Browsing Category

Featured

(Video) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲଜ୍ଜା: ଭାଇରାଲ ହେଲା ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀ ଓ ଗୁରୁଙ୍କ ସମ୍ପର୍କକୁ ସବୁଠାରୁ ପବିତ୍ର କୁହାଯାଉଥିବା ବେଳେ ଆଜିକାଲି କିଛି ଅଭଦ୍ର ବ୍ୟକ୍ତିଙ୍କ ପାଇଁ ଏହି ସମ୍ପର୍କ ଖରାପ ହେବାରେ ଲାଗିଛି । ସେହିଭଳି ଏକ ଘଟଣା ସଙ୍ଗୀନ…

ସ୍ୱାଇନ୍ ଫ୍ଲୁରେ ୧୦୪ ଘୁଷୁରି ମୃତ୍ୟୁ: ପ୍ରଶାସନ ନେଲା ବଡ ପଦକ୍ଷେପ

ଉତ୍ତରପ୍ରଦେଶ: ଲକ୍ଷ୍ନୌର ଜିଲ୍ଲାପାଳ ବର୍ତ୍ତମାନ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଘୁଷୁରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ସହରରେ ୧୦୦ ରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ ପରେ ଏପରି…

ହୋଟେଲ ‘ନିମନ୍ତ୍ରଣ’ରେ ବଡ଼ ଧରଣର ଘୋଟାଲା: ବନ୍ଧାହେଲେ OTDC ମ୍ୟାନେଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋଟେଲ ‘ନିମନ୍ତ୍ରଣ’ରେ ହୋଇଛି ବଡ଼ ଧରଣର ଘୋଟାଲା । ୧୭ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଥିବା ବେଳେ ଏଥିରେ ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତିଙ୍କୁ ଗିରଫ କରାଯାଇଛି । ଠିକା…

ଅନ୍ତଃସତ୍ତ୍ବା ମା’ ଉପରେ ମାଡ଼ିଗଲା ଟ୍ରକ, ଗର୍ଭରୁ ବାହାରି ୫ ଫୁଟ ଦୂରରେ ପଡ଼ିଲା ଜୀବନ୍ତ ଶିଶୁ

ଫିରୋଜାବାଦ: ୯ ମାସ ଗର୍ଭବତୀ ସ୍ତ୍ରୀ ଉପରେ ମାଡ଼ିଗଲା ଟ୍ରକ। ପେଟ ଭିତରୁ ବାହାରିଗଲା ଜୀବନ୍ତ ଶିଶୁ। ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଫିରୋଜାବାଦ ନରଖୀ ଥାନା ଅଞ୍ଚଳରେ। ମୃତ ମହିଳାଙ୍କ ସ୍ୱାମୀ…

କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି? କାଉଣ୍ଟ ଡାଉନ୍ ଆରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୮ ଜୁଲାଇରେ ଭୋଟିଂ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି । ଦେଶର ପଞ୍ଚଦଶ ରାଷ୍ଟ୍ରପତି କିଏ ହେବେ, ତାହା ଜାଣିବାକୁ ଚାହିଁବସିଛନ୍ତି ଜନତା । ଏହାରି ମଧ୍ୟରେ କାଉଣ୍ଟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଫିଲ୍ମ ଅଭିନେତା ଆର. ମାଧବନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କ୍ଲାସିକ ଅଭିନେତା ଆର ମାଧବନ । ନବୀନ ନିବାସରେ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମାଧବନ । ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସମୟରେ…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଆଜି ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲାଯାଇଛି ବୋଲି ଜଣାପଡିଛି । ପୂର୍ବରୁ ୫ଟି…

ବିଦେଶରୁ ଭାରତକୁ ମିଳିଛି ସବୁଠାରୁ ଅଧିକ ମନିଅର୍ଡର: ଡବ୍ଲୁଏଚଓ ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ବ୍ୟାଙ୍କିଂର ଯୁଗ ହୋଇଥିବା ବେଳେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରଯାଉଛି । କିନ୍ତୁ ଏଭଳି ସମୟରେ ବି ଭାରତରେ ମନି ଅର୍ଡର ଦ୍ୱାରା ଟଙ୍କା ପଠାଇବାର ଯୁଗ ଜାରି ରହିଛି…

ଭାରତରେ ଅନୁଷ୍ଠିତ ହୋଇପାରେ ଏସିଆ କପ୍, ନିଜ ମାଟିରେ ପାକିସ୍ତାନ ସହିତ ମୁକାବିଲା କରିବ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଏସିଆ କପ୍ ଆୟୋଜନ କରିବାର ଅଧିକାର ଶ୍ରଲଙ୍କାରେ ପାଖରେ ରହିଛି। କିନ୍ତୁ ଗମ୍ଭିର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କାରଣରୁ ଟୂର୍ଣ୍ଣାମେଣ୍ଟକୁ ଆୟୋଜନ କରିପାରିବ ନାହିଁ।…

ଉଚ୍ଚ ରକ୍ତଚାପକୁ ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଛି । ଏପରି ପରିସ୍ଥିତିରେ ଆପଣ ଯଦି ଉଚ୍ଚ ରକ୍ତଚାପ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଆପଣ କିଛି ଘରୋଇ ଉପଚାର ଆପଣେଇ ପାରିବେ । ତେବେ କଣ ସେହି…