Browsing Category
Featured
ଦଶହରା ମେଳା ହେଲା କାଳ: ବୋଲେରୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଆହତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଆପାଣି ଥାନା ଅନ୍ତର୍ଗତ କାଟେଣୀ ରେଙ୍ଗାଲି ରାସ୍ତା କଡ଼ ସୁରକ୍ଷା ସିମେଣ୍ଟ ବାଡ଼ରେ ଏକ ବୋଲର ଦୁର୍ଘଟଣା ଘଟି କରଡ଼ାଗାଡ଼ିଆ ଗ୍ରାମର ଦୁଇ ପରିବାରରୁ ଜଣେ ମୃତ , ପାଞ୍ଚଜଣ ଗରୁତର ଆହତ…
ମମିତା ମେହେର ହତ୍ୟା ମାମଲା; ମନ୍ତ୍ରୀଙ୍କ ସୁପାରିଶରେ ଟଙ୍କା ମିଳୁଥିବା ନେଇ କଂଗ୍ରେସର ଅଭିଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ…
ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସର ୭ ପ୍ରତିଶ୍ରୁତି, ଜାଣନ୍ତୁ କ’ଣ କହିଲେ ପ୍ରିୟଙ୍କା
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶନିବାର ୭ଟି ବଡ଼ ଘୋଷଣା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ବାରାବାଙ୍କୀରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରାକୁ ସବୁଜ ପତକା ଦେଖାଇବା…
ବଲାଙ୍ଗିର ଏସପିଙ୍କୁ ଏନସିପିସିଆରଙ୍କ ନୋଟିସ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାଲିଙ୍ଗ ପବ୍ଳିକ ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲା । ବଲାଙ୍ଗିର ଏସପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ୫ ଦିନ ଭିତରେ ତଦନ୍ତ ସାରି…
BCCI ମହିଳା କ୍ରିକେଟ୍: ମଧୁସ୍ମିତାଙ୍କ ନେତୃତ୍ୱରେ ୨୦ ଜଣିଆ ଓଡ଼ିଶା ଦଳ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିସିସିଆଇ ସିନିୟର ମହିଳା କ୍ରିକେଟ ପାଇଁ ଘୋଷିତ ହୋଇଛି ଓଡ଼ିଶା ଦଳ । ଏଲିଟ୍ ବି ଗ୍ରୁପରେ ରହିଥିବା ଓଡ଼ିଶା ପକ୍ଷରୁ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ…
T-20 World Cup : ଓପ୍ନରରେ ଜିତିଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ଉଦ୍ଘାଟନୀ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ । ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା…
ଟିଭିରେ ଦେଖିବାକୁ ମିଳିବନି ଲଙ୍ଗଳା ମୁକୁଳା ରୋମାନ୍ସ; ନୋଟିସ ଜାରି କଲା PEMRA
ନୂଆଦିଲ୍ଳୀ: ଟିଭି ସ୍କ୍ରିନରେ ଦେଖିବାକୁ ମିଳିବନି ରୋମାଣ୍ଟିକ ସିନ । ଟିଭିରେ ଏଭଳି ଅନ୍ତରଙ୍ଗ ସିନ୍ ନ ଦେଖେଇବା ପାଇଁ ନୋଟିସ ମଧ୍ୟ ଜାରି କରାଯାଇଛି । ତେବେ ଭାରତରେ ନୁହେଁ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ କରାଯାଇଛି…
ବାଲିଘାଟରେ ବୁଲିଲା ଖଣ୍ଡା; ୬ ଆହତ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ମାର୍ଥାପୁରରେ ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ରରେ ଆକ୍ରମଣ ଫଳରେ ୬ ଜଣ ଆହତ । ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ…
ବିବାହର ଦୁଇ ମାସରେ ଦୁଇ ଲକ୍ଷ ଟଙ୍କାରେ ସ୍ତ୍ରୀକୁ ବିକିଲା ନାବାଳକ ସ୍ୱାମୀ
ବିବାହର ଦୁଇ ମାସ ପରେ ନିଜ ସ୍ତ୍ରୀକୁ ବିକିଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରରେ । ଅଭିଯୋଗ ହୋଇଛି ୧୭ ବର୍ଷୀୟ କିଶୋର ତାଙ୍କ ପତ୍ନୀଙ୍କୁ ୫୫ ବର୍ଷୀୟ ଜଣେ ବ୍ୟକ୍ତଙ୍କୁ ବିକି ଦେଇଛନ୍ତି । ସୂଚନା…
୨ ଦିନିଆ ରିମାଣ୍ଡରେ ନିଶା କୁବେର ରଜନୀକାନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରୁ ଗିରଫ ହୋଇଥିବା ନିଶା କୁବେର ରଜନୀକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଆସନ୍ତା ୨୫ ତାରିଖ ଯାଏଁ ଖଲ୍ଲିକୋଟର ରଜନୀକାନ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।…