fbpx
Browsing Category

Featured

ରାଶିଫଳ (ଶୁକ୍ରବାର, ୧୮ ଡିସେମ୍ବର ୨୦୨୦)

ମେଷ -ଆଜି ଦିନଟି ସେନ୍ତାଷଜନକ ଆଜିର କାର୍ଯ୍ୟାବଳୀ ମନେର ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପେଭାଗ କରେିବ । କୌଣସି ଦ୍ୱିଧୋବାଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପେଭାଗ କରନ୍ତୁ ।…

ଆସନ୍ତାକାଲିଠୁ ଖୋଲିବ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ଭୁବନେଶ୍ବରର ରାଜ୍ୟ ଜନଜାତି ସଂଗ୍ରହାଳୟ । ସୋମବାରରୁ ଶୁକ୍ରବାର ଯାଏ ଦିନ ୧୦ରୁ ଅପରାହ୍‌ଣ ୫ଟା ୩୦ ଯାଏ ଖୋଲିବ । ଏକ ସମୟରେ ୧୦ରୁ ଅଧିକ ଲୋକଙ୍କୁ…

ରାଜ୍ୟରେ ୨୨ ଅନଲାଇନ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପରିଶ୍ରମ ପୋର୍ଟାଲ ଆଜି ଲୋକାର୍ପିତ ହୋଇଯାଇଛି । 5T କାର୍ଯ୍ୟକ୍ରମରେ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି…

ରାଜ୍ୟରେ ଆଉ ୩୭୬ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଚୋରି ଶିଶୁପୁତ୍ର ଉଦ୍ଧାର, ୪ ଜଣଙ୍କୁ ବାନ୍ଧିନେଲା ପୋଲିସ

ରାଉରକେଲା,୧୭ ।୧୨(ଓଡିଶା ଭାସ୍କର): ରାଉରକେଲାରେ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦାନପୁରରୁ ପୋଲିସ ଉଦ୍ଧାର କରିଛି । ଚୋରି…

କଏଦୀମାନେ ଜେଲ ଚାରିକାନ୍ଥରୁ ବାହାରି ରୋଜଗାର କରନ୍ତି, ଜାଣନ୍ତୁ ଏକ ଆଦର୍ଶ ଜେଲ ବିଷୟରେ

କଏଦୀ ! ଏଇ ଶବ୍ଦକୁ ଶୁଣିବା ମାତ୍ର ସତେ ଯେମିତି ମନଟା ଏକ ଅନ୍ଧାର ବନ୍ଦ କୋଠରୀ ଭିତରକୁ ଚାଲିଗଲା ପରି ଲାଗେ । କାରଣ ଆମ ସମାଜରେ କଏଦୀମାନଙ୍କ ସ୍ଥାନ ଜେଲର ଚାରିକାନ୍ଥ ଭିତରେ ବନ୍ଧା । କଏଦୀ ଜୀବନ ବିତାଇବାକୁ କିଏ ବା…

ଝାରପଡ଼ା ଜେଲ୍ ଗଲେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓ

ଝାରପଡା,୧୭ ।୧୨(ଓଡିଶା ଭାସ୍କର): ଝାରପଡ଼ା ଜେଲ୍ ଗଲେ ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ଜେଲ୍ ଯାଇଛନ୍ତି ସର୍ବେଶ୍ୱର । ସେ ୧୪ ଦିନ…