Browsing Category
Featured
ରଥଯାତ୍ରା ପାଇଁ OTDC ଲଞ୍ଚ କଲା ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍: ଭୁବନେଶ୍ୱର, ସମ୍ବଲପୁର ଓ ପୁରୀ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଘୋଷଯାତ୍ରା । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି ।…
ଜିଲ୍ଲାପାଳ କଲେ ତାଗିଦ୍, ପିଲାମାନେ କରିପାରିବେନି ଷ୍ଟାଇଲିସ୍ ହେୟାରକଟ୍
ଅନେକ ସମୟରେ ଭିନ୍ନ-ଭିନ୍ନ ପ୍ରକାର ଷ୍ଟାଇଲରେ ଚୁଟି କାଟିବା ପିଲାଙ୍କୁ ବେଶ୍ ପସନ୍ଦ ଆସିଥାଏ । ତେବେ ଅବଶ୍ୟ ଏଥିପାଇଁ ଅଭିଭାବକମାନେ ବାରଣ କରିଥାନ୍ତି କିନ୍ତୁ, ହେଲେବି ଷ୍ଟାଇଲରେ ପିଲାମାନେ ଚୁଟି କଟାଇଥାନ୍ତି ।…
EPFO ଖାତାଧାରୀଙ୍କ ପାଇଁ ଖୁସିଖବର, ଖୁବ୍ ଶୀଘ୍ର ଆସିପାରେ ପିଏଫ୍ ସୁଧ
ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଏବଂ ଅଣ-ସରକାରୀ ସଂଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସରକାର ଖୁବଶୀଘ୍ର ଦେଶର ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ପିଏଫ୍ ଖାରେ ଆର୍ଥିକ ବର୍ଷ ୨୦୨୨…
ଦେଶ ସୁରକ୍ଷା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମିଲିଟାରୀ ଡିଫେନ୍ସ ସାଟେଲାଇଟର ଭୂମିକା କ’ଣ, ଏ କ୍ଷେତ୍ରରେ ଭାରତର ସ୍ଥିତି କିପରି ରହିଛି
ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା ବାହିନୀ ପାଇଁ ଅଲଗା ଅଳଗା ସାଟେଲାଇଟ୍ ଲଞ୍ଚ କରିବ ବୋଲି ଦୁଇମାସ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସେଥିମଧ୍ୟରେ ଜିସାଟ-୭ବି ଓ ଜିସାଟ-୭ଆର ସାମିଲ ରହିଛନ୍ତି । ଅନ୍ୟ…
ନରସିଂହପୁର ପରେ ସମ୍ବଲପୁର, ଏଠିବି ଗୁଳିମାଡ଼ରେ ହାତୀର ମୃତ୍ୟୁ
ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ହାତୀ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । ଗୁରୁବାର ହାତୀ ମୃତ୍ୟୁ ସଂପର୍କରେ ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଡିଏଫଓ । ପ୍ରେସମିଟରେ ଡିଏଫଓ କହିଛନ୍ତି…
ଏମିତି ଏକ ପ୍ରିଣ୍ଟର ଯାହା ପକେଟରେ ହୋଇଯିବ ଫିଟ୍, ମୋବାଇଲରେ କନେକ୍ଟ କରି କାଢ଼ି ହେବ ପ୍ରିଣ୍ଟ, ଜାଣନ୍ତୁ ଦାମ୍ କେତେ…..
ନୂଆଦିଲ୍ଲୀ: ବେଳେ ଅନେକ ସମୟରେ ଆପଣଙ୍କୁ ଜରୁରୀ ଡକ୍ୟୁମେଣ୍ଟସ ବା ଫଟୋ ପ୍ରିଣ୍ଟଆଉଟ୍ କରିବା ଦରକାର ପଡିଥାଏ । କିନ୍ତୁ ଘରେ ଥିବା ପ୍ରିଣ୍ଟରକୁ ସବୁଆଡେ ନିଜ ସହିତ ନେବା ସମ୍ଭବ ନୁହେଁ ଏବଂ ପ୍ରଫେସନାଲ୍ ପ୍ରିଣ୍ଟର…
ମହିଳା ଟି-୨୦ ସିରିଜ୍: ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩୪ ରନରେ ମାତଦେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ମହିଳା ଟି-୨୦ରେ ଭାରତ ଶାନଦାର ଶୁଭାରମ୍ଭ କରିଛି । ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୩୪ ରନରେ ପରାସ୍ତ କରିଛି । ଦାମ୍ବୁଲା ଷ୍ଟାଡିୟମରେ ହରମନପ୍ରୀତ କୌରଙ୍କ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ…
ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ଚାଲିଛି ଗୁପ୍ତ ଉପଚାର, ଦଶମୀ ତିଥିରେ ଶେଷ ଓଷ ଲାଗି ପରେ ଚକା ବିଜେ କରିବେ ମହାପ୍ରଭୁ
ପୁରୀ (ଭାସ୍କର ନ୍ୟୁଜ): ଶ୍ରୀମନ୍ଦିରରେ ଚାଲିଛି କାଳିଆ ଠାକୁରଙ୍କ ମାନବୀୟ ଲୀଳା । ୧୦୮ ଗରା ଜଳ ସ୍ନାନ ପରେ ଅଣସର ଘରେ ଜ୍ବରରେ ପୀଡ଼ିତ ଠାକୁରେ । ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ସେବାୟତ ମାନେ ପ୍ରାଣପଣେ…
ଭିତରୁ ସୁନ୍ଦର ହେବା ପାଇଁ ଚୋବାଇ ଚୋବାଇ ଖାଇଲେ ସାବୁନ୍
ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଶୁଣିଥିବେ ସୁନ୍ଦରତା ମଣିଷ ମନରେ ଥାଏ ଚେହେରାରେ ନଥାଏ । ଚେହେରାରୁ ମଣିଷ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ମନ ସଫା ନଥିଲେ ସେ ସୁନ୍ଦରତାର କୌଣସି ମୂଲ୍ୟ ନଥାଏ । ଏହାର ଅର୍ଥ ହେଉଛି ମଣିଷ…
ପ୍ରେମିକାର ତଣ୍ଟି ଚିପି ହତ୍ୟା କଲେ, ଟ୍ରେନ ଆଗକୁ ଡେଇଁ ନିଜେ ଜୀବନ ହାରିଲେ ବୃଦ୍ଧ: ହତ୍ୟା ପଛର ରହସ୍ୟ ଖୋଜୁଛି ପୋଲିସ
ନୂଆଦିଲ୍ଲୀ: ପ୍ରେମିକାକୁ ତଣ୍ଟି ଚିପି ବିଭତ୍ସ ଭାବେ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁପଡିଲା ୬୮ ବର୍ଷିୟ ପ୍ରେମିକ। ପ୍ରେମିକା ମୃତଦେହ ଗାରଫର ଫ୍ଲାଟରୁ ଉଦ୍ଧାର କରାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାତାରେ…