Browsing Category
Featured
ଅନ୍ୟ ଯୁବକଙ୍କୁ ପ୍ରେମ କରିବାରୁ ଏମିତି ଦଣ୍ଡ: ସ୍ୱାମୀଙ୍କୁ କାନ୍ଧରେ ବୋହି ଗାଁ ସାରା ବୁଲିଲେ ମହିଳା, ଦେଖନ୍ତୁ Video
ନୂଆଦିଲ୍ଲୀ: ଆଜିକାଲି ପ୍ରେମକୁ ନେଇ ଅନେକ ଭୟଙ୍କର ଘଟଣା ସବୁ ଘଟୁଛି । ଅନେକ ସମୟରେ ପ୍ରେମୀଯୁଗଳଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛାଇ ନଥାନ୍ତି । ତେବେ ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ।…
ଅଭିଯୋଗ କରିବାକୁ ଆସିଥିବା ବୃଦ୍ଧଙ୍କୁ ତଳେ ବସାଇଦେଲେ ଅଧିକାରୀ ! ଡିଏମ କହିଲେ ଭିନ୍ନ କାହାଣୀ
ନୂଆଦିଲ୍ଲୀ: ବରିଷ୍ଠ ନାଗରିକ ତଥା ବୃଦ୍ଧ ଲୋକଙ୍କ ପାଇଁ ଅନେକ କାନୁନ୍ ରହିଛି । ବୃଦ୍ଧ ବ୍ୟକ୍ତିମାନଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସରକାରୀ ସ୍ତରରେ ଅନେକ ବ୍ୟବସ୍ଥା ମଧ୍ୟ ରହିଛି । ଅନେକ ସମୟରେ ସାଧାରଣ…
ବର୍ଷାଙ୍କୁ ଭଗବତ ଗୀତା ଉପହାର ଦେଲେ ଅନୁଭବ: କହିଲେ ଶ୍ଲୋକର ଅର୍ଥ ବୁଝି ପାରିବାରିକ କଳହ ତୁଟାଅ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ନୂଆ ଅପଡେଟ୍ । ତେବେ ଷ୍ଟାର ଦମ୍ପତିଙ୍କୁ ନେଇ ଏକାଧିକ ମାମଲା କୋର୍ଟରେ ଏବେ…
ମହାରାଷ୍ଟ୍ରରେ ସରକାର ଗଠନ କରିଦେଲ, କିନ୍ତୁ ଲୋକଙ୍କର ହୃଦୟ କେବେ ବି ଜିତି ପାରିବନି: ମମତା
ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ ସରକାର । ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କାରେ ୪ ମୃତ
ନୂଆପଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜଣକ ପ୍ରାଣ । ଜଣେ ଏବେବି ଗୁରୁତର । ସୋମବାର ନୂଆପଡ଼ା କୋମନା ବ୍ଲକ୍ କ୍ରିଷ୍ଣା ଛକ ନିକଟରେ ଗୋଟିଏ ବାଇକରେ ୫ ଜଣ ଯାଉଥିବା ସମୟରେ ଏକ ଟ୍ରକ୍ ଧକ୍ମା ଦେଇଥିଲା । ଫଳରେ…
ଟ୍ରାଫିକର କେଉଁ ନିୟମ ଭାଙ୍ଗିଲେ କେତେ ଭରିବେ ଜରିମାନା? ଲିଷ୍ଟ୍ ଦେଖି ହୁଅ ସାବଧାନ୍
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଘଟଣାକୁ କମ୍ କରିବା ପାଇଁ ଭାରତ ସରକାର ନିରନ୍ତର ଭାବେ ଚେଷ୍ଟା କରିଚାଲିଛନ୍ତି । ଦେଶରେ ଲାଗୁ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚଳିତବର୍ଷ…
ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡବିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର: ୮୪ଟି ଔଷଧର ଖୁଚୁରା ମୂଲ୍ୟ ସ୍ଥିର କଲା NPPA
ନୂଆଦିଲ୍ଲୀ: ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡପିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଦୋକାନୀମାନେ ଏହି ସମସ୍ତ ରୋଗର ଔଷଧ ଉପରେ ଅଧିକ ମୂଲ୍ୟ ନେଇ ପାରିବେ ନାହିଁ । ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ…
ଭାରତରେ ଲଞ୍ଚ ହେଲା ଶସ୍ତା ଇଲେକ୍ଟ୍ରିକ୍ ବାଇକ୍, ଥରେ ଚାର୍ଜ କଲେ ଯାଇପାରିବେ ୧୦୦ କିମି, ଜାଣନ୍ତୁ କେତେ ରହିଛି ଦାମ୍
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଇଲେକ୍ଟ୍ରିକ୍ ବାହନର ଚାହିଦା ବଢ଼ୁଥିବା ବେଳେ । ଏହାକୁ ଦୃଷ୍ଟିରେ ରଖି ଅନେକ ଇଲ୍ଟ୍ରେକିକ୍ ବାହନ ନିର୍ମାତା ନୂଆ ନୂଆ ଇଲେକ୍ଟ୍ରିକ୍ ଗାଡ଼ି ବଜାରରେ ଲଞ୍ଚ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ…
ଘରେ କାହାର ମୃତ୍ୟୁ ପରେ କାହିଁକି ଲଗାଯାଏନି ଚୁଲି? ଜାଣନ୍ତୁ ପୌରାଣିକ ଓ ବୈଜ୍ଞାନିକ କାରଣ
ଭୁବନେଶ୍ୱର: ସମସ୍ତ ଧର୍ମରେ ମୃତ୍ୟୁ ଓ ଏହା ପରର ଅନ୍ତିମ କ୍ରିୟାକୁ ନେଇ କିଛି ନିୟମ ଓ ପରମ୍ପରା ରହିଛି । ଗରୁଡ଼ ପୁରାଣରେ ଅନ୍ତିିମ ସଂସ୍କାର ଓ ଏହା ପରେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ କିଛି ନିୟମ ବିଷୟରେ…
ପ୍ରତି ଶିଶୁ ପିଛା ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ଟଙ୍କା, ବଜେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଶିଶୁଙ୍କର ଉନ୍ନତି ହିଁ ଭବିଷ୍ୟତରେ ଦେଶ ଗଠନରେ ସହାୟକ ହେବ । ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇ ପାରିବ ।…