Browsing Category

Featured

ପଞ୍ଜାବ ବିପକ୍ଷରେ ଚାଲିଲା ଦ ଶାର୍ଦ୍ଦୁଳ ଶୋ’: ଠାକୁର ଝଡ ଆଗରେ ତିଷ୍ଠି ପାରିଲାନି ମୟଙ୍କ ସେନା

ମୁମ୍ବାଇ: ପଞ୍ଜାବ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମାର୍ଶଙ୍କ ଧୂଆଁଦାର ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ଦେଖିବାକୁ ମିଳିଥିଲା ଶାର୍ଦ୍ଦୁଳ ଶୋ’ । ଶାର୍ଦ୍ଦୁଳ…

“ମା’ର ଯତ୍ନ ନେବା ପାଇଁ ଘର ନୁହେଁ, ହୃଦୟ ବଡ ହେବା ଉଚିତ୍ ‘, ଜାଣନ୍ତୁ କେଉଁ ପରିସ୍ଥିତିରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ…

ନୁଆଦିଲ୍ଲୀ: ମା'ର ଯତ୍ନ ପଇଁ ଘର ନୁହେଁ, ହୃଦୟରେ ଜାଗା ଆବଶ୍ୟକ । ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୮୯ ବର୍ଷୀୟ ମା'ଙ୍କ ସମ୍ପତ୍ତି ବିକ୍ରି ରୋକିବା ପାଇଁ ଆଦେଶ ଦେବା ସହ ଏହି ଟିପ୍ପଣି ଦେଇଛନ୍ତି । ବୃଦ୍ଧ…

ଗହମ ରପ୍ତାନି ବନ୍ଦ କରିବା ପାଇଁ ଭାରତର ସମର୍ଥନ କଲା ଚୀନ୍ , କହିଲା ଆମ ଭଳି ଲୋକଙ୍କୁ ଦୋଷ ଦେବା ଭୁଲ୍

ନୁଆଦିଲ୍ଲୀ: ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଗହମର ରପ୍ତାନୀକୁ ବନ୍ଦ କରିଛନ୍ତି । ଭାରତ ପ୍ରତିବନ୍ଧକ ଲଗାଇବା ପରେ ୟୁରୋପ ବଜାରରେ ଗହମର ଦାମ ବୃଦ୍ଧି ପାଇଥିଲା । କାରଣ…

କମେଡ଼ିଆନ୍ ଭାରତୀ ସିଂହଙ୍କ ନାମରେ ଦାୟର ହେଲା FIR, ଦାଢ଼ୀ-ନିଶକୁ ନେଇ ଜୋକ ମାରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: କମେଡ଼ିଆନ୍ ଭାରତୀ ସିଂହଙ୍କ ନାମରେ ଏଫଆଇଆର ଦାୟର ହୋଇଛି । ଦାଢ଼ୀ-ନିଶକୁ ନେଇ ଜୋକ ମାରିବା ପରେ ଏସଜିପିସି ପକ୍ଷରୁ ଏହି ଏଫଆଇଆର ଦାୟର ଦର୍ଜ କରାଯାଇଛି । ଭାରତୀଙ୍କ ବିରୋଧରେ ଏସଜିପିସି ପକ୍ଷରୁ ଥାନେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଆକାଡେମୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି)ର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଲୋକ ସେବା ଭବନର କନଭେନସନ…

ଶେଷ ହେଲାଣୀ ବୈଦେଶିକ ମୁଦ୍ରା ଭଣ୍ଡାର, ଜରୁରୀ ସାମଗ୍ରୀ କିଣିବାକୁ ଅସମର୍ଥ

ନୁଆଦିଲ୍ଲୀ: ପଡ଼ୋଶୀ ଶ୍ରଲଙ୍କା ଏବେ ବଡ଼ ଭୟଙ୍କର ସ୍ଥିତି ଆଡ଼କୁ ଗତି କଲାଣି । ନିକଟରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ରାନିଲ ବିକ୍ରମସିଙ୍ଗେ କହିଛନ୍ତି ଯେ, ଦେଶରେ ଆଉ ଗୋଟିଏ ଦିନର ପେଟ୍ରୋଲ ବାକି ରହିଛି । ଏହା…

ବିଶ୍ୱର ଟପ୍-୧୦ ଆର୍ମି ପାୱାର ଦେଶ: ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେଉଁଠି

୧- ଆମେରିକା ପାଖରେ ବିଶ୍ୱର ସବୁଠାରୁ ପାୱାରଫୁଲ ଆର୍ମି ଶକ୍ତି ରହିଛି । ଆମେରିକା ପାଖରେ ୧୨.୫୨ ଲକ୍ଷରୁ ଅଧିକ ସୈନ୍ୟ, ୪୪୦୦ରୁ ଅଧିକ କ୍ରୁ ଏୟାରକ୍ରାଫ୍ଟସ, ୬୧୦୦ ଟ୍ୟାଙ୍କ, ୪୦ ହଜାର ବାହନ, ୧୫୦୦ ସେଲ୍ଫ ପ୍ରୋପେଲ୍ଡ…

ରାଜସ୍ଥାନରେ ହେଲା ଭୋକିଲା ବାଘର ଏଣ୍ଟ୍ରି: ଅଚାନକ ଦଳରୁ ଛାଡିଥିଲେ ଏହି ବିସ୍ଫୋଟକ ଖେଳାଳି

ମୁମ୍ବାଇ: ରାଜସ୍ଥାନ ରୋୟଲ୍ସକୁ ଫେରିଛନ୍ତି ଦଳର ଷ୍ଟାର ଖେଳାଳି । ଆସନ୍ତା ପ୍ଲେଅଫ ପୂର୍ବରୁ ନିଜର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବାହାର କରିଛି ରାଜସ୍ଥାନ । ଦଳର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ସିମ୍ରନ ହେଟମାୟାର ପୁଣି…

ତିନି ମାସ ପରେ ଏତେ କମିଗଲା ସୁନା ରେଟ୍, ବାହାଘର ପାଇଁ ଏବେଠାରୁ କିଣି ରଖନ୍ତୁ

ନୂଆଦିଲ୍ଲୀ: ନିକଟରେ ସୁନା ରେଟରେ ବହୁତ ହ୍ରାସ ଘଟିଛି । ତେଣୁ ଆଗକୁ ଯେଉଁମାନଙ୍କର ବାହାଘର ଅଛି, ସେମାନେ ସଙ୍ଗେସଙ୍ଗେ ଏହାକୁ କିଣିନେବା ଉଚିତ୍ । ପୂର୍ବରୁ ସୁନା ରେଟ୍ ୧୦ ଗ୍ରାମକୁ ୫୬ ରହିଥିଲା । ମାତ୍ର ଏବେ ତାହା…

ଆସନ୍ତାକାଲିଠୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଅନୁଗ୍ରହ ବର୍ଷା କରିବେ ମଙ୍ଗଳ ଦେବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ବିଶେଷ ସ୍ଥାନ ମିଳିଛି । ମଙ୍ଗଳ ଗ୍ରହଙ୍କୁ ସମସ୍ତ ଗ୍ରହଙ୍କ ସେନାପତି କୁହାଯାଏ । ମଙ୍ଗଳଙ୍କୁ ଉର୍ଜା, ଭାଇ, ଭୂମି, ଶକ୍ତି, ସାହାସ, ପରାକ୍ରମ, ସୋର୍ଯ୍ୟର କାରକ ବୋଲି କୁହାଯାଏ ।…