fbpx
Browsing Category

Featured

ମେହୁଲ ଚୋକସିଙ୍କ ପତ୍ନୀଙ୍କ ବଡ ଅଭିଯୋଗ, ସ୍ୱାମୀଙ୍କ ଗାଏବ ପଛରେ ରହିଛି ସରକାରଙ୍କ ହାତ

ନୂଆଦିଲ୍ଲୀ : ପିଏନବି ବ୍ୟାଙ୍କ ମହାଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକସିଙ୍କ ଗିରଫଦାରୀ ପରେ ତାଙ୍କୁ ଅପହରଣ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା। ଏବେ ତାଙ୍କ ପତ୍ନୀ ଗୁରୁବାର ତାଙ୍କ ସ୍ୱାମୀଙ୍କ ଅପହରଣକୁ ନେଇ ବଡ…

ମଲାଲାଙ୍କୁ ଆକ୍ରମଣ ଧମକ ଦେଲେ ଧର୍ମଗୁରୁ: ନୋବେଲ ବିଜେତାଙ୍କ ବିବାହକୁ ନେଇ ବିବୃତ୍ତି ପରେ ବଢିଛି ବିବାଦ

ନୂଆଦିଲ୍ଲୀ: ନୋବେଲ ବିଜେତା ମଲାଲା ୟୁସୁଫଜାଇଙ୍କୁ ପୁନର୍ବାର ପାକିସ୍ତାନରେ ଧମକ ଦିଆଯାଇଛି। ନିକଟରେ ଏକ ଫ୍ୟାଶନ୍ ମାଗାଜିନ୍ ରେ ବିବାହ ବିଷୟରେ ଦେଇଥିବା ବିବୃତ୍ତି ଯୋଗୁଁ ସେ ବିବାଦକୁ ଆସିଥିଲେ। ତେବେ ଜଣେ…

ଖୁସି ଖବର: ଓଡ଼ିଶାରୁ ଆଜି ୮୨୯୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଜି ଆଉ ୮ ହଜାର ୨୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନାରୁ ସୁସ୍ଥ…

ରାମଦେବ ବାବାଙ୍କୁ କରୋନା ସହ ତୁଳନା କଲେ ରାକ୍ଷୀ, ଜାଣନ୍ତୁ ଆଉ କଣ କହିଲେ…

ମୁମ୍ବାଇ: ବିଗ୍ ବସ-୧୪ ପ୍ରତିଯୋଗୀ ତଥା କଣ୍ଟ୍ରାଭର୍ସି କ୍ୱିନ୍ ଭାବେ ପରିଚିତ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସବୁବେଳେ କୌଣସି ନା କୌଣସି କଥାକୁ ନେଇ ସେ ବିବାଦରେ ରହିଥାନ୍ତି । ପ୍ରାୟ ସମୟରେ…

UAEରେ ମିଳିଥିଲା ମୃତ୍ୟୁ ଦଣ୍ଡ, କୋଟିଏ ଟଙ୍କା ଦେଇ ଜୀବନ ବଞ୍ଚାଇଲେ NRI, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଦୁବାଇରେ ଫସିଥିଲେ ଭାରତୀୟ ଯୁବକ । ଏକ ଦୁର୍ଘଟଣା ଘଟାଇ ଜୀବନ ଚାଲିଯିବା ମାମଲାରେ ସେଠାରେ ତାଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ । ତେବେ ଏତେବଡ଼ ଦଣ୍ଡାଦେଶରୁ ତାଙ୍କୁ ଜଣେ ପ୍ରବାସୀ ଭାରତୀୟ ମୁକୁଳାଇବାକୁ…

‘ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଦ୍ଵାରା ଦୁଷ୍କର୍ମ ବଢୁଛି ‘

ଅଲିଗଡ଼: ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଅନୁଚିତ । ଝିଅମାନେ ପୁଅମାନଙ୍କ ସହ ଘଣ୍ଟା ଘଣ୍ଟା ଗପୁଛନ୍ତି ଏବଂ ପରେ ସେମାନଙ୍କ ସହ ପଳାଇ ଯାଉଛନ୍ତି । ସେମାନଙ୍କ ଫୋନ୍‌ ମଧ୍ୟ ଯାଞ୍ଚ କରାଯାଉନାହିଁ କି, ପରିବାର…

ବିଦେଶ ପଠାଇବା ନାଁ’ରେ ଠକେଇ: ୬ ଟ୍ରାଭେଲ ଏଜେଣ୍ଟଙ୍କ ନାଁରେ ମାମଲା 

ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧରରେ ଏକ ବଡ଼ ଠକେଇ ରାକେଟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଜିଲ୍ଲାର ୬୬ ଜଣ ଯୁବକଙ୍କୁ ନକଲି ନଥିପତ୍ର ଜରିଆରେ ବିଦେଶ ପଠାଇବାର ବ୍ୟବସ୍ଥା ହୋଇଥିଲା । ଏଥିରେ ୬ଟି ଟ୍ରାଭେଲ ଏଜେଣ୍ଟଙ୍କ…

ରେଡ୍ ଫ୍ଲାଗ ରୋଗୀଙ୍କୁ ମିଳୁଛି ସ୍ୱତନ୍ତ୍ର ସେବା, ବିଏମସି ରହିଛି ସଜାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ରେଡ ଏବଂ ଗ୍ରୀନ ଫ୍ଲାଗରେ ଅନ୍ତର୍ଭୁକ୍ତ କରିବା ଫଳରେ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସହାୟକ ହୋଇଛି । ମେ ୧୮ ତାରିଖ ସୁଦ୍ଧା…

ବିଜେପି ନେତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ

ରାଞ୍ଚି: ପ୍ରଥମେ ଗଣଦୁଷ୍କର୍ମ ଆଉ ତାପରେ ନୃଶଂସ ଭାବରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ l ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଝାଡଖଣ୍ଡର ପାଲାମୁ ଜିଲ୍ଲାରେ l ଏହିଭଳି ଏକ ଘଟଣା ର ଶିକାର ହୋଇଛନ୍ତି ଜଣେ ୧୬ ବର୍ଷର…

ବୟସ ୮୫, ସହଜରେ କରୁଛନ୍ତି ୱାଟର୍ ଏରୋବିକ୍; ଜାଣନ୍ତୁ ସେ କିଏ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ମନ ଦୃଢ଼ କର, ହୁଅ ସଫଳ । ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର । ଅର୍ଥାତ ଆପଣଙ୍କ ମନ ଦୃଢ଼ ଥିଲେ ଯେକୌଣସି କାମ କରିବାରେ ଆପଣ ସଫଳ ହୋଇପାରିବେ । ଏପରିକି ବୟସ ବି ଦେଇପାରିବନି…