Browsing Category

Featured

ଏସବିଆଇ କ୍ଲର୍କଙ୍କ ସାମାନ୍ୟ ଭୁଲ: ୧୫ କର୍ମଚାରୀଙ୍କ ଖାତାକୁ ଗଲା ୧.୫ କୋଟି

ନୂଆଦିଲ୍ଲୀ: କୁହାଯାଏ ମଣିଷ ମାତ୍ରକେ ଭୁଲ୍ । ମାତ୍ର ଭୁଲଟି ବଡ ହେଇଗଲେ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଏମିତି ଜଣେ କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ବ୍ୟାଙ୍କକୁ ଲାଗିଛି ଦେଢ କୋଟିର ଚୂନ ।…

କରୋନାରେ ଆକ୍ରାନ୍ତ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଇନଷ୍ଟାଗ୍ରାମ ପୋଷ୍ଟରୁ ମିଳିଲା ସୂଚନା

ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରି ଆର୍ଡେନ୍ ଏହି ସୂଚନା ଦେଇଛନ୍ତି । ସେ ପଜିଟିଭ୍ ହୋଇଥିଲେ ମଧ୍ୟ ଚଳିତ ମାସର…

ଦେଶରେ ବଢ଼ିଚାଲିଛି ମହଙ୍ଗା ମାଡ଼: ଗହମ ରପ୍ତାନୀ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମୟରେ ମହଙ୍ଗା ମାଡ଼ ବଢ଼ି ଚାଲିଛି । ତେଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ…

ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ । ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ନିନାଙ୍କ ଗାଡ଼ିକୁ ପିଛା କରି ଭିଜିଲାନ୍ସ ଟିମ୍ ତାଙ୍କୁ ଖୋର୍ଦ୍ଧ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୮ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଆଜିଠାରୁ ଲଗାତର ୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଶାଖାକୁ ଯିବା ପୂର୍ବରୁ ଚେକ୍ କରି ନିଅନ୍ତୁ ଛୁଟି ଲିଷ୍ଟ

ନୂଆଦିଲ୍ଲୀ: ଯଦି ଚଳିତ ସପ୍ତାହରେ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାର୍ଯ୍ୟ ରହିଛି, ତେବେ ପ୍ରଥମେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଜାଣିନିଅନ୍ତୁ । ଚଳିତ ମାସରେ ଅନେକ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ।…

ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜ୍‌ ତାରିଖ ଘୋଷଣ, ଏହି ଦିନ ବଡ଼ ପରଦାରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ବଲିଉଡ଼ର ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଅମୀର ଖାନ । ପ୍ରତିଟି ଫିଲ୍ମ ତାଙ୍କର ବକ୍ସ ଅଫିସରେ ସୁପର ହିଟ୍‌ ହୋଇଥାଏ । ଫ୍ୟାନ୍ସମାନେ ବହୁ ପ୍ରତିକ୍ଷାର ସହ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥାନ୍ତି । ପ୍ରାୟ…

ଜବତ ହେଲା ୩ କୋଟିର ବ୍ରାଉନସୁଗର: ଜଣେ ଗିରଫ, ୨ ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଶାସନ ପକ୍ଷରୁ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟରେ ରାଜ୍ୟରେ ଧଳା ଜହରର କାରବାର ବଢ଼ିବାରେ ଲାଗିଛି । ଇତିମଧ୍ୟରେ ପୁରୀରୁ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ…

ଭସା ଜଙ୍ଗଲ ପାଲଟିଛି ୧୦୨ ବର୍ଷର ଜାହାଜ, ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ

ସିଡନୀ : ପୁରୁଣା ଓ ପରିତ୍ୟକ୍ତ ସାମଗ୍ରୀ ଦେଖିବା ମାତ୍ରେ ଯେଉଁମାନଙ୍କର ହୃଦ୍‌ସ୍ପନ୍ଦନ ବଢ଼ିଥାଏ, ସେମାନେ ଅନ୍ତତଃ ଜୀବନରେ ଥରେ ଅଷ୍ଟ୍ରେଲିଆର ସିଡନୀ ନିକଟ ହୋମ୍‌ବୁସ୍‌ ଉପସାଗର ବୁଲି ଆସିବା ଦରକାର । ସେଠା ଉପକୂଳରେ…

ୟୁଏଇ ରାଷ୍ଟ୍ରପତଙ୍କି ନଧିନ, ୪୦ଦିନିଆ ରାଷ୍ଟ୍ରୀୟଶୋକ ଘୋଷଣା

ଆବୁଧାବି : ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାଏଦ ଅଲ୍‌ ନହାନଙ୍କ ନିଧନ। ମୃତ୍ୟୁ ବେଳକୁ  ୭୩ ବର୍ଷ ହୋଇଥିଲା। ଶେଖ୍‌ ଖଲିଫା ବିନ୍‌ ଜାଏଦ ଅଲ୍‌ ନହାନଙ୍କ ପରଲୋକ ପରେ ସାରା…