Browsing Category
Featured
ଲ୍ୟାଣ୍ଡ ସ୍ଲାଇଡିଙ୍ଗ ପରେ ଏବେ ବି ୪୦ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି
ମଣିପୁର: ମଣିପୁରରେ ଚିନ୍ତା ବଢାଉଛି ଭୂସ୍କଳନ ଜନିତ ନିଖୋଜ ସଂଖ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ନିଖୋଜ ନେଇ ସୂଚନା ମିଳିଛି । ତେବେ ମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ…
ଲୋକପ୍ରିୟ ଗାୟକ ଆର କେଲିଙ୍କୁ ୩୦ ବର୍ଷ ଜେଲ ଦଣ୍ଡ, ରହିଥିଲା ଯୌନ ଶୋଷଣ ଅଭିଯୋଗ
ନୂଆଦିଲ୍ଲୀ: ହଲିଉଡର ଲୋକପ୍ରିୟ ଗାୟକ ଆର କେଲିଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଜଣାଶୁଣା ହଲିଉଡ ସିଙ୍ଗର ଆର କେଲିଙ୍କୁ ମହିଳା, ଯୁବତୀ ଓ ଯୁବକଙ୍କ ଯୌନ ଶୋଷଣ କରିବା ଅଭିଯୋଗରେ ୩୦ ବର୍ଷ ଜେଲ…
ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ଦେବେନ୍ଦ୍ର ଫଡଣବିସଙ୍କ ବଡ ଘୋଷଣା
ମୁମ୍ବାଇ: କିଛି ସମୟ ଆଗକୁ ଖବର ଆସିଥିଲା ଯେ ମହାରାଷ୍ଟ୍ରରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡଣବିସ। ତେବେ ବାସ୍ତବରେ ମହାରାଷ୍ଟ୍ରରେ କିଏ ସମ୍ଭାଳିବ ଗାଦି। ଏହାର ଆନୁଷ୍ଠାନିକ…
କହ୍ନେୟାଲାଲଙ୍କ ସହିତ ଛିଡା ହେଲା ପୂରା ଦେଶ, ପରିବାର ପାଇଁ ୨୪ ଘଣ୍ଟାରେ ସଂଗ୍ରହ ହେଲା ୧.୩୭ କୋଟି ଚାନ୍ଦା
ଉଦୟପୁର: ଆତଙ୍କୀ ସଂଗଠନ ସହିତ ଜଡିତ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଦୁର୍ବୃତ୍ତଙ୍କ ଦ୍ଵାରା ହତ୍ୟାର ଶିକାର କହ୍ନେୟାଲାଲଙ୍କ ପ୍ରତି ସମଗ୍ର ଦେଶରୁ ସହାନୁଭୂତିର ସୂଅ ଛୁଟିବାରେ ଲାଗିଛି। ଟେଲର ଦୋକାନା ଦେଇଥିବା କହ୍ନେୟା…
ପ୍ରତି ପରିବାରର ଜଣେ ବ୍ୟକ୍ତିଙ୍କୁ ମିଳିବ ରୋଜଗାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । ୧.୯୦ ଲକ୍ଷ କାରିଗର ଏବଂ ଛୋଟ ଉଦ୍ୟୋଗୀଙ୍କୁ ୧୬ ହଜାର କୋଟି ଲୋନ ଦେବା ସହ ଆଦିତ୍ୟନାଥ କହିଛନ୍ତି ଯେ ଆମେ ଖୁବଶୀଘ୍ର…
ରୋହିତଙ୍କ ସ୍ଥାନରେ କିଏ କରିବ ଓପନିଙ୍ଗ: ଜାଣନ୍ତୁ କାହାକୁ ବାଛିଲେ କୋଚ ରହୁଲ ଦ୍ରାବିଡ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ଶେଷ ତଥା ପଞ୍ଚମ ଟି-୨୦ । ତେବେ ଏହି ମ୍ୟାଚ ପୂର୍ବରୁ କରୋନା ସଂକ୍ରମିତ ରୋହିତ ଶର୍ମାଙ୍କ ଖେଳିବାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଯଦି ରୋହିତ ଫିଟ…
ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଦେବେନ୍ଦ୍ର ଫଡଣବିସ, ତୃତୀୟ ଥର ସମ୍ଭାଳିବେ ମହାରାଷ୍ଟ୍ର ଗାଦି
ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡଣବିସ୍ ଆଜି ସନ୍ଧ୍ୟା ୭ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ତାଙ୍କ ସହିତ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି। ପୂର୍ବରୁ ଚର୍ଚ୍ଚା…
ବିଲୀନ ହେବାକୁ ଯାଉଛି ରାଇବଣିଆ ଦୁର୍ଗ: ଜାଣନ୍ତୁ ଏହାର ଐତିହ
ଓଡ଼ିଶା ଭାସ୍କର: ଐତିହାସିକ ଘଟଣାର ମୁକସାକ୍ଷୀ ହେଉଛି ପୁରାତନ ରାଇବଣିଆ ଦୁର୍ଗ । ପୂର୍ବ ଭାରତର ଶେଷ ସ୍ୱାଧୀନ ଦୁର୍ଗ ମଧ୍ୟରୁ ରାଇବଣିଆ ଦୁର୍ଗ ଅନ୍ୟତମ । ବାହ୍ୟ ଶତ୍ରୁମାନଙ୍କ କବଳରୁ ଓଡ଼ିଶାବାସୀଙ୍କୁ ରକ୍ଷା କରୁଥିଲା…
ମଙ୍ଗଳ ଗ୍ରହରେ ଦେଖାଗଲା ନୀଳ ଧୂଆଁ ସାଙ୍ଗକୁ ବିଚିତ୍ର ପଲିଗନ: ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ମଙ୍ଗଳ ଗ୍ରହରୁ ଆସିଥିବା ଏକ ଚିତ୍ରକୁ ଦେଖି ବ÷ଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆସିଥିବା ଏହି ଚିତ୍ରରେ ମଙ୍ଗଳ ଗ୍ରହର ମାଟିରେ କ୍ରାକ୍ସ ଥିବା ଦେଖା ଯାଇଛି । କ୍ରାକ୍ସ ସାଙ୍ଗକୁ…
ଆଜି ଠାରୁ ଆରମ୍ଭ ହେଉଛି ଗୁପ୍ତ ନବରାତ୍ରୀ: କରନ୍ତୁ ଆପଣାନ୍ତୁ କ୍ୟାରିୟରରେ ମିଳିବ ସଫଳତା
ଓଡ଼ିଶା ଭାସ୍କର: ଆଜିଠାରୁ ଆରମ୍ଭ ହେଉଛି ଗୁପ୍ତ ନବରାତ୍ରୀ । ଆଷାଢ ମାସର ନବରାତ୍ରୀକୁ ଗୁପ୍ତ ନବରାତ୍ରୀ କୁହାଯାଏ । ଏହି ମାସର ଶୁକ୍ଳ ପକ୍ଷର ପ୍ରତିପଦରେ ନବରାତ୍ରୀ ଆରମ୍ଭ ହୋଇଥାଏ । ଆସନ୍ତା ୯ ଜୁଲାଇ ପର୍ଯ୍ୟନ୍ତ ଏହି…