Browsing Category
Featured
ଥମୁନି ମୃତ୍ୟୁସଂଖ୍ୟା! ଆଜି ପୁଣି ରାଜ୍ୟରୁ ୬୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା…
ରେସଲିଂ କ୍ୱାର୍ଟରରେ ବଜରଙ୍ଗ ପୁନିଆ, ଭାରତକୁ ଗୋଲ୍ଡ ଦେବାର ଆଶା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୫ତମ ଦିବସ । ଗୋଟିଏ ପଟେ ଭାରତୀୟ ମହିଳା ହକି ଟିମର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଥିବା ବେଳେ ଅନ୍ୟପଟେ ରେସଲିଂରେ ସାନଦାର୍ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ପୁନିଆ । ରେସଲିଂ…
କଡ଼ା ଟକ୍କର ପରେ ହାରିଗଲା ଭାରତୀୟ ମହିଳା ହକି ଟିମ୍
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୫ତମ ଦିବସ । କଡ଼ା ଟକ୍କର ପରେ ଗ୍ରେଟ୍ ବ୍ରିଟେନଠାରୁ ହାରିଯାଇଛି ଭାରତ । ୪-୩ ଗୋଲରେ ଗ୍ରେଟ୍ ବ୍ରିଟେନ୍ ବିଜୟୀ ହୋଇଛି । ଭାରତୀୟ ମହିଳା ହକି ଟିମର ସଂଘର୍ଷପୂର୍ଣ୍ଣ ପରାଜୟ…
ପୁଣି ଯୁବାବସ୍ଥାକୁ ଫେରିବାକୁ ଚାହୁଁଥିଲେ କରନ୍ତୁ ଆଲକୋହଲ୍ ମସାଜ୍, ଜାଣନ୍ତୁ ଅଦ୍ଭୁଦ ଫାଇଦା
ଅତ୍ୟଧିକ ମଦ୍ୟପାନ କରିବା ଶରୀର ପାଇଁ କ୍ଷତିକାରକ, କିନ୍ତୁ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ବ୍ୟବହୃତ ହୋଇପାରେ । ତ୍ୱଚା ଓ କେଶରେ ମଦର ମସାଜ କରିବା ଦ୍ୱାରା ସେଥିରେ ଚମକ୍ ଆସିଥାଏ । ଏହା ସହ ତ୍ୱଚାରେ ଛୋଟ ଛୋଟ…
ଆଜି ରାଜ୍ୟରେ ୧୨୦୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
SBI YONO ଆପରେ ପର୍ସନାଲ Gold Loan ପାଆନ୍ତୁ କମ୍ ସୁଧରେ, ଜାଣନ୍ତୁ ଏହାର ପ୍ରୋସେସ୍
ନୂଆଦିଲ୍ଲୀ: ଏସବିଆଇର ଡିଜିଟାଲ ପ୍ଲାଟଫର୍ମ ୟୋନୋ (ୟୁ ନିଡ୍ ଓନଲି ୱାନ୍) ମାଧ୍ୟମରେ ଆପଣମାନେ ପର୍ସନାଲ ଗୋଲ୍ଡ ଲୋନ୍ ନେଇପାରିବେ । ବର୍ତ୍ତମାନ କରୋନା ସମୟରେ ସାଧାରଣ ଲୋକେ ବ୍ୟବସାୟ, ଚାକିରିକୁ ନେଇ ଚିନ୍ତିତ…
SCB କୋଭିଡ ହସ୍ପିଟାଲର ୪ ମହଲାରୁ ଖସିପଡି ରୋଗୀ ମୃତ
କଟକ(ଓଡ଼ିଶା ଭାସ୍କର): କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା…
୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍, ଜଣେ ମୃତ
ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ମନ୍ଦିର ଯିବା ବାଟରେ ୨ ମହିଳାଙ୍କ ଉପରେ ମାଡିଯାଇଛି ପିକଅପ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ହିଁ ଜଣେ…
ରାଶିଫଳ(ଶୁକ୍ରବାର,୦୬ ଅଗଷ୍ଟ,୨୦୨୧)
ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…
Flipkart ବିଗ ସେଭିଙ୍ଗ ଡେ ସେଲ ୨୦୨୧, ଏହି ୫ ଫୋନ ଉପରେ ମିଳୁଛି ୧୨ ହଜାର ଯାଏଁ ରିହାତି
ଆରମ୍ଭ ହୋଇଛି ଫ୍ଲିପକାର୍ଟ ବିଗ ସେଭିଙ୍ଗ ଡେଜ ସେଲ ୨୦୨୧ । ଏହି ସେଲ ୫ ଅଗଷ୍ଟଠାରୁ ସମସ୍ତଙ୍କ ପାଇଁ ଆରମ୍ଭ ହୋଇଛି । ଏହି ସେଲ ୯ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ସେଲ ସମୟରେ ମୋବାଇଲ ଫୋନ, ଟିଭି ଉପରେ ବଡ଼ ରିହାତି…