Browsing Category
Featured
ଆଜିଠୁ ମହଙ୍ଗା ହେଲା ମୁଢ଼ି, ଖଇ, ଚୂଡ଼ା: ଲାଗିଲା ୫% GST
ନୂଆଦିଲ୍ଲୀ: ଦେଶରେ ଆଜିଠାରୁ କିଛି ସାମଗ୍ରୀ ଉପରେ ଲାଗୁହେବ ଜିଏସଟି । ଏଣିକି ଲୋକମାନଙ୍କୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷ ପାଇଁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ମୁଢ଼ି ଓ ଖଇ କିଣିଲେ ବି ଆପଣ ୫…
ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସନ ହେବ ବର୍ଷ ପ୍ରଥମ ବନ୍ୟାଜଳ
ସମ୍ବଲପୁର, (ଭାସ୍କର ନ୍ୟୁଜ୍) : ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ଣ ୧୧ଟାରେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ସପ୍ତମ ଗେଟ୍ ଖୋଲାଯିବ ପରବର୍ତ୍ତୀ ସମୟରେ ୫ଟି ଗେଟ୍ ଖୋଲାଯିବ…
ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ୨୪ଟି ବିଲ୍ ଆଣିବେ କେନ୍ଦ୍ର ସରକାର, ୧୨ ଅଗଷ୍ଟ ଯାଏଁ ଚାଲିବ ଅଧିବେଶନ
ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲୁ ରହିବ । ଚଳିତ ଅଧିବେଶନରେ ୨୪ଟି ବିଲ୍ ଆଣିବେ କେନ୍ଦ୍ର ସରକାର । ଅଧିବେଶନ ସମୟରେ କ୍ୟାଣ୍ଟନମେଣ୍ଟ…
ରାଷ୍ଟ୍ରପତି ନିର୍ବାଚନ: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସବୁ ବିଧାନସଭା, ସଂସଦରେ ହେବ ମତଦାନ, ୨୧ରେ ଗଣତି ଓ ଫଳ ଘୋଷଣା
ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂସଦ ସମେତ ସବୁ ବିଧାନସଭାରେ ଏଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଦେବ ଦେବ ମହାଦେବଙ୍କ ପୂଜାବିଧି ଓ ମହିମା ସମ୍ପର୍କରେ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷର ପଞ୍ଚମ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଶ୍ରାବଣ ମାସ ପ୍ରତ୍ୟେକ ସୋମବାରର ବିଶେଷ ମହତ୍ତ୍ୱ ରହିଥାଏ । ପୁରାଣ ଅନୁସାରେ,…
ଋଷଭ ପନ୍ତଙ୍କ ବିଜୟୀ ଶତକ, ବିଶ୍ୱ ଚାମ୍ପିୟନ ଇଂଲଣ୍ଡଙ୍କୁ ପରାସ୍ତ କଲା ଭାରତ, ୨-୧ ରେ ସିରିଜ୍ କବ୍ଜା
ନୂଆଦିଲ୍ଲୀ: ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ଧୂଳି ଚଟାଇଲା ଭାରତ । ଦିନିକିଆ ସିରିଜ୍ ଉପରେ ବି କଲା କବ୍ଜା । ଟେଷ୍ଟ ସିରିଜ୍ ଡ୍ର କରିବା ପରେ ଦମଦାର କମ୍ବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ମାଟିରେ ହିଁ ଇଂଲଣ୍ଡକୁ…
ଏହି ୫ ରାଶିର ବ୍ୟକ୍ତି ନିଶ୍ଚୟ ହୋଇଥାନ୍ତି ଧନବାନ୍, ମା’ ଲକ୍ଷ୍ମୀଙ୍କର ମଧ୍ୟ ରହିଥାଏ କୃପା
କିଛି ଲୋକଙ୍କ ଜୀବନରେ ବହୁତ କଷ୍ଟ ଆସିଥାଏ, ଖାସ୍ କରି ଗରିବ ପରିବାରରେ ଜନ୍ମ ହୋଇଥିଲେ, କିନ୍ତୁ ଦିନେ ଏପରି ସମୟ ଆସିଥାଏ ଯେତେବେଳେ ସେ ମଧ୍ୟ ଧନୀ ହୋଇଥାନ୍ତି ।ସେମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାରେ…
ଭୟଙ୍କର ତଥ୍ୟ: ଗାଧୋଇବା ବେଳେ ନାକରେ ପଶି ମସ୍ତିଷ୍କକୁ ଖାଇ ଯାଉଛି ଅମୀବା, ଏକ ସପ୍ତାହ ମଧ୍ୟରେ ମଣିଷର ମୃତ୍ୟୁ ସୁନିଶ୍ଚିତ
ନୂଆଦିଲ୍ଲୀ: ନିକଟରେ ଆମେରିକାରେ ଜଣେ ଯୁବକଙ୍କର ମୃତ୍ୟୁକୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଏକ ହ୍ରଦକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ଅମୀବା ସଂକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ…
ବ୍ୟକ୍ତିଙ୍କୁ ମିଳିଲା ଦୁର୍ଲଭ ମାଛ, ଗୋଟିଏ ଭୁଲ୍ ଯୋଗୁଁ ହରାଇଲେ ଲକ୍ଷାଧିକ
ସମୟ ଖରାପ ଥିଲେ ଆପଣ ନିଷ୍ପତ୍ତି ବି ଭୁଲ୍ ନେଇଥାନ୍ତି । ଏଭଳି ଜଣେ ବ୍ୟକ୍ତି ଏମିତି କରିଛନ୍ତି । ନିଜ ହାତକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ପାଇବାର ସୁଯୋଗ ହରାଇଛନ୍ତି । ପ୍ରକୃତରେ ମାଛ ଧରୁଥିବା ସମୟରେ ଜଣେ ବ୍ୟକ୍ତି…
ଜୀନ୍ସ ପିନ୍ଧିବାକୁ ମନା କରିବାରୁ ଛୁରୀ ଭୁସିଦେଲା ସ୍ତ୍ରୀ, ଚାଲିଗଲା ସ୍ୱାମୀର ଜୀବନ
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସ୍ୱାଭାବିକ କଥା । କିନ୍ତୁ ବେଳେବେଳେ ଏହି ଝଗଡ଼ା ଉଗ୍ର ରୂପ ନେଇଯାଇଥାଏ । ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ…