
Browsing Category
Featured
ଜେଲରେ ଭୟାବହ ଅଗ୍ନିକାଣ୍ଡ; ଜୀଅନ୍ତା ଜଳିଗଲେ ୪୧ କଏଦୀ
ନୂଆଦିଲ୍ଳୀ: ଜେଲର ଚାରିକାନ୍ଥ ମଧ୍ୟରେ ବନ୍ଦ ଥିବା ୪୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଥିବା ଏକ ଜେଲରେ ନିଆଁ ଲାଗିଯିବାରୁ ୪୧ ଜଣ କଏଦୀଙ୍କ ପ୍ରାଣହାନି ଘଟିଛି । ଏହା ସହିତ…
ଆପଣଙ୍କ ମୁଣ୍ଡରେ ରହିଛି ଏତିକି ଟଙ୍କାର ଋଣ; ବଢିଲା ରାଜ୍ୟର ଋଣ ଭାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ମାନିଛନ୍ତି ।…
ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା
କେନ୍ଦୁଝର :ଏବିଭିପି କେନ୍ଦୁଝର ନଗର ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ PDP ବା ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୂତନ…
#SaveTushar ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର; ୭୨ ପ୍ରତିଶତ ଫୁସଫୁସ ଖରାପ, ଚିକିତ୍ସାରେ ଖର୍ଚ୍ଚ ହେବ ୭-୧୦ ଲକ୍ଷ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୟସ ମାତ୍ର୧୩ ବର୍ଷ, ମାତ୍ର ଏଭଳି କୋମଳମତି ବୟସରେ ହସ୍ପିଟାଲ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର ରଞ୍ଜନ ସା । ଘେଁସ ଶିଶୁମନ୍ଦିରରେ ୮ମ ଶ୍ରେଣୀ ରେ ପାଠ ପଢୁଥବା ତୁଷାର ରଞ୍ଜନଙ୍କ…
ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ; ୟୁପି ବିଧାନସଭା ମଇଦାନକୁ ଓହ୍ଲାଇବେ!
ନୂଆଦିଲ୍ଲୀ: ବୁଧବାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ । ବେବୀରାଣୀ ବୁଧବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା…
ମହିଳା IPS ଅଫିସର ଏନ୍ ବି ଭାରତୀ ନିଖୋଜ; ବିଜ୍ଞପ୍ତି ଜାରି କଲେ ସରକାର
ଭୁବନେଶ୍ୱର (ଓଡ଼ିଶା ଭାସ୍କର):୧୯୯୮ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଏନ ବି ଭାରତୀଙ୍କ ପତ୍ତା ମିଳୁନି । ପ୍ରାୟ ୨ ବର୍ଷ ହେବ ସେ କାର୍ୟ୍ୟରେ ଯୋଗ ଦେଇ ନାହାନ୍ତି । ସେ ଛୁଟି ନେଇ ନାହାନ୍ତିକି ମୌଖିକ ଭାବେ…
ରକ୍ତ ଚନ୍ଦନରେ ଲୁଚିଛି ACF ସୌମ୍ୟ ଡେଥ୍ ମିଷ୍ଟ୍ରୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର):ସୌମ୍ୟ ସିଜ୍ କରୁଥିଲେ ଆଉ DFO ଛାଡ଼ି ଦେଇଥିଲେ । ଅଫିସରେ ଅଫିସର୍ ସଚ୍ଚୋଟ ନହେବାକୁ ବାଧ୍ୟ କରୁଥିଲେ କି ? ନହେଲେ କାହିଁକି ଶିମିଳିପାଳ ପାଇଁ ମନ ସ୍ଥିର କରିଥିଲେ ସୌମ୍ୟ ? ଆଉ କାଳ…
ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା ପରେ ଜୀବନ ହାରିଲା ଯୁବକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା କରିବା ପରେ ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛି । ପାରିବାରିକ କଳହକୁ ନେଇ ନିଜ ୧୦ ମାସର ପୁଅକୁ ମଧ୍ୟ…
ସରକାର ମୋତେ ମୃତ୍ୟୁ ଦିଅ; ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବୁଧବାର ଦିନ ଘଟିଯାଇଛି ଏକ ଅଘଟଣ । ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜନୈକ ଯୁବକ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ…
ରବି ଫସଲର MSP ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ; ବୟନ ଶିଳ୍ପ ପାଇଁ ୧୦ ହଜାର କୋଟି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରବି ଫସଲର ନିମ୍ନତମ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବୟନ…