Browsing Category

Featured

୧୫ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା, ଦାରିଙ୍ଗିବାଡ଼ି ସବୁଠାରୁ ଥଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧିରେ ଧିରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଲାଣି । ରାଜ୍ୟର ୬ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି । ଏହା ସହିତ…

ପୁଣି ବଢ଼ିଲା କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୮୭ ପଜିଟିଭ୍, ପ୍ରାଣ ହରାଇଲେ ୪ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ରେପ୍ ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ମୃତ୍ୟୁଦଣ୍ଡ ପାଇଁ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ହେବା ଯୋଗୁଁ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇବାର ଏକମାତ୍ର ପର୍ଯ୍ୟାପ୍ତ ଆଧାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ଦୁଷ୍କର୍ମ ଓ…

ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ବିଜୟିନୀ ମଲାଲା, ଟ୍ୱିଟରରେ ଶେୟାର କଲେ ଫଟୋ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜଇ । ଏନେଇ ସେ ଟ୍ୱିଟରରେ ଫଟୋ ଶେୟାର କରିଛନ୍ତି । ୨୪ ବର୍ଷୀୟା ମଲାଲା ବାଳିକାଙ୍କ ଶିକ୍ଷାର ଉନ୍ନତି ନେଇ ପାକିସ୍ତାନରେ…

କୁବେର ବାବୁଙ୍କ ସରିଲା ସମ୍ପତ୍ତି ଆକଳନ, ଲିଷ୍ଟ ଦେଖି ଟିମ୍ ବି ଆଶ୍ଚର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସରେ ଫସିଛନ୍ତି କୋଟିପତି ସରକାରୀ ବାବୁ ବା ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ । କାଲିଠାରୁ ଭିଜିଲାନ୍ସ ଚଢ଼ାଉ ପରେ ଆଜିଯାଏଁ ଚାଲିଥିଲା ସମ୍ପତ୍ତିର ଆକଳନ । ପ୍ରତାପ…

Google Chromeକୁ ନେଇ ନୂଆ ଖୁଲାସା: ସତର୍କ ରୁହନ୍ତୁ ଆପଣଙ୍କ ସମସ୍ତ ଗତିବିଧିକୁ କରାଯାଉଛି ଟ୍ରାକ୍

ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲ ଫୋନରେ ଇନଷ୍ଟଲ ହୋଇଥିବା କ୍ରୋମ ବ୍ରାଉଜର ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖୁଛି । ଆପଣମାନେ ହୁଏତ ଏନେଇ ଅଜଣା ଥିବେ ଯେ ଏହି କାର୍ଯ୍ୟ ଆପଣଙ୍କର ବିନା ଅନୁମତିରେ କରାଯାଉଛି ।…

ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଇଁ RBI ଆରମ୍ଭ କରିବ Hackathon: ଆପଣ ଜିତିପାରିବେ ୪୦ ଲକ୍ଷ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ପେମେଣ୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛି । ବିଶ୍ୱସ୍ତରରେ ଆରବିଆଇ ପକ୍ଷରୁ ହାକାଥୋନ୍ ଆୟୋଜିତ କରାଯିବ । ଏହାର ନାମ ରଖାଯାଇଛି…

୯୬ଟି ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଦୁଇଟି ଟିକାକୁ ବିଶ୍ୱବ୍ୟାପୀ ବ୍ୟବହାର ନିମନ୍ତେ ଅନୁମତି ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଅନୁମତି ଦେଇଥିବା ମୋଟ ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି…

NDRFର ନୂଆ ଡିଜି ଭାବେ ଅତୁଲ କରୱାଲଙ୍କୁ ମିଳିଲା ଦାୟିତ୍ବ

ନୂଆଦିଲ୍ଲୀ : ବଦଳିଲେ ଏନ୍‌ଡିଆର୍‌ଏଫ୍‌ ଡିଜି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌) ନୂତନ ଡିଜି ଭାବେ ଗୁଜୁରାଟ କ୍ୟାଡରର ଅତୁଲ କରୱାଲଙ୍କୁ ମିଳିଲା ନିଯୁକ୍ତ। ବରିଷ୍ଠ ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ…

ରାଶିଫଳ(ବୁଧବାର,୧୦ ନଭେମ୍ବର,୨୦୨୧

ମେଷ - ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ । ଉଚିତ୍ ପନ୍ଥା ଗ୍ରହଣ…