Browsing Category
Featured
ଆଇପିଏଲ ୨୦୨୨ FINAL ଦେଖିବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା, ଏକ ଲକ୍ଷରୁ ଅଧିକ ଦର୍ଶକ ରହିବେ ଉପସ୍ଥିିତ!
ଅହମ୍ମଦାବାଦ: ଆଇପିଏଲ୨୦୨୨ର ଫାଇନାଲ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲକୁ ଦେଖିବା ଲାଗି ଲକ୍ଷାଧିକ ପ୍ରଶଂସକଙ୍କ ଭିଡ଼…
ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ଆଡଭାଇଜାରୀ, ଜେରକ୍ସ କପି ଦେବା ସମୟରେ ଏହିଦିଗ ପ୍ରତି ଦିଅନ୍ତୁ ଧ୍ୟାନ
ନୁଆଦିଲ୍ଲୀ: ଆଜିର ଦିନରେ ଆଧାର କାର୍ଡ ଏକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବୀଜ । ପ୍ରାୟତଃ ଦେଖାଯାଏ ଲୋକେ କୌଣସି ବି ସ୍ଥାନରେ ଆଧାର କାର୍ଡ ସେୟାର କରିଦିଅନ୍ତି । ତେବେ ଆପଣ ଯଦି ଏଭଳି ଭୁଲ୍ କରୁଛନ୍ତି, ତେବେ ହୋଇଯାଆନ୍ତୁ…
ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା BJD: ଜାଣନ୍ତୁ କାହାକୁ ବାଛିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର । ଏହା ସହ ଶ୍ରୀମତି ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା…
ଜୀବନରେ ଯୌନ ସମ୍ପର୍କ କାହିଁକି ଆବଶ୍ୟକ, ଜାଣନ୍ତୁ ୭ଟି ଉପକାରିତା ବିଷୟରେ
ନିଜର ଜୀବନରେ ଶାନ୍ତି, ଦୃଢ଼ତା ବୃଦ୍ଧି କରିବା ଏବଂ କର୍କଟ, ହୃଦ ରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦକୁ କାଟିବାକୁ ଚାହୁଁଛ କି? ତେବେ ଏସବୁର ଆପଣଙ୍କ ଯାଦୁ ବଟିକା ଭିତରେ ନାହିଁ - ଏହା ତୁମର ନିଜ ଉପରେ…
ନେପାଳରେ ବିମାନ ନିଖୋଜ: ୨୨ ଯାତ୍ରୀଙ୍କ ସହ ଥିଲେ ୪ ଭାରତୀୟ
କାଠମାଣ୍ଡୁ: ନେପାଳରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଖବର ଅନୁସାରେ, ଘରୋଇ ବିମାନ ତାରା ୯ ଏନଏଇଟି ସହ ବିମାନବନ୍ଦରର ସମ୍ପର୍କ ହୋଇପାରୁନି । ବିମାନରେ କ୍ରୁ ମେମ୍ବର ସହିତ ୨୨ ଜଣ ଲୋକ ଥିବା…
ତାତିରୁ ମିଳିବ ତ୍ରାହି: କେରଳ ଛୁଇଁଲା ମୌସୁମୀ ବାୟୁ
ନୂଆଦିଲ୍ଲୀ: ଏଣିକି ତାତିରୁ ମିଳିବ ତ୍ରାହି । କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା…
“ପ୍ରକୃତିର ସୌନ୍ଦର୍ଯ୍ୟ’: ବସା ଜଗିଥିବା ସାଥୀକୁ ଖାଇବା ଆଣି ଦେଉଛି ପୁରୁଷ ପକ୍ଷୀ, ଦେଖନ୍ତୁ Video
ଓଡ଼ିଶା ଭାସ୍କର: ବସାରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ କିଛିମାସ ଗଛର କୋରଡରେ ରହିବ ହର୍ନବିଲ୍ ପକ୍ଷୀ । ଏହି ସମୟରେ ସାଥୀ ପକ୍ଷୀକୁ ଖାଇବା ଯୋଗାଇବ ପୁରୁଷ ପକ୍ଷୀ । ଜଙ୍ଗଲରେ ହର୍ନବିଲ୍ ନାମକ ପକ୍ଷୀର ଏହି ପ୍ରେମ…
ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ମନାଇଲେ ନିଜର ୧୧୩ତମ ଜନ୍ମଦିନ: କଫି ଓ ମଦରୁ ହୁଏ ଦିନର ଆରମ୍ଭ
ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ କାରଣ ଯୋଗୁଁ ଧିରେ ଧିରେ ମଣିଷର ହାରାହାରି ବୟସ କମିବାରେ ଲାଗିଛି । କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଆଜି ବି ନିଜ ବୟସ ଓ ସ୍ୱାସ୍ଥ୍ୟକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଗୋଟିଏ ପରିବାରରେ ବିବାହ କରିଥିଲେ ତିନି ଭଉଣୀ; ଦୁଇଜଣ ଥିଲେ ଗର୍ଭବତୀ, ଅସହ୍ୟ ଯୌତୁକ ଯନ୍ତ୍ରଣାରୁ ହାରିଲେ ଜୀବନ
ରାଜସ୍ଥାନ: ଅସହ୍ୟ ହୋଇଛି ଯୌତୁକ ଯନ୍ତ୍ରଣା, ଶେଷରେ ଜୀବନ ହାରିଛନ୍ତି ଗୋଟିଏ ପରିବାରରେ ବିବାହ କରିଥିବା ତିନି ଭଉଣୀ । ଜୟପୁର ଦୁଦୁ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଶବ ଏକ କୂଅରୁ ଉଦ୍ଧାର ହୋଇଛି । ଏହି…
ଖୋର୍ଦ୍ଧାରୁ ଆଜି ୪ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ ରାଜ୍ୟରୁ କେତେ ବାହାରିଲେ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ତେବେ ପୁଣି ଥରେ କୋଭିଡର…