Browsing Category
Featured
ରାଜ୍ୟରେ ଥମୁନି ମହାମାରୀ: ୬୪୯ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଥମୁଥିବାରୁ ସରକାର କଟକଣାକୁ କୋହଳ କରିଛନ୍ତି । ହେଲେ ତୃତୀୟ ଲହରର ଆଶଙ୍କା ଥିବାରୁ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ…
କରୋନା କବଳରେ ଭାରତ: ଦେଶରେ ଦିନକରେ ମୃତ୍ୟୁ ସଂଖ୍ୟା ୩୩୮
ନୂଆଦିଲ୍ଲୀ: ଦେଶରେ ଦିନକରେ ୩୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ରେ ପହଞ୍ଚିଛି । ଏହା ସହିତ ଆକ୍ଟିଭ୍ କେସ୍ ୩ ଲକ୍ଷ ୮୪ ହଜାର ୯୨୧ ରହିଥିବା ବେଳେ…
୫ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ ହୋଟେଲ ମାଲିକ
ଆନନ୍ଦପୁର(ଓଡ଼ିଶା ଭାସ୍କର): କେବଳ ୫ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହୋଟେଲ ମାଲିକ ଓ ପୁଅ ମିଶି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଷିପୁରା ଥାନା ଲକ୍ଷ୍ମୀବଜାରରେ…
କିଏ ହେବ ଗୁଜୁରାଟର ଆଗାମୀ ମୁଖ୍ୟମନ୍ତ୍ରୀ, ରେସ୍ ରେ ୩ଟି ନାମ ଆଗରେ
ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଆଗାମୀ ମୁଖ୍ୟମନ୍ତ୍ରୀ ପିଏ ହେବ ତାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ…
ଆଫଗାନୀଙ୍କ ସେନାଙ୍କ ମୁଣ୍ଡ କାଟି ସେଥିରେ ଉତ୍ସବ ମନେଇଲେ ତାଲିବାନୀ ଆତଙ୍କବାଦୀ, ଭିଡିଓ ଭାଇରାଲ୍
କାବୁଲ: ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନରେ ନିଜର ମନମୁଖୀ ଶାସନ ଚଳାଇଛନ୍ତି । ସତ୍ତାକୁ ଆସିବା ପରେ ସେମାନଙ୍କ କ୍ରୁର ଚେହେରା ଏବେ ସାମନାକୁ ଆସିଛି । ମିଡିଆ ରିପୋର୍ଟ ମୁତାବକ, ତାଲିବାନୀ ମାନେ ଜଣେ ଆଫଗାନୀ…
ପ୍ରେମକୁ କେନ୍ଦ୍ରକରି ଉତ୍ତେଜନା: ଯୁବକଙ୍କ ସହ ବାପା ଓ ଭିଣୋଇକୁ ମରଣାନ୍ତକ ଆକ୍ରମଣ କଲେ ପ୍ରେମିିକାଙ୍କ ପରିବାରଲୋକ
ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍): ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମପଂଚାୟତ ବଡଥାକନ ଗ୍ରାମରେ ଏକ ପ୍ରେମୀ ଯୁଗଳଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଯୁବତୀର ପରିବାର ଆତ୍ମୀୟ ସ୍ୱଜନ ପ୍ରେମୀକକୁ ଧରି ଲହୁ…
ବେକାରୀରେ ଓଡ଼ିଶାର ସ୍ଥାନ ଚତୁର୍ଥ
ନୂଆଦିଲ୍ଲୀ: ଦେଶର ସହରାଞ୍ଚଳ ତଥା ଗ୍ରାମାଂଚଳରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ହାର ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷର ତ୍ରୟମାସରେ ବେକାରୀ ହାର ୭.୮ ପ୍ରତିଶତ ଥିଲା।…
ଇଂଲଣ୍ଡ ଗସ୍ତ ସମାପ୍ତ କରି ଦୁବାଇରେ ପହଞ୍ଚିଲେ ଭାରତୀୟ କ୍ରିକେଟର୍, ୬ ଦିନିଆ କ୍ୱାରେଣ୍ଟାଇନ ପରେ ଟିମ୍ରେ ଯୋଗ ଦେବେ ଖେଳାଳି
ଆବୁଧାବି: ଇଂଲଣ୍ଡ ଗସ୍ତ ସମାପ୍ତ କରି ଫେରିଲେ ଭାରତୀୟ କ୍ରିକେଟ ଦଳ । ଶନିବାର ଦିନ ଏକ ସ୍ୱତନ୍ତ୍ର ଚାର୍ଟର ବିମାନରେ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ,ପେସ୍ ବୋଲର ଯଶପ୍ରୀତ ବୁମରା ଓ ସୂର୍ଯ୍ୟକୁମାର…
ଖୁବ୍ଶୀଘ୍ର ବଜାରକୁ ଆସିବ ଆପଲର ଆଇଫୋନ୍-୧୩ ସିରିଜ ଫୋନ୍, ଅକ୍ଟୋବର ପହିଲାରୁ ଭାରତରେ ଉପଲବ୍ଧ ହେବ
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବଜାରକୁ ଆସିବ ଆପଲର ଆଇଫୋନ୍-୧୩ । ସେପ୍ଟେମ୍ବର ୧୪ ତାରିଖରେ କମ୍ପାନୀ ଏହି ଫୋନ୍କୁ ଲଞ୍ଚ କରିବ ବୋଲି ଜଣାପଡିଛି । ଏହି ଆଇଫୋନ୍ ୧୩ରେ ଫେସ୍ ଆଇଡି ଏବଂ ସେଲଫି କ୍ୟାମେରା ଉପଲବ୍ଧ ହେବ ।…
କରୋନା ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ୍ ଡେଥ୍ ଭାବରେ ଧରାଯିବା: ସରକାରଙ୍କ ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାରା ଦେଶରେ ଭୟର ବାତାବରଣ ଲାଗି ରହିଛି । ପ୍ରତି ମୁହୂର୍ତ୍ତରେ କେହି ନା କେହି ଏଥିରେ ପ୍ରାଣ ହରାଉଛନ୍ତି । ଚୀନରୁ ଉତ୍ପତ୍ତି ହୋଇଥିବା ଏହି ମହାମାରୀ ବିଶ୍ୱରେ ବ୍ୟାପିବାରେ…