Browsing Category
Featured
କିଏ ହୋଟେଲ୍ ବାହାରେ ଶୋଇ ରାତି କାଟିଛି ତ କିଏ ୱାଚମେନ୍ ଭାବରେ କାମ କରିଛନ୍ତି, ଜିରୋରୁ ହିରୋ ହୋଇଛନ୍ତି ବଲିଉଡର ଏହି ଆଗଧାଡ଼ିର ଷ୍ଟାର୍
ମୁମ୍ବାଇ: ବଲିଉଡ୍ ରେ ସଫଳ କ୍ୟାରିୟର୍ ଗଢ଼ିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୂହେଁ । ବିଗତ ଦିନରେ ହଜାର ହଜାର ବଲିଉଡ୍ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଛନ୍ତି । ହେଲେ କାହା ସ୍ୱପ୍ନ ପୂରଣ ହୋଇଛି ତ କିଏ ଖାଲି ହାତରେ…
ଟୋକିଓ-୨୦୨୦: ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ରାକେଶ
ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଚମକ୍ରାର ପ୍ରଦର୍ଶନ ଜାରି ରହିଛି । ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭବିନା ପଟେଲ ପଦକ ସୁନିଶ୍ଚିତ କରି ସାରିଥିବା ବେଳେ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ…
ଗର୍ଭପାତ ପାଇଁ ଆସିଥିଲେ; ଗର୍ଭାଶୟ କାଢିନେଲେ ନକଲି ଡାକ୍ତର
ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଭାବରେ ବିଚାର କରାଯାଇଥାଏ । ତେବେ ବିହାରରେ ଜଣେ ନକଲି ଡାକ୍ତରଙ୍କ କାରଣରୁ ସାରା ଜୀବନ ମାତୃତ୍ୱ ହାସଲରୁ ବଞ୍ଚିତ ରହିବାର କଷ୍ଟ ଭୋଗିବାକୁ ଯାଉଛନ୍ତି ଜଣେ ମହିଳା । ଏପରିକି…
ଶସ୍ତା ହେବ ଏସି କୋଚରେ ଯାତ୍ରା, ଟ୍ରାକରେ ଦୌଡ଼ିବ ଅଧିକ ସିଟଯୁକ୍ତ ଟ୍ରେନ୍
ନୂଆଦିଲ୍ଲୀ: ସେପ୍ଟେମ୍ବର ୬ ତାରିଖରୁ ଭାରତୀୟ ରେଳ ଏକ ଖାସ୍ ଲସି କୋଚ୍ ଯୋଡ଼ାଯିବ । ଏହି ଏସି କୋଚ୍ ର ସ୍ୱତନ୍ତ୍ର ନାମ ବି ରଖାଯାଇଛି । ଏହାର ନାମ ରଖାଯାଇଛି ଏସି-୩ ଟିୟର୍ ଇକୋନୋମୀ । ଏହି କୋଚ୍ ସେପ୍ଟେମ୍ବର ୬…
ରବିନସନଙ୍କୁ ୫ ୱିକେଟ ସଫଳତା; ଇନିଂସ ଓ ୭୬ ରନରେ ହାରିଲା ଭାରତ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବାକ ତୃତୀୟ ଟେଷ୍ଟକୁ ଇନିଂସ ଓ ୭୬ ରନରେ ଜିତି ନେଇଛି ଘରୋଇ ଦଳ । ଲିଡ୍ସରେ ଖେଳା ଯାଇଥିବା ଟେଷ୍ଟକୁ ଜିତି ନେବା ସହିତ ସିରିଜକୁ ୧-୧ରେ ବରାବର କରିଛି ଘରୋଇ ଦଳ ।…
ରୁଷିଆ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ନେଇ ଚୁକ୍ତି କରିଛି ଭାରତ
ନୂଆଦିଲ୍ଲୀ: ଭାରତ ଜରୁରୀକାଳୀନ କ୍ରୟ ଅଧୀନରେ ରୁଷିଆ ନିକଟରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବା ପାଇଁ ଚୁକ୍ତି କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର ସଶସ୍ତ୍ର ବାହିନୀ ପାଇଁ ଏହି ଚୁକ୍ତିନାମା କରାଯାଇଛି,…
୨୦୫୦ ବେଳକୁ ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯିବ: ବିଏମସି କମିଶନର୍
ମୁମ୍ବାଇ: ୨୦୫୦ ବେଳକୁ ନରୀମନ୍ ପଏଣ୍ଟ ଜିଲ୍ଲା ଏବଂ ରାଜ୍ୟ ସଚିବାଳୟ ସହିତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ସମୁଦ୍ରରେ ଲୀନ ହୋଇଯିବ । ଏହିଭଳି କିଛି ଭବିଷ୍ୟବାଣୀ କରିଛନ୍ତି ମୁମ୍ବାଇର ବିଏମସି କମିଶନର ଇକବାଲ୍ ସିଂହ…
ନୀରଜଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ; ସୁନା ପୁଅଙ୍କୁ ସେନାର ଉପହାର
ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ନୀରଜ ଚୋପ୍ରାଙ୍କ ନାମରେ ପୁଣେର ଆର୍ମି ଷ୍ଟାଡିୟମକୁ ନାମିତ କରାଯାଇଛି । ଦେଶର ଏହି ସୁନାପୁଅର ସମ୍ମାନରେ ସେନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ…
ଭାଗ୍ୟ ହେବ ତ ଏମିତି ! ଗାତ ଖୋଳୁ ଖୋଳୁ ଦୁଇ ବର୍ଷରେ ୬ଟି ହୀରା ପାଇଲେ ଚାଷୀ
ଭୋପାଳ: ଯଦି ଆପଣ ଭାଗ୍ୟ ଉପରେ ବିଶ୍ୱାସ କରୁଛନ୍ତି ତେବେ ଏହି ଖବର ଟିକୁ ପଢ଼ନ୍ତୁ । ଗୋଟିଏ କୃଷକକୁ ଖୋଦନ ବେଳେ ମିଳିଲା ୬.୪୭ କ୍ୟାରେଟ୍ ଗୁଣବତ୍ତାର ହୀରା । ଏହି ଖବର ଶୁଣିବାକୁ ମିଳିଛି ମଧ୍ୟପ୍ରଦେଶର ପନ୍ନା…
ପୁଣି ମୋଦୀଙ୍କ ଟାର୍ଗେଟରେ ଦିଦି; ଅଭିଷେକ ଓ ରୁଜିରାଙ୍କୁ EDର ସମନ
ନୂଆଦିଲ୍ଳୀ: ପୁଣି ଥରେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ଇଡି…