Browsing Category
Featured
ମହାନବନୀ: କନ୍ୟା ପୂଜନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପାଦ ଧୋଇବା ସହ ନିଜ ହାତରେ ଖୁଆଇଲେ ଭୋଜନ
ଲଖନଉ : ଶାରଦୀୟ ନବରାତ୍ରର ନବମୀ ତିଥିରେ ମୁଖ୍ୟମନ୍ତ୍ରୀ ତଥା ଗୋରଖପୀଠାଧୀଶ୍ୱର ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ ନବନିର୍ମିତ ଅନ୍ନ କ୍ଷେତ୍ର ଭବନରେ ବିଧି ପୂର୍ବକ ପରମ୍ପରା ସହିତ କନ୍ୟା ପୂଜନ କରିଛନ୍ତି । ସେ ମା…
ବିପଜ୍ଜନକ ବ୍ୟକ୍ତି ଓ ସଂସ୍ଥାର ନାମ ପ୍ରକାଶ: ଲିକ୍ ହେଲା Facebookର Secret ଲିଷ୍ଟ
ନୂଆଦିଲ୍ଲୀ: ଫେସବୁକ ପକ୍ଷରୁ ୧୦୦୦ରୁ ଅଧିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ବିପଜ୍ଜନକ ଦର୍ଶାଇ ସେମାନଙ୍କ ନାମ ଘୋଷଣା କରାଯିବା ସହିତ ବ୍ୟାନ କରାଯାଇଛି । ସୋସିଆଲ ମିଡିଆ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କମ୍ପାନୀ…
ଏମ୍ସରେ ମନମୋହନ, ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭେଟିବାକୁ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମନମୋହନ ସିଂହ ବୁଧବାର ସନ୍ଧ୍ୟାରେ ଅଚାନକ ଅସୁସ୍ଥ ହୋଇ ପଡିବାରୁ ଦିଲ୍ଲୀ…
ମହାନବମୀରେ ରାମନବମୀର ଶୁଭେଚ୍ଛା ! ଅଖିଳେଶଙ୍କ ଟ୍ୱିଟ୍ ଉପରେ ବିଜେପିର ଆକ୍ଷେପ, କହିଲା…
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ନେତା ଏବଂ ରାଜନୈତିକ ଦଳ ମଧ୍ୟରେ ଏମିତି ରାଜନୈତିକ ଲଢେଇ ଜାରି ରହିଛି ଯେ, କେବେ କେଉଁ କଥା ପ୍ରସଙ୍ଗ ହୋଇଯିବ ଏବଂ…
କଂଗ୍ରେସରୁ ଇସ୍ତଫା ଦେଲେ ନବୀନ ନନ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ପୂର୍ବତନଚ ବିଧାୟକ ତଥା ଢ଼େଙ୍କାନାଳର ବରିଷ୍ଠ ନେତା ହେଉଛନ୍ତି ନବୀନ ନନ୍ଦ । ଇସ୍ତଫା ନେଇ ଫେସବୁକ୍ ଓ ଟ୍ୱିଟରରେ ସୂଚନା…
ଫାଇନାଲରେ କେବେ ହାରି ନାହିଁ କେକେଆର, କଣ ପୁଣି ଥରେ ଭାଙ୍ଗିବ ଧୋନୀ ଓ ସିଏସକେର ସ୍ୱପ୍ନ ?
ନୂଆଦିଲ୍ଲୀ : ରାହୁଲ ତ୍ରିପାଠୀଙ୍କ ଛକା ଦମରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଏହାକୁ ମିଶାଇ ତୃତୀୟ ଥର କେକେଆର ଫାଇନାଲରେ ପହଞ୍ଚିଛି । ଏବେ ଟାଇଟଲ୍…
ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ୩ ଗିରଫ
କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ୩ ଗିରଫ । ବୋମାମାଡ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ…
ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂତନ ଗାଇଡଲାଇନ୍; ଦୀପାବଳୀ, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଦର୍ଶନ
ପୂରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପ୍ରଶାସନର ପରିବର୍ତ୍ତିତ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନୂତନ ପରିବର୍ତ୍ତିତ ମାର୍ଗଦର୍ଶିକା ଆସନ୍ତାକାଲି ଠାରୁ ଲାଗୁ ହେବ । ତେବେ ଏହି ନୁତନ ଗାଇଡଲାଇନ୍ ଦଶହରା ଉପଲକ୍ଷେ…
କଶ୍ମୀରରେ କର୍ମଚାରୀଙ୍କୁ ଆତଙ୍କୀ ଗୁଳିର ଶିକାର ହେବାକୁ ଦେବେନି ସରକାର, ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ
ଶ୍ରୀନଗର : କଶ୍ମୀର ଘାଟିରେ ଗତ କିଛି ଦିନ ହେବ ଆତଙ୍କୀ ହମଲା ବୃଦ୍ଧି ଘଟିଛି । ଏଥିରେ ସାଧାରଣ ଜନତାଙ୍କ ସହ କର୍ମଚାରୀଙ୍କ ପାଇଁ ଭୟର ମାହୋଲ ସୃଷ୍ଟି ହୋଇଛି । ଗୋଟିଏ ପଟେ କେନ୍ଦ୍ର ଓ ଜମ୍ମୁ-କଶ୍ମୀର ସରକାର…
ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ଲୁଚାଇବାରୁ ୨୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ, ବାପାଙ୍କ ସମେତ ୪ ଅଭିଯୁକ୍ତ ଗିରଫ
ଲଳିତପୁର: ଲଳିତପୁରରେ ଜଣେ ନାବାଳିକାଙ୍କୁ ତାଙ୍କ ବାପାଙ୍କ ସମେତ ଗାଁର ୨୮ ଜଣ ବର୍ଷ ବର୍ଷଧରି ଦୁଷ୍କର୍ମ କରିଆସୁଥିଲେ । ଏନେଇ ନାବାଳିକା ଜଣକ ପୋଲିସ୍ ଷ୍ଟେସନ୍ ରେ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗ ଆଣିଥିଲେ ଯେ,…