Browsing Category
Featured
ଏକପାଖିଆ ପ୍ରେମରେ ଯୁବତୀଙ୍କୁ ହତ୍ୟା କରିଥିବା ଯୁବକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ
ସୁରଟ: ଏକତରଫା ପ୍ରେମ କରି ଯୁବତୀଙ୍କ ହତ୍ୟା କରିବା ପରେ ଅଭୀଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଭଳି ଖବର ଆସିଛି ସୁରଟରୁ । ଅଭିଯୁକ୍ତ ଯୁବକ ଜଣକ ୨୧ ବର୍ଷିୟ କଲେଜ ଛାତ୍ର ଗ୍ରିଷ୍ମାଙ୍କୁ ତାଙ୍କ ଘର…
(Video) ପମ୍ପ ଦେବା ବେଳେ ଫାଟିଲା ଜେସିବି ଟାୟାର: ଘଟଣା ସ୍ଥଳରେ ଚାଲିଗଲା ଦୁଇ ଜୀବନ, ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ
ଏମିତିବି ଆସେ ମୃତ୍ୟୁ... ଟାୟାର ବ୍ଲାଷ୍ଟ ଯୋଗୁଁ ଅକାଳରେ ଚାଲିଗଲା ଜୀବନ । ଜେସିବି ଟାୟାରରେ ପ୍ରେସର ଦେଉଥିବା ସମୟରେ ଟାୟାର ଫାଟି ଦୁଇ ଜଣକ ମୃତ୍ୟୁ ଘଟିଛି । ଏହାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି…
“ଏହା ବହୁତ ବଡ ଭୁଲ ଥିଲା”: ଧୋନୀଙ୍କର କେଉଁ ନିଷ୍ପତ୍ତିକୁ ନେଇ ଏମିତି କହିଲେ ବିରେନ୍ଦ୍ର ସେହୱାଗ?
ନୂଆଦିଲ୍ଲୀ: IPL ୨୦୨୨ରେ ଲିଗର ସବୁଠୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନିରାଶଜନକ ରହିଛି । ୧୦ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିଛି ସିଏସକେ । ଏହି ସିଜନରେ ୨ଜଣ ଅଧିନାୟକ ପଦ ନେବା ପରେ ବି ଦଳ…
ଅଲଗା ଜାତିରେ ବିବାହ କରିଥିବାରୁ, ସର୍ବସାଧାରଣରେ ହିନ୍ଦୁ ଯୁବକଙ୍କୁ ମୁସଲିମ ସ୍ତ୍ରୀ ଘର ଲୋକେ ହାଣି ମାରିଦେଲେ
ହାଇଦ୍ରାବାଦ: ପ୍ରେମ କରି ବିବାହ କରିଥିଲେ ବୋଲି ରାସ୍ତା ମଝିରେ ସ୍ତ୍ରୀ ଆଗରେ ସ୍ୱାମୀକୁ ହାଣି ମାରି ଦେଲେ । ଯୁବକ ଜଣକ ହିନ୍ଦୁ ପରିବାରର ହୋଇ ମୁସଲିମ ପରିବାରରେ ବିବାହ କରିଥିବାରୁ ଝିଅର ପରିବାର ସଦସ୍ୟ ଏପରି ନୃସଂଶ…
AIIMS ଭୁବନେଶ୍ୱରରେ ପାଳନ ହେଲା ବିଶ୍ୱ ହାତଧୁଆ ଦିବସ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଗୁରୁବାର ବିଶ୍ୱ ହାତଧୁଆ ଦିବସ ପାଲିତ ହୋଇଯାଇଛି । ଡାକ୍ତରଖାନା ସଂକ୍ରମଣ ନିୟନ୍ତ୍ରଣ କମିଟି ଏବଂ ଏମ୍ସ ଭୁବନେଶ୍ୱର ଗୁଣାତ୍ମକ ପରିଷଦର ସଦସ୍ୟଙ୍କ ସହ ମେଡିକାଲ୍ ଅଧୀକ୍ଷକ ଡ.…
(Video) ମାଙ୍କଡ଼ର ସ୍ପାଇଡର ମ୍ୟାନ୍ ଷ୍ଟାଇଲ: ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…
ପରାଦରେ ସ୍ପାଇଡରମ୍ୟାନକୁ ଦେଖିବା ବେଶ ମଜାଦାର ହୋଇଥାଏ । ଅନେକ ସ୍ପାଇଡର ମ୍ୟାନକୁ କପି କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି । ଆଉ ଅନେକ ଥର ସ୍ପାଇଡରମ୍ୟାନ ବେଶରେ କରାନାମା କରିବାର ଭିଡିଓ ଭାଇରାଲ ମଧ୍ୟ ହୋଇଥାଏ ।…
ଭିଜିଲାନ୍ସ ଜାଲରେ କୋଟିପତି ଏଲଆଇ: ଠାବ ହେଲା ୭.୨୧ କୋଟିର ସମ୍ପତ୍ତି
ଭୁବନେଶ୍ୱର: ଠାବ ହେଲା କଳାରାହାଙ୍ଗ ଏଲଆଇଙ୍କ ଅମାପ ସଂପତ୍ତି । ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ୭.୨୧ କୋଟିର ସଂପତ୍ତି ଠାବ ହୋଇଛି । ଠାବ ହୋଇଥିବା ସମ୍ପତ୍ତିରେ ରହିଛି ୯୧ ପ୍ଲଟ, ୫ କୋଠା, ୨ଟି ଫ୍ଲାଟ୍, ୩୯…
ପାୱେଲଙ୍କ ବିସ୍ଫୋରକ ଇନିଂସ: ନିଜ ପୁରୁଣା ଦଳ ବିରୋଧରେ ଧୂଆାଁଧାର ପାଳି ଖେଳି ଭାରି ପଡିଲେ ୱାର୍ଣ୍ଣର
ମୁମ୍ବାଇ: IPL ର ୫୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ହାଇଦ୍ରାବାଦ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ । ତେବେ ୱାର୍ଣ୍ଣର ନିଜ ପୁରୁଣା ଦଳ ବିପକ୍ଷରେ ଖେଳିଛନ୍ତି ଏକ ବିସ୍ଫୋରକ ଇନିଂସରେ । ଦଳ ତାଙ୍କୁ ରିଲିଜ କରିବାର…
ବୈଠକ ଚାଲିଥିବା ବେଳେ ଅଘଟଣ: ଛାତରୁ ଖସିପଡ଼ିଲା ସିଲିଂ, ଆହତ ହେଲେ ଡିଆରଏସ
ବଲାଙ୍ଗିର: ଜିଲ୍ଲାପାଳଙ୍କ ଅଫିସରେ ବୈଠକ ଚାଲିଥିବାବେଳେ ଛାତରୁ ସିଲିିଂ ଖସି ଜଣେ ମହିଳା ଅଧିକାରୀ ଆହତ ହୋଇଛନ୍ତି । ଏଡିଏମ ଅନନ୍ତ ସିଂ ଲାଗୁରୀଙ୍କ ଚାମ୍ବରରେ ବୈଠକ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ମହିଳା…
ଭାରତରେ କରୋନାରେ ଯାଇଛି ୪୭ ଲକ୍ଷ ଲୋକଙ୍କ ଜୀବନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀରେ ପ୍ରାୟ ୪୭ ଲକ୍ଷ ଲୋକେ ପ୍ରାଣ ହରାଇଥିବା ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) । ଯାହା ଭାରତ ସରକାରଙ୍କ ତଥ୍ୟଠାରୁ ପ୍ରାୟ ଦଶ ଗୁଣା ଅଧିକ । ହୁ ଜାରି କରିଥିବା ସୂଚନା…