Browsing Category

Featured

ସତର୍କ ହେଲେ ଜନତା! ଏହି ସହରର ଜନସାଧାରଣ ନିଜେ ଲାଗୁ କଲେ ଲକଡାଉନ୍, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୨୦ା୪: ସମଗ୍ର ଦେଶରେ କରୋନା ସଂକ୍ରମଣ ଥମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସପ୍ତାହନ୍ତ ସଟଡାଉନ, ଲକଡାଉନ, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଛି ।…

ପୁଣି ବନ୍ଦ ହେବ ରାଜଧାନୀର ସମସ୍ତ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,  ୨୦ ।୪ (ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହରରେ ସ୍ଥିତି ସଙ୍ଗୀନ । ଗତ ବର୍ଷ ପରି ମହାମାରୀ କରୋନାର ପ୍ରଭାବ ଧାର୍ମିକ ଅନୁଷ୍ଠାନ ଉପରେ ପୁଣି ପଡିଛି । ଧାର୍ମିକ ଅନୁଷ୍ଠାନ ଖୋଲିବାର କେଇ ମାସ ନଯାଉଣୁ…

ଭାଇରାଲ୍ ଭିଡିଓ,”ମୋ ସ୍ୱାମୀଙ୍କୁ ମୁଁ କିସ୍ କରିବି..” ଘଟଣାରେ ନୂଆ ଟ୍ୱିଷ୍ଟ: ଗିରଫ ପରେ ସ୍ତ୍ରୀ ମୁଣ୍ଡରେ ଦୋଷ ଲଦିଲା ସ୍ୱାମୀ

ନୂଆଦିଲ୍ଲୀ, ୨୦ ।୪ (ଓଡିଶା ଭାସ୍କର) : ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଗତକାଲି ମାସ୍କ ନ ପିନ୍ଧିଥିବା ନେଇ ଗୋଟିଏ ଦମ୍ପତିକୁ ପୋଲିସ୍ ଗିରଫ କରିଥିଲା । ସେମାନେ କାର୍ ରେ ଯିବା ସମୟରେ…

‘ମୁଁ ଅସଫଳ ହୋଇଗଲି’ କରୋନା ପୀଡିତଙ୍କୁ ସାହାଯ୍ୟ କରିବାରେ: ରିୟଲ ହିରୋ ସୋନୁ ସୁଦ୍

ମୁମ୍ବାଇ ୨୦ ।୪ (ଓଡିଶା ଭାସ୍କର) :  ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ଦ୍ରୁତ ଗତିରେ ମାଡିଚାଲିଛି । ଏହି ସଂକ୍ରମଣକୁ ରୋକିବା କଷ୍ଟ କଷ୍ଟକର ହୋଇ ପଡିଛି । ଏହାର ପ୍ରଭାବରେ ଦେଶର ନେତା ଠାରୁ ଆରମ୍ଭ କରି ଜନତା…

ସପ୍ତାହାନ୍ତ ସଟଡାଉନ୍ ପରେ ରାଜ୍ୟରେ ପୁଣି ଲାଗୁ ହେବ ଲକଡାଉନ୍, ଚିନ୍ତାରେ ଜନସାଧାରଣ

ରାୟପୁର, ୨୦ା୪: ସମଗ୍ର ଦେଶରେ କରୋନାର ସଂକ୍ରମଣ ବଢ଼ି ଚାଲିଛି । ତେବେ ଛତିଶଗଡ଼ରେ କୋଭିଡ୍ ସଂକ୍ରମଣ ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଜିଲ୍ଲାରେ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଲକଡାଉନ ସମୟରେ ମେଡିକାଲ ଓ…

ଚାଲିଥିଲା ଏକାଡେମୀ କାଉନସିଲର୍ ମିଟିଂ, କିରୋସିନି ଢ଼ାଳି ଠିକା କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ସମ୍ବଲପୁର, ୨୦ ।୪ (ଓଡିଶା ଭାସ୍କର) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ଆତ୍ମାହୁତି ଉଦ୍ୟମ । ଏକାଡେମୀ କାଉନସିଲର୍ ବୈଠକ ଚାଲିଥିବା ବେଳେ କିରୋସିନି ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଉକ୍ତ ବ୍ୟକ୍ତି…

ନିର୍ବାଚନ ଆୟୋଗ ଉପରେ କରୋନା ମାଡ, ପଜିଟିଭ୍ ଚିହ୍ନଟ ହେଲେ ସିଇସି ସୁଶୀଲ ଚନ୍ଦ୍ରା

ନୂଆଦିଲ୍ଲୀ ୨୦ ।୦୪ : ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ ଏବେ ନିର୍ବାଚନ ଆୟୋଗ ଉପରେ ମଧ୍ୟ ପଡିଛି । ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଏବଂ ନିର୍ବାଚନ…

ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଶାଳୀଙ୍କୁ ଦୁଷ୍କର୍ମ: ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଗିରଫ ହେଲେ ଭିଣୋଇ

ଜୟପୁର, ୨୦ା୪: ରାଜସ୍ଥାନରେ ଜଣେ ଯୁବକଙ୍କର କଳାକାରନାମା ସାମନାକୁ ଆସିଛି । ଜଣେ ଯୁବକ ନିଜ ଶାଳୀଙ୍କୁ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ ଭାଇରାଲ କରିଛନ୍ତି । ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଯୁବତୀଙ୍କୁ ବାରମ୍ବାର…

ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା , ଏସସିବିରେ ଖୋଲିବ ଆଉ ଦୁଇଟି ଟିକାକରଣ କେନ୍ଦ୍ର

କଟକ ,୨୦ ।୪ (ଓଡିଶା ଭାସ୍କର): କଟକରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଟିକାକରଣ କୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ କଟକ…

ଇନ୍ଦୋର ଚିଡିଆଖାନାକୁ ଯିବେ ନନ୍ଦନକାନନର ୧୩ ଜୀବଜନ୍ତୁ

ଭୁବନେଶ୍ୱର ୨୦ ।୪ (ଓଡିଶା ଭାସ୍କର) :  ମଧ୍ୟପ୍ରଦେଶ ଚିଡିଆଖାନାକୁ ଯିବେ ନନ୍ଦନକାନନରୁ କିଛି ଜୀବଜନ୍ତୁ । ଆଜି ନନ୍ଦନକାନରରୁ ୧୩ ପଶୁପକ୍ଷୀ ମଧ୍ୟପ୍ରଦେଶର ଇନ୍ଦୋର ଚିଡିଆଖାନାକୁ ପଠାଯିବ । ଏମାନଙ୍କ ମଧ୍ୟରୁ ଧଳା…