fbpx
Browsing Category

Featured

ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ସହ ସମସ୍ତ ଏୟାରଲାଇନ୍ସ ସିଇଓଙ୍କ ଆଜି ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ବେସାମରିକ…

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ଵର,୨୨ ।୧(ଓଡିଶା ଭାସ୍କର): ଝାରପଡା ଜେଲରେ ଥିବା ଚିଟ୍ ଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାଥରୁମ୍ କବାଟ ବନ୍ଦ କରିଇନଭଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା…

ବିଜେଡିକୁ ନେଇ ଦାମଙ୍କ ବଡ ବୟାନ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ବରିଷ୍ଠ ନେତା ଦାମ ରାଉତ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଦାମ କହିଛନ୍ତି ଯେ, 'ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ଆସିଛି । ଜୀବନରେ କେବେ ବି…

ସିଏଏ ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୪ ସପ୍ତାହରେ ଜବାବ ତଲବ

ନୂଆଦିଲ୍ଲୀ,୨୨ ।୧: ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ଏନପିଆର ଉପରେ ଏବେ ରୋକ୍ ଲାଗିବନି । ସିଏଏକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ୨ ମାସ ପାଇଁ ସ୍ଥଗିତାଦେଶ ଦେବାକୁ ଦାବି କରିଛନ୍ତି କପିଲ ସିକଲ ।…

ଶ୍ରମିକଙ୍କ ଉପରେ ମାଡିଗଲା କାର୍: ୨ ମୃତ, ୪ ଗୁରୁତର

ସୁନ୍ଦରଗଡ,୨୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡ ରାଜଗାଙ୍ଗପୁର ରାମାବାହାଲରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । କାରକୁ ଧକ୍କା ଦେଇ ଶ୍ରମିକଙ୍କ ଉପରେ ଆଉ ଏକ କାର ମାଡିଯାଇଛି । ଏହି ଦୁର୍ଘଟଣାରେ ସ୍ଥାନୀୟ…

ସେକ୍ସ ରାକେଟ୍ ଘଟଣାରେ ଆଉ ୨ ଦଲାଲ ଗିରଫ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରୁ ୫ ବାଂଲାଦେଶୀ ଦେହଜୀବୀ ଗିରଫ ହେବା ଘଟଣାରେ ଆଜି ଆଉ ୨ଜଣ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ରାଣୀ ମହୁମାଛିର ମ୍ୟାନେଜର ରାଜୁ ସହିତ ପ୍ରଶାନ୍ତ ପରିଡା ନାମକ…

ଟପ୍ ମାଓନେତା ପାପାରାଓ ମୃତ !

ମାଲକାନଗିରି,୨୨ ।୧(ଓଡିଶା ଭାସ୍କର): ଟପ୍ ମାଓନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତେବେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲା ପାପାରାଓ…

କଟକରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍

କଟକ,୨୨ ।୧(ଓଡିଶା ଭାସ୍କର): ଆଜି ସକାଳୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କଟକ ବଡ ମେଡିକାଲ ଗସ୍ତ କରିଥିଲେ । ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମ ବୁଲି ଦେଖିଥିଲେ ପାଣ୍ଡିଆନ୍ । ୫ଟି…