Browsing Category

Featured

ରାଶିଫଳ (ମଙ୍ଗଳବାର ,୦୭ ସେପ୍ଟେମ୍ବର ,୨୦୨୧)

ମେଷ - ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ, ମାନସମ୍ମାନ, ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ ରହିବ,…

ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଦିଲ୍ଲୀ ଠାରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧକ୍ଷ ଜଗତପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରି ଦ୍ୱିତୀୟ ବର୍ଷର ରିପୋର୍ଟ…

MONEY HEISTରେ ବିରାଟ କୋହଲି ଓ ବବି ଦେଓଲଙ୍କ ଡୁପ୍ଲିକେଟ; ଦେଖିଲେ ହସି ହସି ଗଡିବେ

ନୂଆଦିଲ୍ଲୀ: ସ୍ପାନିଶ ଥ୍ରୀଲର ୱେବ୍ ସିରିଜ ମନି ହେଇଷ୍ଟ ରିଲିଜ ହେବା ସହିତ ଏହା ଦର୍ଶକଙ୍କ ମନ ମୋହିଛି । ଏହି ସିରିଜର ଅନ୍ତିମ ଭାଗର ପ୍ରଥମ ପାର୍ଟ ନେଟଫ୍ଲିକ୍ସରେ ରିଲିଜ ହୋଇ ଯାଇଛି । ସିରିଜଟିକୁ ଦର୍ଶକ ବେଶ ପସନ୍ଦ…

ଆଉଥରେ ଲଣ୍ଡନ ଜିତିଲା ଭାରତ; ୧୫୭ ରନର ବିଜୟ ସହ ୨-୧ରେ ଆଗୁଆ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟକୁ ୧୫୭ ରନରେ ଜିତି ନେଇଛି ଭାରତ । ୩୬୮ ରନର ପିଛା କରୁଥିବା ଇଂଲଣ୍ଡ ମାତ୍ର ୨୧୦ ରନରେ ସମସ୍ତ ୱିକେଟ ହରାଇବା ସହିତ ୧୫୭ ରନରେ ହାରିଛି । ଏହି ବିଜୟ…

ROOTଙ୍କ ଶିକାର କଲେ ଶାର୍ଦ୍ଦୁଲ; ବିଜୟରୁ ୨ ୱିକେଟ ଦୂରରେ ଭାରତ

ନୂଆଦିଲ୍ଲୀ: ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ହେଉଛି । ଭାରତ ଓ ବିଜୟ ମଝିରେ ପାଚେରୀ ଭଳି ଛିଡା ହୋଇଥିବା ରୁଟଙ୍କୁ ଆଉଟ କରି ଭାରତର ବିଜୟ ଲକ୍ଷ୍ୟ ସୁନିଶ୍ଚିତ କରିଛନ୍ତି ଶାର୍ଦ୍ଦୁଲ ଠାକୁର ।…

ଡିଭୋର୍ସ କେସ ପାଇଁ ଆସି ସ୍ୱାମୀ-ସ୍ତ୍ରୀ ପିଟାପିଟି; ଦେଖନ୍ତୁ ଭାଇରାଲ ଭିଡ଼ିଓ

ବାଲେଶ୍ୱର:ପରିବାର ଅଦାଲତକୁ ଆସି ହାତାହାତିି ହେଲେ ଦମ୍ପତି । ସୋମବାର ପରିବାର ଅଦାଲତ ନିକଟରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉଭୟ ଦମ୍ପତି ହାତ ଉଠାଉଠି ସହ ଗାଳି ଗୁଲଜ କରିବାକୁ ପଛାଇନଥିଲେ ।…

ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ; OJTAA ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଶିକ୍ଷା ବଞ୍ଚାଅ’, ‘କ୍ୟାମ୍ପସ୍ ବଞ୍ଚାଅ’ ଓ ‘ଓଡ଼ିଶା ବଞ୍ଚାଅ’ ଆହ୍ୱାନରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଓ ନିଯୁକ୍ତିର ବୟସସୀମା ୪୨କୁ ବୃଦ୍ଧି କରିବା ଦାବିରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ…

ଏ ସ୍ବାମୀ ସ୍ତ୍ରୀ କୁ ସାବଧାନ ! ସ୍ବାମୀ ପାର୍ଲରରେ କରୁଥିଲା ଗରାଖ ଯୋଗାଡ; ସ୍ତ୍ରୀ ରୁମ୍ ଡାକି ବନାଉ ଥିଲେ ଭିଡ଼ିଓ

ଅନୁଗୋଳ: ସ୍ୱାମୀ-ସ୍ତ୍ରୀ ମିଶି ଚଳାଇଥିଲେ ବଡ ଧରଣର ଦେହ ବେପାର ସହିତ ଲୁଟ କାରବାର । ବଡ଼ବଡ଼ିଆଙ୍କୁ ଟାର୍ଗେଟ୍ କରି ଫେସବୁକରେ ସମ୍ପର୍କ ଯୋଡ଼ୁଥିଲେ । ନିଜର ଭଡା ଘର ରୁମ କୁ ଡାକି ଯୌନ ସମ୍ବନ୍ଧ ରଖୁଥିଲେ ଓ ଏହି…

ଏ ଝିଅ ଏ ଡ୍ରେସ ସବୁ ଖୋଲିପକା; ଏମିତି କହି ଫସିଲେ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ: ଛାତ୍ରୀଙ୍କ ୟୁନିଫର୍ମକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ପ୍ରିନ୍ସିପାଲ । ଗୁରୁଙ୍କୁ ଦେବତା ବୋଲି ଗ୍ରହଣ କରାଯାଉଥିବା ବେଳେ ଗୁରୁଦିବସର ଦିନକ ପରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରିନ୍ସିପାଲ ।…

୧୦୦ ୱିକେଟ କ୍ଲବରେ ବୁମରା ଦ୍ରୁତତମ ଫାଷ୍ଟ ବୋଲର

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ଭାରତୀୟ ସ୍ପିଡଷ୍ଟର ଜସପ୍ରୀତ ବୁମରା । ବୁମରା ନିଜର ୨୪ ତମ ଟେଷ୍ଟରେ ୧୦୦ ତମ ୱିକେଟ ଅକ୍ତିଆର କରିବା ସହିତ କିମ୍ବଦନ୍ତୀ କ୍ରିକେଟର…