Browsing Category

Featured

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମ୍ୟାଲେରିଆରେ ଆକ୍ରାନ୍ତ, ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ ୨୫/୧୦: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବଙ୍ଗ ଭବନରେ ଗେଷ୍ଟ ହାଉସରେ ଚିକିତ୍ସା ଚାଲିଥିଲା । ସୋମବାର ସନ୍ଧ୍ୟାରେ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟବସ୍ଥା…

ପେଟ୍ରୋଲର ମହଙ୍ଗା ମାଡରୁ ମୁକ୍ତି; ୪ ଘଣ୍ଟାରେ ଦୁଇ ଚକିଆ ଯାନକୁ ବନାନ୍ତୁ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଳୀ: ପେଟ୍ରୋଲର ଦର ୧୦୦ ପାର କରିଥିବା ବେଳେ ଏହାକୁ ନେଇ ଅତ୍ୟନ୍ତ ଅସୁବିଧାରେ ପଡୁଛନ୍ତି ସାଧାରଣ ବର୍ଗର ଲୋକ । ତେବେ ଏହାର ଏକ ସରଳ ସମାଧାନ ବାହାର କରିଛି ଏକ ଷ୍ଟାର୍ଟଅପ୍ । ଜୁନିକ୍ ରେଟଫୋର୍ଟ ନାମକ ଏହି…

ଲଞ୍ଚ ପୂର୍ବରୁ ମିଳିଲା JioPhone Nextର ଝଲକ, ଜାଣନ୍ତୁ ଏହି ଶସ୍ତା 4G ସ୍ମାର୍ଟଫୋନର ଫିଚର

ନୂଆଦିଲ୍ଲୀ: JioPhone Next ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ଫୋନକୁ Googleର ସହଭାଗିତାରେ ତିଆରି କରାଯାଉଛି । ଏହି ଶସ୍ତା ଏବଂ ସୁଲଭ ୪ଜି ସ୍ମାର୍ଟଫୋନ ଭାରତରେ ଦୀପାବଳି ଅବସରରେ ଲଞ୍ଚ ହେବ । ତେବେ…

ରିଲଜ୍ ହେଲା ‘ସତ୍ୟମେବ ଜୟତେ’ର ଟ୍ରେଲର, ଦୁର୍ନୀତି ବିରୋଧରେ ଲଢ଼ିବେ ଜନ୍

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ସତ୍ୟମେବ ଜୟତେ’ର ଟ୍ରେଲର । ବଲିଉଡ୍ ଅଭିନେତା ଜନ ଆବ୍ରାହମ ଅଭିନୀତ ଏହି ଫିଲ୍ମକୁ ଫ୍ୟାନ ମାନେ ଅପେକ୍ଷା କରିଛନ୍ତି । ଫିଲ୍ମ ନଭେମ୍ବର ୨୫ରେ ରିଲିଜ୍ ହେବାକୁ ଥିବାବେଳେ,…

ମହିଳା କର୍ମୀଙ୍କ ପାଇଁ ଖୁସିଖବର: ମାସକୁ ମିଳିବ ୨ ଦିନର ଛୁଟି, ପଇସା ବି କଟିବନି

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ମହିଳା କର୍ମଚାରୀଙ୍କୁ ମାସକୁ ଦୁଇ ଦିନର ଅତିରିକ୍ତ ଛୁଟି ପ୍ରଦାନ ପାଇଁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହିତ ଏହି ଅତିରିକ୍ତ ଛୁଟି ପାଇଁ…

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବଢ଼ିଚାଲିଛି ଧଳା ଜହର କାରବାର । ସୋମବାର ଭୁବନେଶ୍ୱର ଏୟାରଫିଲଡ୍ ଅଂଚଳରୁ ଜବତ ହୋଇଛି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର । ମାମଲାରେ ଏୟାରଫିଲଡ୍ ଥାନା ହାଇଟେକ ସୁନ୍ଦରପଦା ଛକରୁ ଜଣେ ଯୁବକଙ୍କ…

ଫିଲ୍ମରେ କାମ ଦେବା ବାହାନାରେ ବନାଇଲେ ପର୍ଣ୍ଣ ଭିଡିଓ, ବ୍ଲାକମେଲ ପରେ ଥାନାରେ ମାମଲା

ଫିଲ୍ମରେ କାମ ଦେବା ବାହାନାରେ ମଡେଲଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ । ଉତ୍ତର ପଦେଶ ରାଜଧାନୀ ଲକ୍ଷେ୍ନø ରେ ଜଣେ ମଡେଲଙ୍କୁ ୱେବ ସିରିଜ୍ କାମ ଦେବାକୁ କହି ଅଶ୍ଲୀଳ ଭିଡିଓ କରି ଭାଇରାଲ କରିବା ମାମଲା ସାମ୍ନାକୁ ଆସିଛି ।…

କେରଳ ପରେ ୟୁପିରେ ଜିକା ଭାଇରସ ଚିହ୍ନଟ, ଜାଣନ୍ତୁ କେତେ କ୍ଷତିକାରକ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ କ୍ଷତିକାରକ ଭାଇରସ୍ ଚିନ୍ତା ବଢ଼ାଇଲାଣି । କେରଳ ପରେ ଏବେ ଉତ୍ତରପ୍ରଦେଶ ବି ଜିକା ଭାଇରସର ମାମଲା ସାମ୍ନାକୁ ଆସିବାରେ ଲାଗିଛି ।…

ୱାଙ୍ଖେଡେଙ୍କ ଜାତିକୁ ନେଇ ନୱାବ ମଲିକଙ୍କ ପ୍ରଶ୍ନ; ପ୍ରେସମିଟରେ ଉତ୍ତର ରଖିଲେ NCB ଡିରେକ୍ଟର

ନୂଆଦିଲ୍ଳୀ: ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନ ଖାନ ଗିରଫଦାରୀକୁ ନେଇ ୱାଙ୍ଖେଡେଙ୍କୁ ନିୟମିତ ଆକ୍ରମଣ କରିବାରେ ଲାଗିଛନ୍ତି ଏନସିପି ମନ୍ତ୍ରୀ ନୱାବ ମଲିକ୍…

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ଆଗେଇଛନ୍ତି ସରକାର । ୱାର୍ଡ ପୁନର୍ଗଠନ, ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାମାନମାନଙ୍କୁ ଚିଠି…