
Browsing Category
Featured
ଶିକ୍ଷାଗତ ଯୋଗ୍ୟତା ଷଷ୍ଠ, ୧୦୦ରୁ ଅଧିକ ସୁନ୍ଦରୀ ଯୁବତୀଙ୍କୁ ଚୂନା ଲଗାଇଥିବା Fake MBBS ଧରାପଡ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନାମ ତାହାର ପ୍ରଭାସ, ବୟସ ୨୮ ବର୍ଷ । ମାତ୍ର କାମରେ ସେ ଖୁବ୍ ପାରିବାର । ବଡ଼ଘରର ସୁନ୍ଦର ଯୁବତୀଙ୍କୁ କେମିତି ପାଲରେ ପକାଯିବ, କେମିତି ଟଙ୍କା ହଡ଼ପ କରାଯିବ ଏସବୁ କଳା ତାକୁ ବହୁତ ଭଲ…
ଅଟ୍ଟାରୀ ସୀମାରେ ପାକିସ୍ତାନୀ ମହିଳା ଜନ୍ମଦେଲେ ସନ୍ତାନ, ନାଁ ରଖିଲେ ‘ବୋର୍ଡର୍’
ଅମୃତସର: ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଅଟ୍ଟାରୀ ସୀମା ନିକଟରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଖାସ୍ କଥା ହେଉଛି ଉକ୍ତ ମହିଳା ଜଣକ ଅଟ୍ଟାରୀ ସୀମାରେ ସନ୍ତାନ ଜନ୍ମ କରିବା ପରେ ସେ ନିଜ ସନ୍ତାନର ନାଁ "ବୋର୍ଡର୍"…
ଶିଶୁଭବନକୁ ଆମ୍ବୁଲାନ୍ସରେ ନେଲେ କିନ୍ତୁ ଚିକିତ୍ସା କଲେନି: ବିଳମ୍ବିତ ବର୍ଷା ରାତିରେ ଚାଲି ଚାଲି ଶିଶୁଙ୍କୁ ୧୦ କିମି ବୋହିଲେ ବାପା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟ ସରକାର ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଚାଲିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟସେବା ନ ପାଇ ଗରିବ ଲୋକକୁ ୧୦…
ମା’ଙ୍କ ସହିତ ଭିକିଙ୍କ ଘରେ ପହଞ୍ଚିଲେ କାଟ୍ରିନା କୈଫ୍, ଦେଖନ୍ତୁ ଭିଡିଓ
ମୁମ୍ବାଇ: କାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଦୁହେଁ ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଭିକି-କାଟ୍ରିିନା, ରାଜସ୍ଥାନର ୭୦୦ ବର୍ଷ ପୁରୁଣା…
ଦେଶରେ ଓମିକ୍ରନ୍ ଭୟ: ୧୨ରୁ ୧୭ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସରକାରଙ୍କ ବିଚାରବିମର୍ଷ
ନୂଆଦିଲ୍ଲୀ: ଦେଶକୁ ବିଦେଶୀ ଫେରନ୍ତାଙ୍କ ଠାରେ ପଜିଟିଭି ମିଳିବା ଘଟଣା ଭାରତ ସରକାରଙ୍କ ନିଦ ହଜାଇ ଦେଇଛି । ଦେଶର ୧୨୫ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁୁ ଟିକାକରଣ ସରିଥିବାବେଳେ ପିଲାମାନଙ୍କୁ (୧୨ରୁ ୧୫ ବର୍ଷ) ଙ୍କୁ…
ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳୁଛି ୭ ଲକ୍ଷ ଟଙ୍କାର ଜୀବନ ବୀମା
ନୂଆଦିଲ୍ଲୀ: ଇପିଏଫ୍ଓ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ସଦସ୍ୟମାନଙ୍କ ପାଇଁ ଖୁସି ଖବର । କଣ ଆପଣ ଜାଣନ୍ତି କି, ଆପଣ ମାନଙ୍କ ଖାତା ସହିତ ମାଗଣାରେ ୭ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ଉପଲବ୍ଧ ରହିଛି ।…
ବିଧବା ଭାଉଜକୁ ଶଙ୍ଖା, ସିନ୍ଦୂର ପିନ୍ଧାଇ ନିଜର କଲା ଦିଅର, ଛୁଟିଲା ପ୍ରଶଂସାର ସୁଅ
ମନମୁଣ୍ଡା (ଭାସ୍କର ନ୍ୟଜ୍): ଭାଉଜର ମଥାରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧାଇବା ସହ ହିନ୍ଦୁ ବୈଦିକ ରିତୀ ନୀତି ଅନୁଶାରେ ପଡିଲା ହାତଗଣ୍ଠି। ବିଧବା ଭାଉଜକୁ ପତ୍ନୀ ରୂପେ ସାତ ଜନ୍ମ ଜୀବନ ସାଥୀ କଲା ଦିଅର। ଏହି…
ଦେଶରେ କାୟା ବିସ୍ତାର କରୁଛି ଓମିକ୍ରନ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି : କରୋନାର ତୃତୀୟ ଲହର ଆଶଙ୍କ
ନୂଆଦିଲ୍ଲୀ,: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ମହାମାରୀ କରୋନାର ମାରାତ୍ମକ ଭାରିଏଣ୍ଟ "ଓମିକ୍ରନ୍' ଏବେ ଭାରତରେ ବି ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ…
ରାଶିଫଳ(ସୋମବାର,୦୬ ଡିସେମ୍ବର,୨୦୨୧)
ମେଷ - ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ। ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ବଜନଙ୍କ ମନ କିଣି ନେଇପାରନ୍ତି। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି…
ଡିସେମ୍ବର ବିଗ୍ ଅଫର: Hyundai ଗାଡ଼ି ଉପରେ ମିଳୁଛି ଫାଇଦା, ଏମିତି ଉଠାନ୍ତୁ ଲାଭ
ନୂଆଦିଲ୍ଲୀ: ଭାରତର ଅନେକ ବଡ଼ କାର ନିର୍ମାତା କମ୍ପାନୀ ନୂଆ ବର୍ଷରେ କାର୍ ଉପରେ ଆକର୍ଷଣୀୟ ଅଫର ତଥା ଡିସ୍କାଉଣ୍ଟ ମଧ୍ୟ ଦେଇଥାନ୍ତି । ସାଧାରଣତଃ ନୂଆ ବର୍ଷ ଆସିବା ପୂର୍ବରୁ ସେମାନଙ୍କର ପୁରୁଣା ଷ୍ଟକ ଉପରେ ବଡ଼ ଅଫରର…