
Browsing Category
Featured
ରାଜ୍ୟସଭାରେ ହ୍ରାସ ପାଇଲା ବିଜେପି ସିଟ୍ ସଂଖ୍ୟା, ବହୁମତରୁ ଦୂରରେ ଏନଡିଏ ସରକାର
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶର ୧୫ ଟି ରାଜ୍ୟରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବା ପରେ ରାଜ୍ୟସଭାରେ ଦଳମାନଙ୍କର ଆସନ ସଂଖ୍ୟା ବଦଳି ଯାଇଛି। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିୟାଣାର…
ଆମାଜନକୁ ଝଟକା, ୪୫ ଦିନରେ ୨୦୦ କୋଟି ଜରିମାନା ଦେବାକୁ ପଡ଼ିବ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଅନଲାଇନ୍-ବିଜନେସ୍ କମ୍ପାନି ଆମାଜନ୍ ଫ୍ୟୁଚର ଗ୍ରୁପ୍ ମାମଲାରେ ଲାଗିଛି ବଡ଼ ଝଟକା । ଏନସିଏଲଏଟି ଆମାଜନ ଏବଂ ଫ୍ୟୁଚର କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସ୍ଥଗିତ ରାଖିବାକୁ…
ଗୋଟିଏ ବର୍ଷରେ ତିନି ଭାରତୀୟ ଅଧିନାୟକଙ୍କୁ ଫେଲ୍ କଲା ଦକ୍ଷିଣ ଆଫ୍ରିକା, ଜିତିବାକୁ ଦେଇନି ଗୋଟିଏ ହେଲେ ମ୍ୟାଚ୍
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ଭ୍ରମଣକାରୀ ଦଳ ୭ ଓ୍ଵିକେଟରେ…
IPL ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ଅଧିକାର
ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଛି ଅଧିକାର । ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଅଧିକାର ମିଳିଛି । ୪୩ ହଜାର ୨୫୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର…
ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗ ପୋଲିସ ନୂପୁର ଶର୍ମାଙ୍କ ବିରୋଧରେ ଜାରି କଲା ନୋଟିସ୍
ନୂଆଦିଲ୍ଲୀ: ଏକ ଟେଲିଭିଜନ ବିତର୍କ କାର୍ୟ୍ୟକ୍ରମରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଥିବା ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କୁ କୋଲକାତା ପୋଲିସ ନୋଟିସ୍ ଜାରି କରିଛି। ପୋଲିସ…
ଲଗାତାର ଦୁର୍ବଳ ହୋଇ ଚାଲିଛି ଭାରତୀୟ ମୁଦ୍ରା, କାହିଁକି ଖସୁଛି ଟଙ୍କାର ମୂଲ୍ୟ ?
ନୂଆଦିଲ୍ଲୀ: କୌଣସି ଦେଶର ଆର୍ଥିକ ସ୍ଥିତି କେମିତି ରହିଛି ତାହା ଉକ୍ତ ଦେଶର ଜିଡିପି ଏବଂ ମୁଦ୍ରାର ବିନିମୟ ମୂଲ୍ୟରୁ ଜଣା ପଡିଥାଏ। ବିଶ୍ଵର ସାଂପ୍ରତିକ ସ୍ଥିତି କାରଣରୁ ଗତ କିଛି ମାସ ହେବ ଆମେରିକୀୟ ଡଲାରର ମୂଲ୍ୟ…
“ଅପରେସନ୍ ରାହୁଲ” ୬୦ ଘଣ୍ଟା ବିତିଲାଣି, ବାହାର କରିବାରେ ବିଫଳ ହେଲା ରୋବଟ୍
ଛତିଶଗଡ଼(ଓଡ଼ିଶା ଭାସ୍କର): ୫୦ ଘଣ୍ଟା ବିତି ସାରିଲାଣି, ତଥାପି ବଞ୍ଚିବାକୁ ୮୦ ଫୁଟ୍ ତଳେ ସଂଘର୍ଶ କରୁଛି ରାହୁଲ। ଉଦ୍ଧାର କାରୀ ଦଳ ଚେଷ୍ଟା ଜାରି ରଖିଛନ୍ତି। "ଅପରେସନ୍ ରାହୁଲ" ବର୍ତ୍ତମାନ ଯେକୌଣସି ସମୟରେ ସମାପ୍ତ…
ଝିଅ ଜନ୍ମ ପରେ ଅଭିନେତ୍ରୀ ସେୟାର କଲେ ଡେଲିଭରି Video : ଏପରି ହୋଇଥିଲା ଅବସ୍ଥା
ମୁମ୍ବାଇ: ଅଭିନେତ୍ରୀ ପ୍ରଣିତା ସୁଭାଷ ଏବେ ନିଜ ଜୀବନର ସବୁଠାରୁ ସାନଦାର୍ ସମୟ ଉପଭୋଗ କରୁଛନ୍ତି । ମା’ ହେବା ପରେ ପ୍ରଣିତା ନିଜର ସମସ୍ତ ସମୟ ଝିଅକୁ ପାଳିବାରେ ଦେଉଛନ୍ତି ଓ ଅନେକ ସ୍ମୃତିକୁ ସଜାଡି ରଖୁଛନ୍ତି । ଏବେ…
IND vs SA: ଦର୍ଶକଙ୍କ ‘ବନ୍ଦେ ମାତରମ’ ଗୀତରେ ଗୁଞ୍ଜି ଉଠିଲା ବାରବାଟୀ ଷ୍ଟାଡିୟମ, ଦେଖନ୍ତୁ Video
କଟକ: ବିଶ୍ଵ କପ୍ ୨୦୧୧ର ସେହି ମୂହୁର୍ତ୍ତ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ସତେଜ ଅଛି। ଯେତେବେଳେ ଫାଇନାଲରେ ଭାରତୀୟ ଦଳ ବିଜୟ ଆଡକୁ ଅଗ୍ରସର ହେଉଥିଲା, ସେହି ସମୟରେ ଏରଆର ରେହମାନଙ୍କ ପ୍ରସିଦ୍ଧ ଗୀତ ବନ୍ଦେ…
ଅଦାନୀଙ୍କୁ ପ୍ରୋଜେକ୍ଟ ଦେବା ପାଇଁ ରାଷ୍ଟ୍ରପତି ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ ପିଏମ ମୋଦୀ, ପରେ ନିଜ କଥାରୁ ଓଲଟି ଗଲେ ଅଧିକାରୀ
ନୂଆଦିଲ୍ଲୀ: ଶ୍ରୀଲଙ୍କାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଅଦାନୀ ଗ୍ରୁପକୁ ପାଓ୍ଵାର ପ୍ରୋଜେକ୍ଟ ଦେବା ପାଇଁ…