Browsing Category

Featured

ରାଶିଫଳ(ଗୁରୁବାର,୧୭ ଜୁନ,୨୦୨୧)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…

ରାଜଧାନୀର ବିଚ୍ ରାସ୍ତାରେ ଓଲଟି ପଡିଲା ପରିବା ବୋଝେଇ ଗାଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ନିକଟସ୍ଥ ପଳାଶୁଣି ଓଭରବିଜ୍ର ନିକଟରେ ଏକ ମାଲବୋଝେଇ ପରିବା ଟ୍ରକ ଓଲଟି ପଡିଛି । ଯାହାଫଳରେ ଗାଡିରେ ବୋଝେଇ ହୋଇଥିବା କାଙ୍କଡ ଗୁଡିକୁ ଏଣେତେଣେ ହୋଇ ପଡିଥିଲା । ଏହାକୁ ଦେଖି…

ଗର୍ଭବତୀ ମହିଳାଙ୍କ ପାଇଁ କରୋନାର ଦ୍ୱିତୀୟ ଲହର ଥିଲା ଅଧିକ ବିପଜ୍ଜନକ: ICMR

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ, କରୋନା ଭାଇରସର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ନିକଟରେ ସନ୍ତାନ ପ୍ରସବ କରାଇଥିବା ମହିଳାମାନଙ୍କ…

ଦେଶରେ ୨ ହଜାର ୩୩୦ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୩୩୦ ଜଣଙ୍କ…

ଏମ୍ସର ନବମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସରେ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଲ୍ଡିଂ ୯ ମହଲାରେ ଅଗ୍ନିକାଣ୍ଡ ଘଟିବାରୁ ସେଠାକୁ ତୁରନ୍ତ ୨୨ଟି ଦମକଳ ପଠାଯାଇଥିଲା ।…

କମୁନି ମୃତ୍ୟୁସଂଖ୍ୟା: ଆଜି ୩୯ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ କିଛି ଫରକ୍ ପଡୁନି । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ…

ରାଜ୍ୟରେ ଆଜି ୩,୬୩୧ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୁ ଯୋଗୁଁ ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଭାବ ପଡିଛି । ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରୁନଥିବାରୁ ଘରେ ରହି ପାଠ ପଢୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ…

ପୂର୍ବ ଶତ୍ରୁତାରୁ ଗୁଳି ଓ ବୋମାମାଡ: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ କାମାଖ୍ୟାନଗରରେ ପୂର୍ବ ଶତ୍ରୁତାରୁ ଗୁଳି ଓ ବୋମାମାଡ ହୋଇଥିବା ସୂଚନା ମିଳିଛି । ଏହି ଗୁଳିମାଡରେ ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨…

ବର୍ତ୍ତମାନ ସୁଦ୍ଧା ୭୩୦ ଡାକ୍ତରଙ୍କ ଜୀବନ ନେଲାଣି କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍…