Browsing Category
Featured
ପଦ ଖାଲି ହେବାରୁ ମିଳିଯାଏନି ପ୍ରମୋସନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଯୁକ୍ତି ସମୟରେ ପ୍ରମୋସନକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ପୂର୍ବରୁ ପଦ ଖାଲି ଅଛି, କେବଳ ଏହି ଆଧାରରେ ଜଣଙ୍କୁ ପ୍ରମୋସନ ଦିଆଯାଇପାରିବ ନାହିଁ । ପ୍ରମୋସନ ବା ପଦନ୍ନୋତି ମାମଲାରେ ଶୁଣାଣି…
୨୦୨୭ରେ ଇଭିଏମ ମାଧ୍ୟମରେ ହେବ ପଞ୍ଚାୟତ ନିର୍ବାଚନ ମତଦାନ, ରାଜ୍ୟ ନିର୍ବାଚନ କମିଶନ କରୁଛନ୍ତି ଯୋଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପଞ୍ଚାୟତ ନିର୍ବାଚନ ବାଲଟ ପେପରରେ ସମାପ୍ତ ହୋଇଛି । ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବୈଦ୍ୟୁତିକ ଭୋଟିଂ ମେସିନ (ଇଭିଏମ୍)ର ବ୍ୟବହାର କରାଯାଇପାରେ । ଏନେଇ ରାଜ୍ୟ ନିର୍ବାଚନ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨୮ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଦେଶର ୨୦ଟି ରାଜ୍ୟରେ ୫ ବର୍ଷରୁ କମ୍ ପିଲା ମେଦବହୁଳତାର ଶିକାର
ନୂଆଦିଲ୍ଲୀ: ଦେଶର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର ଆସିଛି । ୨୨ ରାଜ୍ୟରେ ନ୍ୟାଶନାଲ ଫ୍ୟାମିଲି ହେଲ୍ଥ-୫ (ଏନ୍ଏଫ୍ଏଚ୍ଏସ୍) ଏକ ସର୍ଭେ କରିଛି । ଯେଉଁଥିରେ ୨୦ଟି ରାଜ୍ୟରେ ୫…
ରାତିରେ ଆଣ୍ଠୁଆ ଗୋପାଳ ସାଜି ବାବା କରନ୍ତି ଦୁଷ୍କର୍ମ! ସଫେଇରେ କହିଲେ ଏପରି, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣ୍ଡଗିରି ଡୁମଡୁମା ଅଞ୍ଚଳର ନିତାଇଗୌର ଆଶ୍ରମର ବାବା ପ୍ରଫୁଲ୍ଲ କୁମାର ଦାସଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ନେଇ ଜଣେ ମହିଳା ଅଭିଯୋଗ…
ସୁନ୍ଦରତାରେ ରବୀନାଙ୍କୁ ଟକ୍କର ଦିଅନ୍ତି ଝିଅ ରାଶା, ଇନଷ୍ଟାଗ୍ରାମ ରହିଛନ୍ତି ହଜାର ହଜାର ପ୍ରଶଂସକ
ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନ ହଜାର ହଜାର ଫ୍ୟାନଙ୍କୁ ପାଗଳ କରୁଥିଲେ । ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ଏବେବି ସେହି ଚମକ୍ ତାଙ୍କ ପାଖରେ ଦେଖିବାକୁ ମିଳୁଛି । ତାଙ୍କୁ ଦେଖିଲେ କେହି କହିବେନି…
କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଆସୁଛି ଏକ ନୂଆ ଯୋଜନା, କୃଷକଙ୍କ ପାଇଁ ଖର୍ଚ୍ଚ ହେବ ୨୫୦୦ କୋଟି ଟଙ୍କା
ନୂଆଦିଲ୍ଲୀ: ପ୍ରାକୃତିକ ପ୍ରଣାଳୀରେ ଚାଷ କରୁଥିବା କିଷାନଙ୍କ ପାଇଁ ଏକ ଖୁସି ଖବର । ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରୁଛି । ଏହି…
ଝିଆରୀକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରିବାକୁ ଯାଇ ଦାଦାର ଗଲା ଜୀବନ, ହତ୍ୟାକାଣ୍ଡ ପଛରେ ଝିଆରୀ ପ୍ରେମିକଙ୍କ ସଂପୃକ୍ତି ନେଇ ଅଭିଯୋଗ
ରାଜନଗର (ଭାସ୍କର ନ୍ୟୁଜ୍): ପ୍ରେମ ମାନେନା ବନ୍ଧ ବାଡ,ଚିହ୍ନେଁନି ପିତା ମାତା ଭାଇ ବନ୍ଧୁ ,ଜ୍ଞାତିକୁଟୁମ୍ବ । ଏ ସବୁ କିଛି ପ୍ରେମିକ ପ୍ରେମିକାଙ୍କ ଆଖିକୁ ଅନ୍ଧ ପୁଟୁଳୀରେ ଆବଦ୍ଧ କରିଦେଇଥାଏ । ସେହିପରି ଏକ…
୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ ମାଲକାନଗିରି ଏୟାରପୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏୟାରପୋର୍ଟ କାର୍ଯ୍ୟକାରୀ ହେବ । ଏଥିପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଜମି ଓ ୩୩ ଏକର ଜଙ୍ଗଲ ଜମିର ଆବଶ୍ୟକତା…
ପୁରୀ ଈଶାନେଶ୍ୱର ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ଶ୍ରୀମୁକୁନ୍ଦପୁରର ୫୦୦ ବର୍ଷର ପୁରୁଣା ଈଶାନେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଛନ୍ତି…