fbpx
Browsing Category

Featured

ନବୀନ ନିବାସରେ ଆରମ୍ଭ ହେଲା ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୫/୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର…

ଏଣିକି ଏନଏଚ୍ ଉପରେ ନଜର ରଖିବ ସିସିଟିଭି

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ଏଣିକି ଜାତୀୟ ରାଜପଥ ଉପରେ ନଜର ରଖିବ ସିସିଟିଭି । ଏନଏଚରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା…

ଦିଲ୍ଲୀରେ ସରକାର ଗଢିବ ବିଜେପି: ଅମିତ ଶାହା

ନୂଆଦିଲ୍ଲୀ,୫ ।୧: ଦିଲ୍ଲୀରେ ବିଜେପି ବୁଥ୍ କର୍ମକର୍ତ୍ତାଙ୍କୁ ଆଜି ସମ୍ବୋଧିତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଅମିତ କହିଛନ୍ତି ଯେ, ଦିଲ୍ଲୀରେ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଢିବ ।…

ଜେଲ୍ ଗଲେ ନିଲମ୍ବିତ ଆଇଏଏସ୍ ବିଜୟ କେତନ

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ଲାଞ୍ଚ ନେବା ଅଭିଯୋଗରେ ଜେଲ ଗଲେ ନିଲମ୍ବିତ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଜୟ । ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଘଟଣାରେ ସେ ଗିରଫ…

ଗୋରଖପୁରରେ ISIS ଆତଙ୍କବାଦୀ

ୟୁପି,୫ ।୧: ଉତ୍ତରପ୍ରଦେଶର ଗୋରଖପୁରରେ ୨ ISIS ଆତଙ୍କବାଦୀ ପଶିଥିବା ସୂଚନା ମିଳିଛି । ଏନେଇ ଗୋରଖପୁରରେ ହାଇଆଲର୍ଟ ଜାରି କରାଯାଇଛି । ନେପାଳ ସୀମା ଦେଇ ଆତଙ୍କବାଦୀମାନେ ଖସି ପଳାଇବାକୁ ଉଦ୍ୟମ କରୁଛନ୍ତି । ସେନେଇ…

ଏନସିପିକୁ ମିଳିଲା ଗୃହ ଓ ଅର୍ଥ ବିଭାଗ

ମୁମ୍ବାଇ,୫ ।୧: ମହାରାଷ୍ଟ୍ର ମେଣ୍ଟ ସରକାରରେ ଗତ ୩୦ ଡିସେମ୍ବରରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଥିଲା, ଯାହାର ୬ ଦିନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ…