fbpx
Browsing Category

Featured

ଡାକ୍ତରଙ୍କୁ ଆକ୍ରମଣ କରି ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୋର୍ଦ୍ଧାରେ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଆହତ । ଟାଙ୍ଗୀ ସିଏଚସିରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଚିକିତ୍ସାରେ ଅବହେଳା ଅଭିଯୋଗ କରି…

ନବ ଯୌବନ ଦର୍ଶନରେ ଭାବ ବିହ୍ଵଳ ହୋଇ ଗୀତଗୋବିନ୍ଦ ଗାଇଲେ ମୁଖ୍ୟ ପ୍ରଶାସକ, ସେବାୟତ

ପୁରୀ(ଓଡ଼ିଶା ଭାସ୍କର): ସେ ତ ଭକ୍ତର ଦୁଃଖ ସଦାବେଳେ ବୁଝେ , ହେଲେ ଯେତେବେଳେ ନିଜେ ଅସୁବିଧାରେ ପଡେ ଭକ୍ତ ଖୋଜି ବୁଲେ କୁଆଡେ ଗଲେ ମୋ ମହାପ୍ରଭୁ , ସୁସ୍ଥ ହେବେ କେବେ, କେବେ ଦେଖା ମିଳିବ ନବ ଯୌବନ ଦର୍ଶନ। ଏହି ଭିତରେ…

୪ ବାଘ ଛାଲ ଜବତ

କଳାହାଣ୍ଡି ନର୍ଲା ଥାନା ବଫଲାରୁ ଆଉ ୪ ବାଘ ଛାଲ ଜବତ । ରଙ୍ଗାଚରଣ ଭୋଇ ନାମକ ବ୍ୟକ୍ତିଙ୍କ ଘରୁ ୪ ବାଘ ଛାଲ ଜବତ । ସକାଳେ ଜୁନାଗଡ଼ ଜାରିଙ୍ଗି ନିକଟରୁ ୨ଟି ବାଘ ଛାଲ ମିଳିଥିଲା । କାଲି ମଧ୍ୟ କଳାହାଣ୍ଡି ଜିଲ୍ଲାରୁ ୩…

ସୁରଙ୍କ ସରକାରୀ ସ୍କୁଲ ଗୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସର୍ବଦା ନିଜର ଅଲଗା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ପୁଣି ଥରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ପୂର୍ବରୁ ମାଡି ଚାଲ ଗୀତ ଗାଇଥିବା ଜଟଣୀ ବିଧାୟକ…

ବର୍ଷା ପାଇଁ ଜୀବିତ ଲୋକର ଶବ ଯାତ୍ରା!

ଝାବୁଆ: ବର୍ଷା ହେବା ପାଇଁ ଅନେକ ସମୟରେ ଭଗବାନଙ୍କୁ ପୂଜା କରିବା କଥା ଶୁଣିଥାନ୍ତି । କିନ୍ତୁ କେବେ ବର୍ଷା ପାଇଁ ଜୀବିତ ଲୋକର ଶବ ଯାତ୍ରା କରିବା କଥା ଶୁଣିଛନ୍ତି କି? ମଧ୍ୟ ପ୍ରଦେଶ ଝାବୁଆରେ ଦେଖିବାକୁ ମିଳିଛି…

ଆତଙ୍କବାଦ ଲିଙ୍କ ଓ ଦେଶଦ୍ରୋହ ମାମଲାରେ ୧୧ ସରକାରୀ କର୍ମଚାରୀ ବିଦା

ଶ୍ରୀନଗର: ଆତଙ୍କବାଦୀ ଲିଙ୍ଗ ଯୋଗୁଁ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ଗତିବିଧି ସହ ଜଡିତ ସରକାରୀ କର୍ମଚାରଙ୍କୁ ବରଖାସ୍ତ…

ପରିବାର ପିଛା ସରକାରୀ ଚାକିରି; ଜାଣନ୍ତୁ ଖବର ପଛର ସତ୍ୟତା

ନୂଆଦିଲ୍ଳୀ: କରୋନା ସମୟରେ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଇଛନ୍ତି । ଏହାର ସୁଯୋଗ ନେଇ ଏକାଧିକ ନକଲି ୱେବସାଇଟ ସକ୍ରିୟ ହୋଇଛନ୍ତି । ଏହା ସହିତ କିଛି ଅସାଧିୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ଯୋଜନା ତ କେହି କେନ୍ଦ୍ର…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୧୨୦ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ମାଣିଆବନ୍ଧରୁ ବିରଳ ବଜ୍ରକାପ୍ତା ଉଦ୍ଧାର, ଜଙ୍ଗଲରେ ଛାଡ଼ି ଦିଆଗଲା

କଟକ(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ମାଣିଆବନ୍ଧ ରାଶି ପଡ଼ିଆରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏହି ବଜ୍ରକାପ୍ତାଟି ୪ବର୍ଷର ବୋଲି କୁହାଯାଉଛି । ମାଣିଆବନ୍ଧ…

ମୋଦୀଙ୍କ କ୍ୟାବିନେଟର ସବୁଠୁ ଗରିବ ମନ୍ତ୍ରୀ, ରହିଛି କେବଳ ୧୦ ଲକ୍ଷର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ସଂପ୍ରସାରଣ କରିବା ସହ ୪୩ ସାଂସଦ ମନ୍ତ୍ରୀ ହୋଇଛନ୍ତି  । ମନ୍ତ୍ରୀପରିଷଦରେ ୩୬ ନୂଆ ମୁହଁ ସାମିଲ କରାଯାଇଛି । ଯେଉଁଥିରେ ୧୫ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮…