Browsing Category

Featured

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ସହ ଦକ୍ଷିଣ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଜଣାପଡିଛି । ଆଜି ସକାଳ ୫ଟା…

ଝରିଗାଁ ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ପୀଡିତାଙ୍କୁ ଏତଲା ରଖିଲାନି ପୋଲିସ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ…

ଇଦ୍ ଯୋଗୁଁ ବଢ଼ିଲା ସୁରକ୍ଷା, ହେଲେ ବି ଡ୍ୟୁଟିରୁ ଗାଏବ୍ ହେଲେ ପୋଲିସକର୍ମୀ: ୬୦ ସସପେଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନରେ ପୋଷ୍ଟିଂ ୬୦ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ବ୍ୟତୀତ ସମସ୍ତଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଇଦ୍ ଅବସରରେ…

ନବାବ ମଲିକଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଆଇସିୟୁକୁ ହେଲେ ସିଫ୍ଟ

ମୁମ୍ବାଇ : ଅଣ୍ଡରୱାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଗ୍ୟାଙ୍କ ଓ ସମ୍ପର୍କୀୟଙ୍କ ଠାରୁ ଜମି କିଣିବା ସମ୍ପର୍କିତ ମନି ଲଣ୍ଡ୍ରିଂ କେସ୍‌ରେ ଗିରଫ ହୋଇଥିବା ନବାବ ମଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି । …

ମାଗଣା ଯୁଗ ସରିଲା, ଏଣିକି Twitter ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଅର୍ଥ, ଏଲନ ମସ୍କଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ନମ୍ବରୱାନ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଚର୍ଚ୍ଚାରେ ରହିଛନ୍ତି । ତେବେ ଆଗାମୀ ଦିନରେ ଟ୍ୱିଟର ବ୍ୟବହାରୀକାରୀଙ୍କୁ ଅର୍ଥ ପଇଠ କରିବାକୁ ପଡ଼ିବ ।…

ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା ପାଇଁ ଅଟିଲା ଯାତ୍ରୀବାହୀ ଟ୍ରେନ, ଇଞ୍ଜିନ୍‌ ଛାଡ଼ି ମାତାଲ ଅବସ୍ଥାରେ ମାର୍କେଟ୍ ବୁଲିଲେ ‘କେ ଲୋକ…

ପାଟନା: ଯାତ୍ରୀବାହୀ ଟ୍ରେନ ସମିସ୍ତାପୁରରୁ ସାହସରା ଯିବା ସମୟରେ ହାସନପୁର ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା ପାଇଁ ଏହା କିଛି ସମୟ ପାଇଁ ଅଟକିଥିଲା । ଷ୍ଟେସନରେ ଟ୍ରେନ ଅଟକିବାରୁ ଗାଡ଼ିର ଅତିରିକ୍ତ ଲୋକ…

ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ନାଁରେ ଏତଲା

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କ ନାଁରେ ଏତଲା କରିଛି ପୋଲିସ । ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ତାଙ୍କ ନାଁରେ ଏତଲା ହୋଇଥିବା ଜଣାପଡିଛି । ଅନ୍ୟପଟେ…

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ! ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ…

ତାତିରୁ ମିଳିଲା ତ୍ରାହି: ଆସନ୍ତା ୫ ଦିନ ଯାଏଁ ଝଡ଼ିବର୍ଷା ସମ୍ଭାବନା, ୧୩ଟି ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌) : ତାତିରୁ ମିିଳିଲା ଆଶ୍ବସ୍ତି।  ସମ୍ଭାବ୍ୟ ବାତ୍ୟା ‘ଆସାନୀ’କୁ ନେଇ ସସ୍ପସେନ୍ସ ଲାଗି ରହିଥିବାବେଳେ ଅନ୍ୟପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଳାରେ ଝଡ଼ିବର୍ଷା…

ରାଶିଫଳ(ବୁଧବାର,୦୪ ମେ,୨୦୨୨)

ମେଷ : ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ। ମାନସିକ…