fbpx
Browsing Category

Featured

ରାଜଧାନୀରେ ଅଣାୟତ୍ତ କରୋନା, ୬ ଦିନିଆ ଲକଡାଉନ୍ ଘୋଷଣା କଲେ ଦିଲ୍ଲୀ ସରକାର

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେଜ୍ରିୱାଲ ସରକାର ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆଜି କରୋନା ସ୍ଥିତି ସମୀକ୍ଷା କରି…

ଶିକ୍ଷୟତ୍ରୀଙ୍କ ନିଆର ପ୍ରୟାସ; ହେଲମେଟରେ ପଟ୍ଟଚିତ୍ର ଆଙ୍କି ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତ

ଭୁବନେଶ୍ୱର ୧୯ ।୪ (ଓଡିଶା ଭାସ୍କର) : ସଡକ ସୁରକ୍ଷା ପାଇଁ ସରକାର ବିଭନ୍ନ ନିୟମ କରିଛନ୍ତି । ଅନେକ ଲୋକ ଏହି ସଡକ ସୁରକ୍ଷା ପାଇଁ ଜନସଚେତନ କାର୍ଯ୍ୟକ୍ରମ କରିବା ସହ ଲୋକମାନଙ୍କୁ ବୁଝାଉଛନ୍ତି । ଏଭଳି ଏକ ନିଆରା…

ଶ୍ରୀମନ୍ଦିର ସହ ଜଡିତ ୫୦ ଲୋକ କରୋନା ସଂକ୍ରମିତ

ପୁରୀ, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା କାୟା ମେଲାଇଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଏଭଳି ପରିସ୍ଥିତିରେ ଆଜି ପୁରୀ ଶ୍ରୀମନ୍ଦିରରୁ ୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ବିରୋଧୀ ଦଳ ନେତା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, ୧୯ା୪ (ଓଡିଶା ଭାସ୍କର): ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋଭିଡ ଟେଷ୍ଟ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ହୋମ…

ଦିଲ୍ଲୀରେ ବେଲଗାମ କରୋନା: ବଢ଼ିପାରେ କର୍ଫ୍ୟୁ ଅବଧି

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହା ଭିତରେ ଆଉ ଗୁରୁତ୍ୱପୁର୍ଣ୍ଣ ଖବର ଆସିଛି । ଦିଲ୍ଲୀରେ ଲାଗୁ ହୋଇଥିବା ସପ୍ତାହାନ୍ତ କର୍ଫ୍ୟୁର ଅବଧିକୁ…

ମେ’ ୩ ଯାଏ ଭାରତକୁ ବିମାନ ସେବା ବାତିଲ କଲା ହଂକଂ

ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) : ଭାରତ ସହ ବିମାନ ସେବା ସମ୍ପର୍କ ଛିନ୍ନ କଲା ହଂକଂ । ଭାରତରେ ଦ୍ରୁତ ଗତିରେ ବଢୁଥିବା କରୋନା ପାଇଁ ହଂକଂ ସରକାର ଏଭଳି ପଦେକ୍ଷପ ନେଇଛନ୍ତି । ଭାରତକୁ ଅସୁଥିବା ବିମାନ…

ପ୍ରେମ ପାଇଁ ମୁମ୍ବାଇରୁ ଝାଡ଼ଖଣ୍ଡ ଆସି ହଟହଟା ହେଲେ ଯୁବତୀ: ନିର୍ଧୂମ ଛେଚିବା ସହ ଯୁବକ ଲୁଟିନେଲେ ଟଙ୍କା ଓ ଗହଣା

ମୁମ୍ବାଇ, ୧୯ା୪: ପ୍ରେମ ପାଇଁ କିଏ କେତେ କ’ଣ କରୁଛି । ତେବେ ନିଜର ପ୍ରେମକୁ ପାଇବା ପାଇଁ ଜଣେ ଯୁବତୀ ମୁମ୍ବାଇରୁ ଝାଡ଼ଖଣ୍ଡ ଆସି ହଟହଟା ହୋଇଛନ୍ତି । ଯୁବତୀଙ୍କୁ ତାଙ୍କ ପ୍ରେମିକ ମାଡ଼ ମାରିବା ସହ ଟଙ୍କା ଓ ଗହଣା ଲୁଟି…

ମାଗଣାରେ ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଇବ ଇଫକୋ

ନୂଆଦିଲ୍ଲୀ, ୧୯ା୪ (ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଚିକିତ୍ସା ଅଭାବରେ ଅନେକ ଲୋକ ପ୍ରାଣ ମଧ୍ୟ…

ମାସ୍କ ଲଗାଇ ନଥିବାରୁ ପୋଲିସ ଉପରେ ମହିଳାଙ୍କ ନାଲି ଆଖି, କହିଲେ “ମୁଁ ମୋ ସ୍ୱାମୀକୁ କିସ୍ କରିବି କଣ କରିବ…”

ନୁଆଦିଲ୍ଲୀ, ୧୯ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଚେତନତା ରକ୍ଷା କରିବାକୁ ବାରମ୍ବାର ଅପିଲ୍…

ଦେଶରେ ଆଜି ୧୬୧୯ ଜଣଙ୍କ ମୃତ୍ୟୁ, ୨.୭୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯କୁ…