CHARIDHAM
Browsing Category

Featured

ମହାନଦୀର ବନ୍ୟାପାଣିରେ ନଜର ଆସିଲା ବିଶାଳ କୁମ୍ଭୀର: ଲୋକେ ଛାନିଆ

କଟକ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏସବୁ ଭିତରେ ହୀରାକୁଦର ଉପରମୁଣ୍ଡରେ ଓ ତଳମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦ ଡ୍ୟାମରୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ…

ସାରା ରାଜ୍ୟ ଜଳାର୍ଣ୍ଣବ: ବର୍ଷା ବଢିବା ସହ ଫୁଲୁଛି ନଦୀ, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ବାଲେଶ୍ୱରର ପୂର୍ବ ଓ ଉତ୍ତର-ପୂର୍ବର ୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦିଘାର ଦକ୍ଷିଣ- ପୂର୍ବରେ ୧୦…

ଭାଗ୍ୟଶାଳୀ ହେବେ ଏହି ୩ ରାଶିର ବ୍ୟକ୍ତି :ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଦିଗ ପରିବର୍ତ୍ତନ ବ୍ୟକ୍ତିମାନଙ୍କ ରାଶି ଉପରେ ପ୍ରଭାବ ପକାଇଥାଏ । ଯାହା ଫଳରେ ବ୍ୟକ୍ତିଙ୍କ ସମୟ ଭଲ କିମ୍ବା ଖରାପ ହୋଇଥାଏ । ତେବେ ଅଗଷ୍ଟ ମାସର ତୃତୀୟ ସପ୍ତାହରେ…

ଆୟକର ହାରରେ ହ୍ରାସ କରିପାରନ୍ତି ସରକାର, କର୍ପୋରେଟ୍ ଟିକସଦାତାଙ୍କ ପାଇଁ ଶୀଘ୍ର ନିଷ୍ପତ୍ତି

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଛାଡ କିମ୍ବା ରିହାତିମୁକ୍ତ ଟିକସ ବ୍ୟବସ୍ଥାର ସମୀକ୍ଷା କରିବାକୁ ଯୋଜନା କରୁଛି। ସୂତ୍ରରୁ ପ୍ରକାଶ ଯେ ନୂତନ ବ୍ୟବସ୍ଥାରେ ଟିକସ ହ୍ରାସ କରିବା ଦ୍ୱାରା ଏହା ଅଧିକ ଆକର୍ଷଣୀୟ ହେବ।…

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧ ହଜାର କୋଟି

ବଲାଙ୍ଗୀର, (ଓଡ଼ିଶା ଭାସ୍କର): ବଲାଙ୍ଗୀର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୭ କୋଟି ଟଙ୍କା ମଂଜୁର କରିଛନ୍ତି । ଏହାଦ୍ୱାରା ଜିଲ୍ଲାର…

ହର୍ ଘର୍ ତ୍ରିରଙ୍ଗା ଅଭିଯାନ: ସ୍ୱୟଂସହାୟିକା ଗୋଷ୍ଠୀ ବାଣ୍ଟିଲେ ଜାତୀୟ ପତାକା

କରଞ୍ଜିଆ (ଓଡ଼ିଶା ଭାସ୍କର): ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ରତାର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା…

ପଟେଲଙ୍କ ସ୍ଥାନରେ ଗାନ୍ଧି ନେହେରୁଙ୍କୁ କଣ ପାଇଁ ପ୍ରଧାନମନ୍ତ୍ରୀ ବାଛିଲେ ?

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବାର ଏକ ବର୍ଷ ପୂର୍ବରୁ ହିଁ ବ୍ରିଟିସ୍ ଭାରତୀୟଙ୍କ ହାତକୁ ଶାସନ ଭାର ଦେଇଦେଇଥିଲେ । ୧୯୪୬ ମସିହା ବେଳକୁ ଭାରତ ହାତକୁ ଆସିସାରିଥିଲା ଶାସନ ଭାର । ଆଉ ସେହି ସମୟରେ ଜିନ୍ନା ନୂଆ ଏକ ଦେଶ…

ପୁଣି ଶସ୍ତାରେ ସୁନା ବିକ୍ରି କରିବାକୁ ଯାଉଛନ୍ତି ମୋଦୀ ସରକାର, ଜାଣନ୍ତୁ କେବେ କିଣିବାର ସୁଯୋଗ ପାଇବେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍ ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରିଛି। ଏହି ଯୋଜନାର ଦ୍ୱିତୀୟ ସିରିଜ୍ ୨୨ ଅଗଷ୍ଟରୁ ଆରମ୍ଭ ହେବ ଏବଂ ୨୬ ଅଗଷ୍ଟରେ ଶେଷ ଦିନ…

ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୬ତମ ସ୍ୱାଧୀନତା ଦିବସ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ…

ରାଶି ପରିବର୍ତ୍ତନ କରିବେ ଗ୍ରହର ରାଜା ସୂର୍ଯ୍ୟନାରାୟଣ: ଏହି ରାଶିମାନଙ୍କର ଫିଟିବ ଭାଗ୍ୟ

ଆସନ୍ତା ୧୭ ତାରିଖରେ ନିଜ ଘର ଅର୍ଥାତ ସିଂହ ରାଶିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ନାରାୟଣ । ଘରକୁ ପ୍ରତ୍ୟାବର୍ତ୍ତନ କରିବା କ୍ଷଣି ଗ୍ରହ ଏବଂ ଗୃହ ଉଭୟ ମଜବୁତ ସ୍ଥିତିକୁ ପହଞ୍ଚିବେ ।…