Browsing Category
Featured
ଓଡ଼ିଶାରୁ ଆଜି ୮୭୨ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜି ଦୈନିକ ସଂକ୍ରମଣରେ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ରାଜ୍ୟରେ ମଦ ନେଇଛି ୫୦ଜୀବନ, ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ମରିଛନ୍ତି ୯ ଜଣ
ଭୁବନେଶ୍ୱର: ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ ଯାଇଛି ୫୦ ଜଣଙ୍କର ଜୀବନ। ଏନେଇ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ପାତ୍ର। ରାଜ୍ୟରେ ମଦ ପିଇବା ଦ୍ୱାରା କେତେଜଣଙ୍କ ଜୀବନ ଯାଇଛି ବୋଲି…
ଲଗାଣ ବର୍ଷା ଫଳରେ ଗଜପତି ଜିଲ୍ଲାରେ ଭୂସ୍ଖଳନ: ଧସିଲା ମାଟି ଅତଡ଼ା ଭାଙ୍ଗିଲା ଘର
ଗଜପତି: ଲଗାଣ ବର୍ଷା ଫଳରେ ଧସିଲା ମାଟି ଅତଡ଼ା। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇଥିବାର ଖବର ଆସିଛି। ଗୁମ୍ମା ବ୍ଲକ ଜାଙ୍ଗିଡ଼ିତୁଲ ଗାଁରେ ଆଜି ସକାଳୁ ଭୂସ୍ଖଳନ…
ପୁଣି ମଝି ଆକାଶରେ ଫସିଲା ଇଣ୍ଡିଗୋ: ଏହି କାରଣରୁ କରାଚିରେ ଓହ୍ଲାଇଲା ବିମାନ
ନୂଆଦିଲ୍ଲୀ: ଦେଶରେ ବାରମ୍ବାର ବିମାନ ସେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ପୁଣିଥରେ ମଝି ଆକାଶରେ ଏକବିମାନ ଫସିଥିବା ଘଟଣା ସାମନାକୁ ଆସିଛି । ପୁଣି ଥରେ ପାକିସ୍ତାନର କରାଚିରେ ଅଚାନକ ଅବତରଣ କରିଛି…
ଆଜିଠୁ ଏହି ରାଶି ବ୍ୟକ୍ତି ବିଶେଷଙ୍କର ବଦଳିବ ଭାଗ୍ୟ: ଅଜାଡି ହୋଇଯିବ ବୁଦ୍ଧଦେବଙ୍କ ଅପାର କୃପା
ଆଜି ରାଶି ପରିବର୍ତ୍ତନ କରିବେ ବୁଦ୍ଧଦେବ । ବୁଦ୍ଧି, ତର୍କ, ସମ୍ବାଦ ତଥା ଗଣିତ, ମିତ୍ରତା ଏବଂ ଚତୁରତାର ପ୍ରତୀକ ହେଉଛନ୍ତି କାରଣକାରୀ ଗ୍ରହ ବୋଲି ବୁଦ୍ଧ ଦେବଙ୍କୁ ଜଣାଯାଏ । ତେବେ ଜୁଲାଇ ୧୭ ତାରିଖରେ ଅର୍ଥାତ ଆଜି…
ରାଶିଫଳ(ରବିବାର,୧୭ ଜୁଲାଇ,୨୦୨୨)
ମେଷ - ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ,…
ଦେଶରେ ପୁଣି ଶସ୍ତା ହେବ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଆଜି କେଉଁ ସହରରେ କେତେ ରହିଛି ନୂତନ ମୂଲ୍ୟ
ଭୁବନେଶ୍ୱର: ସରକାରୀ ତୈଳ କମ୍ପାନୀଗୁଡିକ ରବିବାର ପାଇଁ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଶେଷ ଥର ପାଇଁ ମେ ୨୧ ରେ…
କୋହଲି ନିଜ ଭାଗ୍ୟ ନିର୍ଦ୍ଧାରଣ କରି ପାରିବେ: କପିଲ ଦେବ
ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଲ ଦେବ କହିଛନ୍ତି ଯେ ବିରାଟ କୋହଲି ଜଣେ ବଡ ଖେଳାଳି । କେଉଁ କାରଣରୁ ସେ ଗତ ତିନି ବର୍ଷ ଧରି ଲଗାତର ବିଫଳ ହୋଇ ଆସୁଛନ୍ତି। ତାହା ସେ ନିଜେ ଅନୁଭବ କରି ପାରୁ ଥିବେ…
ବିଚାରପତିଙ୍କ ଖାଲି ସ୍ଥାନ ପୂରଣ ନ ହେଲେ କେସ ପଡିରହିବ: CJI
ଜୟପୁର: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମନା ଦେଶରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଏବଂ ଅଦାଲତରେ ପଡ଼ିରହିଥିବା ମାମଲାର ବିଚାର ତ୍ୱରାନିତ କରିବା ପାଇଁ କହିଛନ୍ତି । ମୁଖ୍ୟ ବିଚାରପତି ରମନା ଜୟପୁରରେ ଆୟୋଜିତ…
ଗର୍ଭପାତ କରାଇପାରିବେ ବଳାତ୍କାର ପୀଡ଼ିତା: ହାଇକୋର୍ଟ
ନୂଆଦିଲ୍ଲୀ: ବଳାତ୍କାର ପୀଡ଼ିତା ନାବାଳିକା ଗର୍ଭପାତ କରାଇପାରିବେ ବୋଲି କେରଳ ହାଇକୋର୍ଟ। ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।୨୪ ସପ୍ତାହର ଗର୍ଭବତୀ ହୋଇଥିବା ଜଣେ ୧୫ ବର୍ଷୀୟା ବାଳିକା ଗର୍ଭପାତ କରାଇବାକୁ…