Browsing Category
Featured
ବିଦେଶରେ ରହୁଥିବା ସମ୍ପର୍କୀୟ ଏଣିକି ବିନା ଅନୁମତିରେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ନୂଆ…
ନୂଆଦିଲ୍ଲୀ: ଯଦି ଆପଣଙ୍କର କେହି ସମ୍ପର୍କୀୟ ବିଦେଶରେ ରହୁଛନ୍ତି, ତେବେ ଏକ ଖୁସି ଖବର । ଏଣିକି ବିଦେଶରେ ରହୁଥିବା ବ୍ୟକ୍ତିମାନେ ସେମାନଙ୍କର ସମ୍ପର୍କୀୟଙ୍କ ପାଖକୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ ।…
ବାସୀ ରଥଯାତ୍ରା: ଏହି ଜାଗାରେ ଆଜି ଟଣା ହେଲା ରଥ, ଜାଣନ୍ତୁ କାହିଁକି?
କୋରାପୁଟ: ଜୁଲାଇ ୧ ଅର୍ଥାତ ଗତକାଲି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଛି । କିନ୍ତୁ ଏହାର ପର ଦିନ ମାନେ ଆଜି ଏକ ସ୍ଥାନରେ ବାସୀରେ ଟଣା ହେଲା ରଥ । ଏଠାରେ ପାଳନ ହୁଏ ବାସୀ ରଥଯାତ୍ରା । ସାରା ରାଜ୍ୟରେ…
ଯୌତୁକ ଆଣିଲେ ରହିବୁ, ନଚେତ: ଶାଶୁ ଘରେ ଏମିତି ଧମକ ପରେ ମୃତ୍ୟୁ, କ’ଣ ରହସ୍ୟ?
ଯାଜପୁର: ଯୌତୁକକୁ ନେଇ ପୁଣି ଆସିଲା ଧମକ ଏବଂ ପରେ ହତ୍ୟା ଅଭିଯୋଗ । ଯୌତୁକ ଆଣିବୁ ଯଦି ଘରେ ରହିବୁ ନଚେତ୍ ଘରୁ ବାହାର କରିଦେବି । ଏମିତି ଧମକ ଦେବା ସହ ଅନେକ ଶାରୀରିକ ଏବଂ ମାନିସିକ ନିର୍ଯାତନା ଦେଉଥିଲେ ଶାଶୁ ଗର…
କ୍ୟାନସରରେ ଚାଲିଗଲେ ୩୦ ବର୍ଷୀୟ ଯୁବ ଅଭିନେତା
ନୂଆଦିଲ୍ଲୀ: କ୍ୟାନସର ପାଇଁ ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବ ଅଭିନେତା । ଅସମିଆ ଅଭିନେତା କିଶୋର ଦାସ କ୍ୟାନସରରେ ପୀଡ଼ିତ ହୋଇ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ଏଥିସହିତ ସେ କୋଭିଡ-୧୯ରେ ମଧ୍ୟ ସଂକ୍ରମିତ…
ଅଧିକ ପରିମାଣରେ ମାଛ ଖାଇବା ଦ୍ୱାରା ଏକ ନୂଆ କ୍ୟାନସରର ଆଶଙ୍କା ବଢ଼ୁଛି, ରିସର୍ଚ୍ଚରୁ ନୂଆ ଖୁଲାସା
ନୂଆଦିଲ୍ଲୀ: ସାଧାରଣ ଭାବେ ଅଧିକ ମାଛ ଖାଇବା ଫଳରେ ଆମ ଶରୀରକୁ ଅନେକ ଫାଇଦା ମିଳିଥାଏ । ତେବେ ମାଛ ଖାଇବା ଫଳରେ ଏକପ୍ରକାର କ୍ୟାନସରର ଆଶଙ୍କା ରହିଥିବା ନିକଟରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଯେଉଁମାନେ ନନଭେଜ୍…
କୋବ୍ରା-ନେଉଳ ଭିତରେ ଲାଗିଲା ଭୟାନକ ଯୁଦ୍ଧ: ଦେଖନ୍ତୁ କିଏ ମାରିଲା ବାଜି?
ଓଡିଶା ଭାସ୍କର: ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଥି ମଧ୍ୟରୁ ପଶୁପକ୍ଷୀଙ୍କ ପ୍ରାୟ ଭିଡିଓ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟି ଯାଉଛି । ସେମାନଙ୍କ ନଟଖଟ ଅନ୍ଦାଜ ହେଉ…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ଜରିମାନା ଅର୍ଥର ୫୦ ପ୍ରତିଶତ ସଡ଼କ ସୁରକ୍ଷା ପାଣ୍ଠିକୁ ଦିଆଯିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ପକ୍ଷରୁ ସଡ଼କ ସୁରକ୍ଷା ପାଣ୍ଠିକୁ ବୃଦ୍ଧି କରାଯାଇଛି । ଏହି ପାଣ୍ଠି ପୂର୍ବରୁ ୨୦ ପ୍ରତିଶତ ରହିଥିବା ବେଳେ ଏବେ ୫୦ ପ୍ରତିଶତକୁ ବଢାଯାଇଛି । ଟ୍ରାଫିକ ନିୟମ ଖିଲାପକାରୀଙ୍କ…
ମୋବାଇଲ ଚାର୍ଜରେ ଲଗାଇ ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ବି ହୋଇପାରେ, ତେଣୁ ସର୍ବଦା ସତର୍କ ରହିବା ଉଚିତ । କିନ୍ତୁ ବେଳେବେଳେ ମଣିଷର ଅବହେଳା ଯୋଗୁଁ ସେ ଅଧିକାଂଶ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ । ଇଲେକ୍ଟ୍ରୋନିକ୍ସ ଜିନିଷ…
ବିଦ୍ୟୁତ ତାରରେ ଲାଗି ଛଟପଟ ହେଉଥିଲା ଗୋଟିଏ ଗାଈ, ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ଗୋଟିଏ ଜୀବନ, ଦେଖନ୍ତୁ Video
ନୂଆଦିଲ୍ଲୀ: ଆଜିକାଲି ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ଗୋଟିଏ ଗାଈକୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ସାହସୀ ଯୁବକ । ଏଥିପାଇଁ ସମସ୍ତେ ଉକ୍ତ ଯୁବକୀଙ୍କୁ ପ୍ରଶଂସା କରୁଛନ୍ତି । ଯୁବକଙ୍କ…
ମାର୍କେଟକୁ ଆସୁଛି ଗ୍ରୀନ ସିମେଣ୍ଟ: ଇକୋ ଫ୍ରେଣ୍ଡଲି ସହିତ ଜାଣନ୍ତୁ କ’ଣ ରହିଛି ଫିଚର
ଓଡିଶା ଭାସ୍କର: ଭାରତର ଅନେକ ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି । ଯାହା ଫଳରେ ପର୍ଯ୍ୟାବରଣରେ ମଧ୍ୟ ନାନା ପ୍ରକାରର କ୍ଷତି ପରିଲକ୍ଷିତ ହେଉଛି । ତେବେ କିଛି ଲୋକ ବିଶେଷ କରି ଦେଶର ବୈଜ୍ଞାନିକମାନେ ପର୍ଯ୍ୟାବରଣକୁ…