Browsing Category
Featured
ଅଫଗାନ ମାନଙ୍କୁ ଏକେ-୪୭ରେ ମାଡ଼ ମାରୁଛନ୍ତି ତାଲିବାନି ଆତଙ୍କୀ, କାବୁଲ ଏୟାରପୋର୍ଟକୁ ଯିବାକୁ ଦେଉନାହାନ୍ତି
କାବୁଲ: ତାଲିବାନ ମାନେ ପୂରା ଆଫଗାନିସ୍ତାନକୁ ଅକ୍ତିଆରକୁ ନେଇଯାଇଛନ୍ତି । ପୂରା ଦେଶ ଏବେ ଆତଙ୍କବାଦୀଙ୍କ ହାତ ମୁଠାରେ । ଆଫଗାନିସ୍ତାନ ସମ୍ପର୍କିତ ଅନେକ ଭିଡିଓ ଏବେ ସୋସିଆଲ ମିଡିଆେରେ ଭାଇରାଲ୍ ହେଉଛି, ଯେଉଁଥିରୁ…
ଦେଶରେ ପ୍ରଥମ: BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ ହୋଇଛି । ମାଲକାନଗିରି ସଂସ୍କୃତି ଭବନରେ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ମ୍ୟାଲେରିୟା ମଶାର ସନ୍ଧାନ କରିଥିବା ରୋନାଲ୍ଡ ରସଙ୍କୁ କେତେ ଜଣ ଜାଣିଛନ୍ତି? ଅଧ୍ୟୟନ କରୁ କରୁ ନିଜେ ହୋଇଯାଇଥିଲେ ଏହାର ଶିକାର
ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ମଶା ଦିବସ । ମ୍ୟାଲେରିୟା ହେଉଛି ମୌସୁମୀର ସବୁଠୁ ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ । ଏହା ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରାନ୍ତ କରିବାରେ ସକ୍ଷମ । ଏହି…
ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ବିନ୍
ସବୁଜ ପନିପରିବା ଖାଇବାରେ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ । ସେହି ସବୁଜ ପନିପରିବା ମଧ୍ୟରେ ରହିଛି ବିନ୍, ଯାହାକୁ ଖାଇବା ଦ୍ୱାରା…
NEET PG ପାଇଁ ପଞ୍ଜୀକରଣ ଓ ସଂଶୋଧନ ତାରିଖ ବଢ଼ିଲା, କରନ୍ତୁ ଆବେଦନ
ନୂଆଦିଲ୍ଲୀ: ନିଟ୍ ପିଜି ପାଇଁ ରେଜିଷ୍ଟ୍ରେସନ ଓ କରେକସନ ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ଏହି ସମୟ ସୀମା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଆବେଦନକାରୀମାନେ ଅଫିସିଆଲ ୱେବସାଇଟ୍ ntaboard.edu.in…
କିଏ ଏହି ନ୍ୟାୟର ଦେବୀ, ଯିଏ ଆଖିରେ କଳାପଟି ବାନ୍ଧି ହାତରେ ତରାଜୁ ଧରିଥିବା ଦେଖାଯାଏ? ପଢ଼ନ୍ତୁ ପୂରା ଖବର
ଓଡ଼ିଶା ଭାସ୍କର ବ୍ୟୁରୋ: ବାସ୍ତବ ଜୀବନରେ ସମସ୍ତେ ଏହାକୁ ଦେଖି ନଥିବେ, କିନ୍ତୁ ହଁ, ଚଳଚ୍ଚିତ୍ରରେ, ପିଲାଠାରୁ ବୃଦ୍ଧ ପର୍ୟ୍ୟନ୍ତ, ଯେତେବେଳେ ବି କୋର୍ଟ ସହିତ ଜଡିତ ଏକ ଦୃଶ୍ୟ ଆସେ, ସର୍ବପ୍ରଥମେ ଜଣେ ମହିଳାଙ୍କ…
କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ଯୋଗାଇଥାଏ, ଜାଣନ୍ତୁ
କ୍ଷୀରରେ କ୍ୟାଲସିୟମ, ଭିଟାମିନ୍ ଡି, ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ । କ୍ଷୀର ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ହେଉଛି ପ୍ରୋଟିନର ଏକ ମୁଖ୍ୟ ଉତ୍ସ । କ୍ଷୀର…
ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ…
ଏବେ ଆଉ ପୋଲିସ୍ ଆଖିରେ ଧୂଳି ଦେଇପାରିବେନି ଟ୍ରାଫିକ୍ ନିୟମ ଉଲଙ୍ଘନକାରୀ, ଆସିଗଲା ନୂତନ ଚାଲାଣ ନିୟମ: ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ: ପୂର୍ବରୁ ଲାଗୁ ହୋଇଥିବା ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଲୋକ ନିୟମ ଉଲଙ୍ଘନ କରୁଛି ତେବେ ଗାଡ଼ି ଚାଳକଙ୍କ ପାଖକୁ ଚାଲାଣ ପଠାଉଛି ପୋଲିସ୍ । ଏଥିପାଇଁ ପ୍ରମାଣ ସୂରୁପ ଉକ୍ତ ଗାଡ଼ିର ଫଟୋ ମଧ୍ୟ…
ଲଗାତର ତୃତୀୟ ଦିନ ଡିଜେଲ୍ ହେଲା ଶସ୍ତା, ପେଟ୍ରୋଲ ଦାମ୍ ସ୍ଥିର; ଜାଣନ୍ତୁ ଆପଣଙ୍କ ସହରର ତୈଳଦର
ନୂଆଦିଲ୍ଳୀ: ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ତୃତୀୟ ଦିନ ପେଟ୍ରୋଲ୍ ଦାମ୍ ସ୍ଥିର ରହିଥିବା ବେଳେ ଡିଜେଲ୍ ଶସ୍ତା ହୋଇଛି । ଡିଜେଲ୍ ଦର ୧୮ ପଇସାରୁ ୨୦ ପଇସା ହ୍ରାସ ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧୦୧.୮୪…