fbpx
Browsing Category

Featured

ରାଶିଫଳ (ସୋମବାର ,୨୮ ଜୁନ ,୨୦୨୧)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…

ବ୍ୟାରିକେଡ୍‌ ଭାଙ୍ଗି ଲୁଟିନେଲେ, କବାଡ଼ିଆରେ ବିକିଦେଲେ; ରାଜଧାନୀରେ ରାଜ୍‌ କରୁଛନ୍ତି ଅସାମାଜିକ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କିଏ କହେ ଆମ ଭୁବନେଶ୍ଵର ଆମ ରାଜଧାନୀ। ଏହାର ସୁରକ୍ଷା ବି ଆମର। ଆଉକିଏ କହେ- ମୋ ଭୁବନେଶ୍ୱର ମୋ ସମ୍ପତ୍ତି.. ମୁଁ ଲୁଟିବି, ବିକି ଖାଇବି! ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଉତ୍ତରପ୍ରଦେଶରେ ୧୦୦ ଟି ସିଟ୍ ପ୍ରତିଦ୍ୱନ୍ଦ୍ୱିତା କରିବ AIMIM

ବିହାର ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ ଏଆଇଏମଆଇଏମ ଏବେ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଯାଉଛି । ଦଳ ୨୦୨୨ ବିଧାନସଭା ନିର୍ବାଚନରେ ୧୦୦ ସିଟ୍ ପାଇଁ ଏହାର ପ୍ରାର୍ଥୀ ଛିଡ଼ା କରିବାକୁ ଯାଉଛି ।…

ପିଏମ୍ କିଷାନ ନିଧିରେ ବଡ଼ ଘୋଟାଲା; ସିଜ୍ ହେଲା ୧୨ ହଜାର ଆକାଉଣ୍ଟ

ଉତ୍ତର ପ୍ରଦେଶ ବିଜନୋରରୁ ଆସିଛି ଏକ ବଡ଼ ଦୁର୍ନୀତି ଅଭିଯୋଗ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଯୋଜନାର ୧୨ ହଜାରରୁ ଅଧିକ ଅଯୋଗ୍ୟ ଖାତାକୁ ଯାଉଥିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କିସ୍ତି ।…

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ବିୟୋଗ ଘଟିଛି । ଏକ ବାଇକ୍ ଦୁର୍ଘଟଣାରେ ମଙ୍ଗରାଜ ପ୍ରାଣ ହରାଇଥିବା ଜଣାପଡ଼ିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା…

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ପୂର୍ବତନ ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ନିଯୁକ୍ତ କରାଯାଇଛି ।…

ନଡ୍ଡାଙ୍କ ଟାର୍ଗେଟରେ ତେଜସ୍ୱୀ: କରୋନା ସମୟରେ କିଛି ଲୋକ କେବଳ ଟ୍ୱିଟ୍ କରୁଥିଲେ

ନୂଆଦିଲ୍ଲୀ (ଓଡିଶା ଭାସ୍କର): ବିଜେପି ସଭାପତି ଜେପି ନଡ୍ଡା ରବିବାର ନାମ ନନେଇ ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ସମାଲୋଚନା କରିଛନ୍ତି । ବିଜେପି କର୍ମୀ ମାନେ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ…

ଏସ୍‌ବିଆଇ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ ସେବା ଆରମ୍ଭ, ୧୦ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ନେଇ ହେବ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଋଣକୁ ଉନ୍ମୋଚନ କରାଯାଇଛି ।…

ଗ୍ରାହକଙ୍କୁ ନିଆରା ଅଫର୍‌ ଦେଲେ ସେଲୁନ୍‌ ମାଲିକ, ଟିକା ନେଇଥିଲେ ମାଗଣାରେ କାଟି ହେବ ଦାଢ଼ି ଓ କେଶ

ବିହାର (ଓଡ଼ିଶା ଭାସ୍କର) : ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାର ଜଣେ ସେଲୁନ୍‌ ମାଲିକ ନିଜ ଗ୍ରାହକଙ୍କୁ ନିଆରା ଅଫର୍‌ ଦେଉଛନ୍ତି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣା କାଟୁଛନ୍ତି । ଦରଭଙ୍ଗା ସହରର…

ବର ପସନ୍ଦ ନୁହେଁ କହି ବିବାହ ବିଧି ଅଧାରୁ ଉଠିଗଲା କନ୍ୟା, ଖାଲି ହାତରେ ଘରକୁ ଫେରିଗଲା ବର, ପଢ଼ନ୍ତୁ ପୂରା ଘଟଣା କ’ଣ…

ଉତ୍ତରପ୍ରଦେଶର (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ମଣ୍ଡପରେ ବର ପସନ୍ଦ ନ ଆସିବାରୁ ସାତ୍‌ ଫେରେ ପୂର୍ବରୁ କନ୍ୟା ବିବାହ କରିବାକୁ ମନା କରିଦେଇଛି । ଏହି…