Browsing Category
Featured
କୋଭିଡ ପରବର୍ତ୍ତୀ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପରାମର୍ଶ, ଜାଣନ୍ତୁ କ’ଣ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ଏହା ସହ କୋଭିଡ ପରବର୍ତ୍ତୀ ସମସ୍ୟାର ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଆଜି…
ସାବିତ୍ରୀରେ ମା’ ଓ ରଜରେ ଆଖି ବୁଜିଲେ ବାପା, ମହାମାରୀ ଉଜାଡ଼ି ଦେଲା ସଂସାର
ସମ୍ବଲପୁର(ଓଡ଼ିଶା ଭାସ୍କର): ହଜାର ହଜାର ଜୀବନ ନେଲାଣି କରୋନା । ଶହ ଶହ ପରିବାର ଉଜାଡ଼ି ଦେଲାଣି ମହାମାରୀ । କାହିଁ କେତେ ଛୁଆଙ୍କୁ କରିଦେଲାଣି ଅସହାୟ । କାହାକୁ ମିଳୁନି ମୁଠାଏ ଖାଦ୍ୟ ଓ ଆଉ କାହାକୁ ମିଳୁନି ବଞ୍ôଚବାର…
ବିଶ୍ୱର ପ୍ରସିଦ୍ଧ ୫ଟି ଚକୋଲେଟ୍ ମ୍ୟୁଜିୟମ୍; ଜାଣନ୍ତୁ ଏହା କେଉଁଠାରେ ରହିଛି ..
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱରେ ଅନେକ ମ୍ୟୁଜିମ୍ ଅଛି । ଏହାର ନାମ ଆସିବା ମାତ୍ରେ ଲୋକମାନେ ବହୁ ପୁରୁଣା ଫଟୋ ଓ ପେଣ୍ଟିଙ୍ଗ୍ ସହ ଅନ୍ୟାନ୍ୟ ଜିନିଷ ଭାବି ଦିଅନ୍ତି । ଏନେଇ ଲୋକମାନେ ମ୍ୟୁଜିମ୍ ଯିବା…
ଟ୍ୱିଟର ପରେ ଇନଷ୍ଟାଗ୍ରାମ ବିରୋଧରେ FIR, ଖୁବଶୀଘ୍ର ପଠାଯିବ ନୋଟିସ୍
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ପରେ ଏବେ ଫଟୋ-ଭିଡିଓ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ପାଇଁ ବିପଦ ବଢିଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଟିମ୍ ଏକ ବଡ କାର୍ଯ୍ୟାନୁଷ୍ଠାନ ସହ ଇନଷ୍ଟାଗ୍ରାମ…
ଇନଷ୍ଟାଗ୍ରାମରେ ତ୍ରୁଟି ବାହାର କରି ୨୨ ଲକ୍ଷ ପୁରସ୍କାର ପାଇଲେ ଯୁବ ହ୍ୟାକର
ମୁମ୍ବାଇ: ଇନଷ୍ଟାଗ୍ରାମରେ ତ୍ରୁଟି ବାହାର କରି ୨୨ ଲକ୍ଷ ପୁରସ୍କାର ପାଇଛନ୍ତି ଜଣେ ଭାରତୀୟ ହ୍ୟାକର । ମହାରାଷ୍ଟ୍ର ସୋଲାପୁରର ଯୁବ ହ୍ୟାକର ମୟୂର ଫାର୍ଟାଡେ ଇନଷ୍ଟାଗ୍ରାମରେ ଥିବା ଏହି ତ୍ରୁଟିକୁ ଫେସବୁକକୁ ଜଣାଇଥିଲେ…
ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ଟଳିଲେ ୬ ମାଓବାଦୀ
ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରି ସୀମାନ୍ତରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରୁ ଗୋଟିଏ ୭ଟି ବନ୍ଧୁକ ସହ…
ପାକିସ୍ତାନ ସଂସଦରେ ହାଇଭୋଲଟେଜ୍ ଡ୍ରାମା; ଜାଣନ୍ତୁ କଣ ହେଲା..
ଦିଲ୍ଲୀ: ପାକିସ୍ତାନ ସଂସଦରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୋଭା ପାଉ ନାହିଁ । ଆପଣ ଦେଖିଲେ ଭାବିବେ ଯେ ତାହା ସଂସଦ ନା ଚିଡ଼ିଆଖାନା । ନା ଥିଲା ଶୃଙ୍ଖଳା ନା ଥିଲା ଶାନ୍ତି…
ପ୍ରେମରେ କଣ୍ଟା ସାଜିଲା ସରକାରୀ ଚାକିରି, ହତାଶ ପ୍ରେମିକ ଉଠାଇଲେ ବନ୍ଧୁକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ସେ ଝିଅ ମୋତେ ଭଲ ପାଉଥିଲା । ଯଦି ପ୍ରମାଣ ଦରକାର, ତେବେ ମୋବାଇଲ ଦେଖନ୍ତୁ, ସେଥିରେ ସବୁ ଅଛି । ଝିଅ ଧୋକ୍କା ଦେଲା ବୋଲି ମୁଁ ଏହି କାରନାମା କରିନାହିଁ । ଆମେ ଦୁଇଜଣ ଏକା ଜାତିର ଆଉ…
ପୁଣି ଫେରିବ ‘ପବିତ୍ର ରିସ୍ତା’; ଜାଣନ୍ତୁ ମାନବଙ୍କ ଭୂମିକାରେ କିଏ….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକତା କପୁରଙ୍କ ଲୋକପ୍ରିୟ ଟିଭି ସିରିଏଲ "ପବିତ୍ର ରିସ୍ତା'ର ସିକ୍ୱେଲର ଖବର ଗତବର୍ଷ ଠାରୁ ଚର୍ଚ୍ଚା ହେଉଛି । ଏହି ସିରିଏଲ ୧୨ ଜୁନ ୨୦୨୧କୁ ୧୨ ବର୍ଷ ପୂରଣ କରିଛି । ଏହାକୁ ମନେ ପକାଇ…
ଆଂଶିକ ଲକଡାଉନରେ ରାଜଧାନୀରେ କ’ଣ ଖୋଲା ଆଉ କ’ଣ ବନ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୪ ଦିନିଆ ଆଂଶିକ ଲକଡାଉନ୍ ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ ୫ଟାରୁ ଆସନ୍ତା ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହା ଜାରି…