
Browsing Category
Featured
ରାଶିଫଳ(ବୁଧବାର,୧୧ ମେ,୨୦୨୨)
ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି । ଶାରୀରିକ ରୂପରେ ଆଳସ୍ୟ ହୋଇପାରେ । ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି । ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ ଧ୍ୟାନ ଦେବେ ।…
ଭୁବନେଶ୍ୱରରେ ଖୋଲିଲା ସେନ୍ସୋରି ପାର୍କ, ଦିବ୍ୟାଙ୍ଗ ଶିଶୁମାନେ ପାର୍କର ମଜା ନେଇପାରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଭୁବନେଶ୍ୱରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ…
ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’: କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ଟି ଜିଲ୍ଲାରେ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହୋଇଛି ବାତ୍ୟା ‘ଅସାନି’ । ଖୁବଶୀଘ୍ର ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ…
ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା, ଉଦ୍ଘାଟନର ୩ ଦିନ ପରେ ଭାସିଗଲା ଭସା ପୋଲ
ବେଙ୍ଗାଲୁର: ଉଚ୍ଚ ଜୁଆର ମାଡ଼ରେ ଭାସିଗଲା ଭସା ପୋଲ । ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା । ଉଦ୍ଘାଟନର ୩ ଦିନ ପରେ ଭାସିଗଲା କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରାଯାଇଥିବା ଭସାପୋଲ ନଷ୍ଟ ହୋଇଯାଇଛି । ୧୦୦…
ଗଞ୍ଜାମରେ ଆଇପିଏଲ ବେଟିଂ ସଟ୍ଟା ବଜାର ସକ୍ରିୟ: ବୁକି ମାଲାମାଲ୍, ଟଙ୍କା ହାରି ଜୀବନ ହାରୁଛନ୍ତି ଯୁବପିଢ଼ି
ଗଞ୍ଜାମ, (ଭାସ୍କର ନ୍ୟୁଜ୍) : ଚଳିତ ବର୍ଷ ମାର୍ଚ୍ଚ ୨୬ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି ଆଇପିଏଲ କ୍ରିକେଟ ମ୍ୟାଚ । ଏହା ଆହୁରି ୧ମାସ ଧରି ଚାଲିବ । ଏହି ସୀମିତ ଓଭର ଆଇପିଏଲ ମ୍ୟାଚକୁ ନେଇ ଗଞ୍ଜାମ ସହରରେ କିଛି ବୁକି…
ନୂଆ ଚେହେରା ସହ ନୂଆ ରୂପ ନେବ ରାଜ୍ୟ କଂଗ୍ରେସ, ଖୁବ୍ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ରାଜ୍ୟ କଂଗ୍ରେସର ସଭାପତି ପଦବୀକୁ ନେଇ ଦୀର୍ଘ ଦିନ ହେବ ଲାଗି ରହିଥିବା ବିବାଦର ଯବନିକା ପଡ଼ିବାକୁ ଯାଉଛି । ଖୁବ୍ ଶୀଘ୍ର ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା…
ଆଜି ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଗତି କରିବ ‘ଅସାନୀ’, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରବଳ ବର୍ଷିବା ସହ ୪୦ରୁ…
ନୂଆଦିଲ୍ଲୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ) : ଭୟଙ୍କର ରୂ ପଧାରଣ କରିଥିବା ବାତ୍ୟା ‘ଅସାନୀ’ ଏବେ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ରସ୍ତର ଅତିକ୍ରମ କରିସାରିଛି । ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏନେଇ ଭାରତୀୟ…
କାମ ଦେଲାନି ସୁପର ଜିଆଣ୍ଟସର ସୁପର ପାୱାର: ଲକ୍ଷ୍ନୌକୁ ହରାଇ ପ୍ଲେଅଫରେ ପହଞ୍ଚିଲା ଗୁଜୁରାଟ
ମୁମ୍ବାଇ: ଚଳିତ IPL ସିଜନର ପ୍ରଥମ ଦଳ ଭାବରେ ପ୍ଲେଅଫ ଟିକେଟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮୨ ରନରେ ହରାଇ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିଛନ୍ତି ହାର୍ଦ୍ଦିକ । ଖେଳ ଆରମ୍ଭରୁ…
ବିଦେଶୀ ଅନୁଦାନକୁ ନେଇ ସିବିଆଇ ପଞ୍ଝାରେ ଏନଜିଓ, ଦିଲ୍ଲୀ ସହ ୪୦ ସ୍ଥାନରେ ଚାଲିଛି ରେଡ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ମଙ୍ଗଳବାର କେନ୍ଦ୍ରୀ ଗୃହ ମନ୍ତ୍ରାଳୟର ଅଧିକାରୀ ଏବଂ ବେସରକାରୀ ସଂଗଠନ ଉପରେ ଲାଞ୍ଚ ବଦଳରେ ବିଦେଶୀ ଫଣ୍ଡିଂ ମାମଲାରେ ବଡ଼ ରେଡ ଅଭିଯାନ ଆରମ୍ଭ କରିଛି । ଦିଲ୍ଲୀ, ଚେନ୍ନାଇ,…
ବରଯାତ୍ରୀ ଗାଡି ଓଲଟି ୨୦ ରୁ ଅଧିକ ଆହତ, ମେଡିକାଲରେ ଭର୍ତ୍ତ
ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ପଡିବାରୁ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିତ୍ରକୋଣ୍ଡା ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ…