Browsing Category

Featured

ପୋଲିସ ହାତରେ ବ୍ରାଉନ ସୁଗାରର କିଙ୍ଗ ପିନ: ଜବତ ହେଲା ବ୍ରାଉନ ସୁଗାର

ବାଲେଶ୍ୱର: ଏବେ ନିଶା କବଳରେ ଫସିଯାଉଛନ୍ତି ରାଜ୍ୟର ଅନେକ ଯୁବପୀଢୀ । ବିଶେଷ କରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏହି ନିଶା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ବ୍ରାଉନସୁଗାର ବେପାରୀଙ୍କ ଆତଙ୍କ ଦେଖିବାକୁ…

ଇତିହାସ ରଚିଲେ ଭାରତୀୟ ଦ୍ରୁତ ବୋଲର: ପ୍ରଥମ ଥର କଲେ ଏମିତି କାରନାମା

ନୂଆଦିଲ୍ଲୀ: ଜସପ୍ରୀତ ବୁମରାହଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଭାରତ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳୁଛି । ପଞ୍ଚମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫ଟି ୱିକେଟ ହରାଇ ୮୪ ରନ ସଂଗ୍ରହ କରିଥିଲା । ତେବେ…

ତାଜମହଲର ବନ୍ଦ କୋଠରୀରେ ନାହିଁ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା: ଆରଟିଆଇରେ ସୂଚନା ଦେଲା ପତ୍ନତତ୍ତ୍ୱ ବିଭାଗ

ନୂଆଦିଲ୍ଲୀ: ତାଜମହଲର ବନ୍ଦଥିବା କୋଠରୀରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନଥିବା ଭାରତୀୟ ପତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି। ଏଏସଆଇ ଏହା ମଧ୍ୟ କହିଛି ତାଜମହଲ କୌଣସି ମନ୍ଦିରର ଜମିରେ ନିର୍ମାଣ…

ଅମରାବତୀ ହତ୍ୟାକାଣ୍ଡରେ ଏନଆଇଏର ସୂଚନା: ଆତଙ୍କ ସୃଷ୍ଟି କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଉମେଶ କୋହ୍ଲଙ୍କ ହତ୍ୟା ଘଟଣାକୁ ଆତଙ୍କୀ ଆକ୍ରମଣ ବୋଲି କହିଛନ୍ତି ଏନଆଇଏ ବା ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି । ଦେଶବାସୀଙ୍କୁ ଆତଙ୍କିତ କରିବା ପାଇଁ ଆଇଏସଆଇଏସ ଷ୍ଟାଇଲରେ ମର୍ଡର କରାଯାଇଥିବା ଏନଆଇଏ ଗତ…

କାହିଁକି ଖାକି ବଦଳରେ ଧଳା ୟୁନିଫର୍ମ ପିନ୍ଧନ୍ତି କୋଲକାତା ପୋଲିସ? ଜାଣନ୍ତୁ କାରଣ….

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ଭାରତୀୟ ସୀମାରେ ଜଗି ରହିଛନ୍ତି ଭାରତର ବୀର ଯବାନ । ସେହିପରି ଦେଶ ଭିତରର ସୁରକ୍ଷା ପାଇଁ ପ୍ରତ୍ୟେକ ରାଜ୍ୟରେ ପୋଲିସଙ୍କୁ ଦାୟିତ୍ୱ ଦିଆଯାଇଛି । ଦେଶର ସମସ୍ତ ରାଜ୍ୟରେ ପୋଲିସ…

କାହିଁକି ମାଟି କୁଡୁଆରେ ରନ୍ଧାଯାଏ ମହାପ୍ରସାଦ ? ମହାପ୍ରଭୁଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନମୟ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଗଣଦେବତା। ସେ ମାନବବାଦ ଓ ପ୍ରକୃତିବାଦର ସମନ୍ବିତ ପ୍ରଭୁତି। ତେଣୁ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣଠାରୁ ଆରମ୍ଭ ଦୈନନ୍ଦିନ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ରୀତି ନୀତି…

ଆଦିବାସୀ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରିବା ପାଇଁ ଚେଷ୍ଟା: ମହିଳା ଗୁରୁତର

ନୂଆଦିଲ୍ଲୀ: ଜଣେ ଆଦିବାସୀ ମହିଳାଙ୍କୁ ଜୀବନ୍ତ ନିଆଁ ଲଗାଇବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ । ବେମୁରୀ ଥାନା ଅନ୍ତର୍ଗତ ଧନୋରିଆ ଗ୍ରାମରେ ଗତକାଲି କିଛି ଅସାମାଜିକ ବ୍ୟକ୍ତି…

ହିନ୍ଦୁ ଆଉ ଚୁପ ହୋଇ ବସିବ ନାହିଁ, ଉଦୟପୁର ଘଟଣାରେ ଚେତାବନୀ ଦେଲେ ଅଯୋଧ୍ୟା ମହନ୍ତ

ଅଯୋଧ୍ୟା: ହିନ୍ଦୁ ଆଉ ନିରବ ହୋଇ ବସିବ ନାହିଁ।  ହନୁମାନ ହେବାର ସମୟ ଆସି ଯାଇଛି। ରାଜସ୍ଥାନର ଉଦୟପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତପସ୍ଵୀ ଛାବନୀର ଉତ୍ତରାଧିକାରୀ ମହନ୍ତ ପରମହଂସ ଆଚାର୍ଯ୍ୟ। ସେ…

RIP ଉର୍ଫି ଜାଭେଦ: ଫାଶୀରେ ଝୁଲୁଥିବାର ଫଟୋ ସହ ଅଭିନେତ୍ରୀଙ୍କୁ ନେଇ ପୋଷ୍ଟ ଭାଇରାଲ

ମୁମ୍ବାଇ: ନିଜ ବୋଲ୍ଡ ଅନ୍ଦାଜ ଏବଂ ଆଉଟଫିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ । ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ । କିନ୍ତୁ ଏବେ ଉର୍ଫିଙ୍କ…

ଶ୍ରୀମନ୍ଦିର ପହଞ୍ଚି ଗର୍ଭଗୃହ ଯାଞ୍ଚ କରୁଛନ୍ତି ‘ଏଏସ୍‌ଆଇ’ର ବୈଷୟିକ ଟିମ୍‌

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲେ 'ଏଏସ୍‌ଆଇ'ର ବୈଷୟିକ ଟିମ୍‌। ଆଜି ପୁର୍ବାହ୍ନରେ ଏହି ଟିମ୍ ପହଞ୍ଚି ଶ୍ରୀମନ୍ଦିର ଗର୍ଭଗୃହ ସହ ଅନ୍ୟାନ୍ୟ ମୁଖ୍ୟ ଐତିହ୍ୟ କିର୍ତ୍ତିରାଜି…