Browsing Category
Featured
ଏହି ସରକାରୀ କମ୍ପାନୀରେ ୮ମ ପାସଙ୍କ ପାଇଁ ନିଯୁକ୍ତି ସୁଯୋଗ, ରହିଛି ୪୦୦ ରୁ ଅଧିକ ଭାକେନ୍ସୀ, ଜଲଦୀ କରନ୍ତୁ ଆବେଦନ
ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ, ଏସଇସିଏଲରେ ବିଭିନ୍ନ ଅପରେଟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଇଚ୍ଛୁକ ଆଶାୟୀ ପଞ୍ଜୀକୃତ ଡାକ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ୨୩ ମେ…
ଏକତରଫା ପ୍ରେମର ଭୟାଭୟ ପରିଣତି; ୪ ଜଣଙ୍କୁ ଜାଳିଦେଲା ପ୍ରେମିକ ନିଜେ କଲା ଆତ୍ମହତ୍ୟା
ଉତ୍ତରପ୍ରଦେଶ: ଏକତରଫା ପ୍ରେମର ଜଘନ୍ୟ କାଣ୍ଡ ଘଟାଇଛନ୍ତି ଯୁବକ । ଶନିବାର ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଆସିଥିବା ଖବର ମୁତାବକ ଏକତରଫା ପ୍ରେମରେ ପଡ଼ି ଜଣେ ଯୁବକ ପ୍ରେମିକା ସହ ତାଙ୍କର ପରିବାରର ଲୋକଙ୍କୁ…
ପଞ୍ଜାବ-ନବାଙ୍ଗଲୋର ମ୍ୟାଚ୍ ମଧ୍ୟରେ ଆସିଲା କଳା ବିଲେଇ, ବିାରଟ କୋହଲିଙ୍କୁ ଟ୍ରୋଲ କଲେ ପ୍ରଶଂସକ
ମୁମ୍ବାଇ: ଆଇପିଏଲ ଚଳିତ ସିଜନରେ ବିରାଟ କୋହଲି ୩ଥର ଗୋଲଡେନ୍ ଡକରେ ଆଉଟ୍ ହେଲେଣି । ତାଙ୍କ ଖେଳ ଜୀବନର ଏହା ସବୁଠୁ ଖରାପ ସମୟ ଚାଲୁଥିବା କୁହାଯାଉଛି । ଶୁକ୍ରବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ରେ ବିରାଟ ଭଲ…
ଗହମ ରପ୍ତାନୀ ବ୍ୟାନ ନିଷ୍ପତ୍ତିକୁ ନେଇ କୃଷକ ସଂଗଠନର ଅସନ୍ତୋଷ ଜାହିର: ଏମିତି ଦେଲେ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଗହମର ଦରବୃଦ୍ଧି ଯୋଗୁଁ ଏହାର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ତେବେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କୃଷକ ସଂଗଠନ ଭାରତ କୃଷକ ସମାଜ । ଏହି ନିଷ୍ପତ୍ତିକୁ ଏକ ପ୍ରକାର…
ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ସ୍ଥିର ହେବେ ନୂଆ ନେତା
ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଶନିବାର ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇଛନ୍ତି । ନିକଟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । କୁହାଯାଉଛି ଯେ ପାର୍ଟୀ…
ଅମୃତସର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
ପଞ୍ଜାବ ଅମୃତସରରେ ଗୁରୁ ନାନକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।
ମିଳିଥିବା ସୂଚନା ଅନୂଯାୟୀ, ନିଆଁ…
(Video) ଶିଶୁର ଜୀବନ ବଞ୍ଚାଇବାକୁ ୮ ମହଲା ବିଲ୍ଡିଂରେ ଚଢ଼ିଗଲେ ଯୁବକ, ବାଜିରେ ଲଗାଇଲେ ଜୀବନ
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ଏକ ବିଲ୍ଡିଂର ୮ମ ମହଲାରେ ଫସିଥିବା ଏକ ଛୁଆକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ଭିଡିଓଟି କାଜାକିସ୍ତାନ ବୋଲି କୁହାଯାଉଛି । ଭିଡିଓରେ…
‘ଗୁଡ୍ ବାଏ କଂଗ୍ରେସ’, ଫେସବୁକ୍ ଲାଇଭରେ କଂଗ୍ରେସକୁ ଅଲବିଦା କଲେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ
ନୂଆଦିଲ୍ଲ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖର କଂଗ୍ରେସକୁ ବାଏ ବାଏ କରିଛନ୍ତି । ବିଧାନସଭା ନିର୍ବାଚନ ସମୟରୁ ଦଳ ସହିତ ସୁନୀଲଙ୍କର ମତଭେଦ ସୃଷ୍ଟି ହୋଇଥିଲା । ଦଳ ଛାଡ଼ିବା ପାଇଁ ଆଜି ସୁନୀଲ ଫେସବୁକ…
ଶିକାରୀ ପାଲଟିଲା ଶିକାର: ଭିଜିଲାନ୍ସ ଜାଲରେ ଫସିଗଲେ ନିଜେ ଭିଜିଲାନ୍ସ ଇନ୍ସପେକ୍ଟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆକ୍ସନ ମୁଡ଼ରେ ଭିଜିଲାନ୍ସ ବିଭାଗ । ପୂର୍ବରୁ ବେଆଇନ ଅର୍ଥ ମାମଲାରେ ରାଜ୍ୟର ଶହ ଶହ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଥିବା ବେଳେ ଆଜି ବନ୍ଧା ହୋଇଛନ୍ତି ଜଣେ ଭିଜିଲାନ୍ସ…
ଗୋଟିଏ ମାସର ଲୁ ବିଗାଡିଦେଲା ଖେଳ, ଗହମ ରପ୍ତାନୀରେ ମୋଦୀ ସରକାରଙ୍କ ପ୍ଲାନ ମାରିଲା ଫେଲ୍
ନୂଆଦିଲ୍ଲୀ: ଭାରତ ବିଶ୍ଵରେ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ସେହି ଅନୁରୂପ ଯୋଜନା ପ୍ରସ୍ତୁତ କରି ସେ ଦିଗରେ ପଦକ୍ଷେପ ନେବା ଆରମ୍ଭ ମଧ୍ୟ କରିଥିଲେ କେନ୍ଦ୍ର ସରକାର। ହେଲେ ଅଚାନକ ଭାରତ ଗହମ…