Browsing Category
Featured
ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ:ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର କ୍ରମାଗତ ବିଜୟ
ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପରେ କ୍ରମାଗତ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ୧୫୫ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୩ ଓଭର ପୂର୍ବରୁ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଷ୍ଟ୍ରେଲିଆ…
୨ ବର୍ଷର ଶିଶୁ ଉପରେ ଚଢିଗଲା ବସ୍; ଚମ୍ପଟ ମାରିଲା ଡ୍ରାଇଭର
ନୂଆଦିଲ୍ଳୀ: ଦୁଇ ବର୍ଷର ବାଳିକା ଉପରେ ଚଢିଗଲା ସ୍କୁଲ ବସ୍ । ବସ ଚଢିଯିବା ଫଳରେ ଘଟଣାସ୍ଥଳରେ ଶିଶୁଟିର ପ୍ରାଣହାନି ଘଟିବା କାରଣରୁ ଡ୍ରାଇଭର ଚଳନ୍ତା ଗାଡିରେ ୧୨ ଶିଶୁଙ୍କୁ ଛାଡି ଫେରାର ହୋଇ ଯାଇଥିଲା । ମଧ୍ୟପ୍ରଦେଶର…
ଷଷ୍ଠ ସନ୍ତାନର ବାପା ହେବେ ରୋନାଲ୍ଡୋ: ଗାର୍ଲଫ୍ରେଣ୍ଡ ଜନ୍ମ ଦେବେ ଜାଆଁଳା ସନ୍ତାନ
ନୂଆଦିଲ୍ଳୀ: ମାଞ୍ଚେଷ୍ଟର ୟୁନାଇଟେଡ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ ଷଷ୍ଠ ଥର ପାଇଁ ପିତୃତ୍ୱ ଲାଭ କରିଛନ୍ତି । ନିଜ ଗର୍ଲଫ୍ରେଣ୍ଡ ଜର୍ଜିଆନା ରଡ୍ରିଗ୍ୱେଜ ଜାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଥିବା ନେଇ ସେ ଘୋଷଣା…
ଜାଆଁଳା ଶିଶୁର ପିତା-ମାତା ହେଲେ ଦୀନେଶ କାର୍ତ୍ତିକ-ଦୀପିକା ପାଲିକଲ୍
ନୂଆଦିଲ୍ଲୀ: ଜାଆଁଳା ଶିଶୁର ମାତା ପିତା ହୋଇଛନ୍ତି କ୍ରୀଡାବିତ୍ ଦମ୍ପତ୍ତି ଦୀନେଶ କାର୍ତ୍ତିକ ଓ ଦୀପିକା ପାଲିକଲ୍ । ପୂର୍ବତନ ଭାରତୀୟ କ୍ରିକେଟର ଦୀନେଶ କାର୍ତ୍ତିକ ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ପିତୃତ୍ୱ ନେଇ ଘୋଷଣା…
୨୯ ବର୍ଷରେ କ୍ରିକେଟ ଛାଡିଲେ ଏହି ସୁନ୍ଦରୀ; ଜିତି ସାରିଛନ୍ତି ବିଶ୍ୱକପ
ନୂଆଦିଲ୍ଲୀ: ମାତ୍ର ୨୯ ବର୍ଷ ବୟସରେ କ୍ରିକେଟଚ ଛାଡିଛନ୍ତି ଫ୍ରାନ ୱିଲସନ । ୨୦୧୭ରେ ୱିଲସନ୍ ଇଂଲଣ୍ଡ ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଥିଲେ ମଧ୍ୟ ଘରୋଇ କ୍ରିକେଟ…
ବିଜେଡ଼ିରୁ ବିଦା ହେଲେ ଶୈଳେସ ଡାନି; ଜାଣନ୍ତୁ କଣ ରହିଛି କାରଣ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡିରୁ ବିଦା ହୋଇଛନ୍ତି ଶୈଳେସ ଡାନି । ସମ୍ବଲପୁର ବିଜୁ ଜନତା ଦଳର ସଦସ୍ୟ ରହିଥିବା ଡାନିଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ତୁରନ୍ତ…
Sunrisers ସହ ସମ୍ପର୍କ ଛିନ୍ନ କଲେ ୱାର୍ଣ୍ଣର: ନିଲାମୀରେ ହେବେ ସାମିଲ
ନୂଆଦିଲ୍ଳୀ: ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡେଭିଡ ୱାର୍ଣ୍ଣର ନିଜର ପୂର୍ବ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି । ବିଗତ ସିଜିନରେ ୱାର୍ଣ୍ଣରଙ୍କୁ…
ମାଗଣାରେ ମିଳିବ ୫ ଲକ୍ଷର BITCOIN; ଜାଣନ୍ତୁ କଣ ରହିଛି ପ୍ରସେସ୍
ନୂଆଦିଲ୍ଳୀ: ଡିଜିଟାଲ କରେନ୍ସି ବିଟକଏନ ଆଜିର ଯୁବପିଢିଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ । ବର୍ତ୍ତମାନ ବିଟକଏନର ମୂଲ୍ୟ ୫୯ ହଜାର ଡଲାର ଉପରେ ରହିଥିବା ବେଳେ ଏଥିରେ ନିବେଶ ପାଇଁ ଯୁବପିଢିଙ୍କ ମଧ୍ୟରେ ଲାଗିଛି…
ପାକିସ୍ତାନ ଜିନ୍ଦାବାଦ ନାରା ପଡିଲା ମହଙ୍ଗା: ଦେଶଦ୍ରୋହ ମାମଲା ରୁଜୁ କଲା ପୋଲିସ, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ କଲେଜ ଛାତ୍ର ଓ କର୍ତ୍ତୃପକ୍ଷଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ପୋଲିସ୍ । ଭାରତ ପାକିସ୍ତାନ ବିଶ୍ୱକପ ମ୍ୟାଚରେ ଭାରତର ପରାଜୟ ପରେ ଏହି ଛାତ୍ରଛାତ୍ରୀ ମାନଙ୍କ ସହିତ…
ଓଡ଼ିଶା ଓପନକୁ ମିଳିଲା BWF ସ୍ୱୀକୃତି: ଏହି ତାରିଖରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟର ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ମିଳିଛି ଅନ୍ତର୍ଜାତୀୟ ସ୍ୱୀକୃତି । ଓଡ଼ିଶା ଓପନ ବ୍ୟାଡମିଣ୍ଟନ ସୁପର-୧୦୦ ସିରିଜକୁ ନିଜ…