fbpx
Browsing Category

Featured

ବଢ଼ିବାରେ ଲାଗିଛି କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୦୦୨ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…

ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁ: ମୃତଦେହ ଜବତ କରିବା ସହ ସ୍ୱାମୀକୁ ଅଟକ ରଖିଲା ପୋଲିସ

ବାଲେଶ୍ୱର (ଓଡ଼ିଶା ଭାସ୍କର): ନବ ବିବାହିତା ନାବାଳିକାର ମୃତଦେହକୁ ଶାଶୂଘରୁ ଉଦ୍ଧାର କରିଛି ସଦର ଥାନା ପୋଲିସ । ଏନେଇ ସପନ ବାରିକଙ୍କ ପୁତ୍ର ବିଜୁ ବାରିକ(୧୮)କୁ ପୋଲିସ ଅଟକରଖି ପଚରାଉଚୁରା ଜାରି ରଖିଛି ।…

୩୭.୩୫ ଲକ୍ଷରେ ପହଞ୍ଚିଲା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୩୫ ହଜାର ୯୯୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୩୭ ଲକ୍ଷ ୧୧…

ଚୋରୀ ମାମଲାର ତଦନ୍ତ ବଦଳରେ ଭଗବାନଙ୍କ ଉପରେ ବିଶ୍ୱାସ କଲା ପୋଲିସ, ବାବା ବକ୍ରେଶ୍ୱରଙ୍କ ମନ୍ଦିରରେ ନିୟମ ପୂର୍ବରୁ ମିଳିଲା ଚୋରୀ ଘଣ୍ଟା ଓ…

ଗୋପ(ଓଡ଼ିଶା ଭାସ୍କର): କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ । ପୋଲିସ ମଧ୍ୟ ଭଗବାନଙ୍କ ଉପରେ ବିଶ୍ୱାସ କରୁଛି । ଏପରି ଏକ ଘଟଣା ଘଟିଛି ଗୋପ ଥାନା ଅଞ୍ଚଳରେ । ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ନିୟମ କରିବାକୁ ଦୁଇ…

ଟି-୨୦ ବିଶ୍ୱକପ୍‌: ୟୁଏଇ ଏବଂ ଓମାନରେ ଆୟୋଜନ ହେବ, ଆଗୁଆ ପ୍ରସ୍ତୁତି ପାଇଁ ଆଇସିସିକୁ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍‌ ଆୟୋଜନ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି।କରୋନା ପରିସ୍ଥିତିକୁ ଲକ୍ଷ୍ୟ କରି ଜୁନ ୨୮ ତାରିଖ ମଧ୍ୟରେ ବିଶ୍ୱକପ୍‌…

ସୋମବାରଠୁ ଦିଲ୍ଲୀରେ ଆରମ୍ଭ ହେବ ଅନ୍‌ଲକ୍‌ ପ୍ରକ୍ରିୟା: ଗଢ଼ିବ ମେଟ୍ରୋ, ଯୁଗ୍ମ-ଅଯୁଗ୍ମ ଆଧାରରେ ଖୋଲିବ ବଜାର ଓ ମଲ୍

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ଭାଇରସ୍‌  ସଂକ୍ରମଣ ପ୍ରତିହତ କରିବା ଲାଗି ଏପ୍ରିଲ୍‌ ୧୯ ତାରିଖରୁ ଦିଲ୍ଲୀରେ ଜାରି ହୋଇଥିବା ‘ଲକ୍‌ଡାଉନ୍‌’କୁ ସୋମବାରଠାରୁ କୋହଳ କରାଯିବ । ତେବେ ଅନ୍ୟ କେତେକ କଟକଣା ଜାରି…

ଆଜି ଆସିବେ କେନ୍ଦ୍ରୀୟ ଟିମ, ବାତ୍ୟା ‘ୟାସ୍‌’ରେ ପ୍ରଭାବିତ ୪ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବେ ଟିମ୍

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ଭାସ୍କର) :  ବାତ୍ୟା "ୟାସ୍‌' କ୍ଷୟକ୍ଷତି ଆକଳନ ପାଇଁ ରବିବାର ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବନୱଲଙ୍କ ନେତୃତ୍ୱରେ ଏ ଟିମ୍‌…

ଆଜି ଝଡବର୍ଷା ସହ ବଜ୍ରପାତ ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି,…

ରାଶିଫଳ (ରବିବାର ,୦୬ ଜୁନ ,୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର‌୍ୟ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…

ବଙ୍ଗ ବିଜେପିରେ ତେଜୁଛି ଅଶାନ୍ତି, ରାଜ୍ୟ ମଙ୍ଗୁଆଳ ହଟହଟା

କୋଲକାତା: ସରିଛି ନିର୍ବାଚନ କିନ୍ତୁ ଥମିନି ଅଶାନ୍ତି। ପଶ୍ଚିମବଙ୍ଗ ବିଜେପିରେ ଏଭଳି ଅବସ୍ଥା। ତୃଣମୂଳସ୍ତରରେ କର୍ମୀମାନେ ଖୁବ୍ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ହୋଇଛି। ଦଳର ବରିଷ୍ଠ ନେତୃବୃନ୍ଦ ତଥା ବଡ଼ ପଦବୀରେ ଥିବା…